Movie prime

ସନ୍ଦେହ ନେଇଗଲା ପ୍ରେମର ଜୀବନ ବୁଝେଇ ବୁଝେଇ ଥକିଗଲେ ପ୍ରେମିକ ର ସନ୍ଦେହକୁ ସହି ନପାରି ପ୍ରେମିକା ର ଆ-ତ୍ମ-ହ-ତ୍ୟା

 
Viral news
ନମସ୍କାର ପାଠକ ବନ୍ଧୁ ଗଣ। ଆଜି ଆପଣ ମାନେ ଏମିତି ଏକ ଦୃଶ୍ୟ ଦେଖିବେ ଯାହାକୁ ଦେଖିଲେ ଆପଣଙ୍କୁ ବହୁତ ଦୁଃଖ ଲାଗିବ। ପୁଣି ପ୍ରତାରିତ ହେଲା ପ୍ରେମିକା। ପ୍ରେମ ପାଇଁ ଭୁଲି ଗଲା ଜୀବନ। ଆଉ ଛାଡି ଦେଲା ଏ ଦୁନିଆ। ଚରିତ୍ର କୁ ଆକ୍ଷେପ କରି ସନ୍ଧେହ କରୁ ଥିଲା ପ୍ରେମିକ।
ପ୍ରେମିକା ର ସାଙ୍ଗ ସହ ଯୋଡୁ ଥିଲା ପ୍ରେମିକ ଆଉ ସନ୍ଦେହ କରୁ ଥିଲା। ବାରମ୍ବାର ପ୍ରେମିକା କୁ ଦୋଷ ଦେଉ ଥିଲା। ଆଉ କହୁ ଥିଲା ଆଇ ହେଟ ୟୁ।
ତମ ଜୀବନ ରେ ସେ ରହିଲେ ମୁଁ ରହିବନି। ମୁଁ ତୋ ପରି ଝିଅ ସହ ରହି ପାରି ଵିନି। ମୁଁ ପୁରା ଫସିଗଲି।
ଏହି ହ-ତ୍ୟା ଓ ଆ-ତ୍ମ-ହ-ତ୍ୟା ର ଖବର ପ୍ରତିଦିନ ସାମ୍ନା କୁ ଆସୁଚି।
ପ୍ରତିଦିନ ଘଟୁଛି ଏହି ଭଳି ଅଭାବନୀୟ ଘଟଣା। ସମ୍ପ୍ରକ ର କଥା କୁ କେବେ ଭୁଝିବ ଏ ଯୁବ ସମାଜ। ଛୋଟ ଛୋଟ ଭୁଲ୍ ପାଇଁ ନେଉଛନ୍ତି ବଡ଼ ବଡ଼ ନିଷ୍ପତ୍ତି। ପ୍ରେମ କୁ ଏହି ଭଳି ସନ୍ଧେହ କରୁଛନ୍ତି ଆଜି କାଲି ର ଯୁବ ସମାଜ ଓ ବାଧ୍ୟ ହୋଇ ନିଜ ଜୀବନ ହାରି ଦେଉଛନ୍ତି ପ୍ରେମୀ ଯୁଗଳ।
ଏହି ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ ପ୍ରେମିକ ର ସନ୍ଦେହ କୁ ସହି ନପାରି ଆ-ତ୍ମ-ହ-ତ୍ୟା କରିଛି ପ୍ରେମିକା। ବାପା ମାଆ ଙ୍କ ଆଖି ରୁ ଲୁହ ଝରୁଛି। କାନ୍ଦି କାନ୍ଦି ମା ଗଡି ଯାଉଛି ଆଉ ତାର ବାପା ଝିଅ କୁ ହରେଇ ବା ଦୁଃଖ ରେ ସ୍ତବ୍ଦ ହୋଇ ଯାଇ ଛନ୍ତି। ସେହି ପୁଅ କୁ ଦଣ୍ଡ ଦେବା ପାଇଁ ଜାହିର କରିଛନ୍ତି ବାପା ମାଆ।