Movie prime

କବାଟ ଦେଇ ମତେ ଜୋର୍ ଜବରଦସ୍ତି ଧର୍ଷଣ କଲା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଲୋକମାନେ ଅନେକ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ଼ କରୁଛନ୍ତି ।
ଲୋକମାନେ ଏଭଳି ସବୁ ଭିଡିଓ ସୋସିଆଲ ମିଡିଆରେ ଛାଡ଼ିବା ଦ୍ଵାରା ଲୋକମାନେ ଅନେକ ଅଞ୍ଚଳର ଖବର ସବୁ ଜାଣି ପାରୁଛନ୍ତି । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ଼ ହେଉଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । 
ଏବେ ଏମିତି ସବୁ କାମ କରୁଛନ୍ତି ଲୋକମାନେ ଯାହା ଏହି ସମାଜ ପାଇଁ ଖରାପ ଅଟେ । ଏବେ ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଯୁବକ ବିବାହ କରିଥିଲେ ସେ ବାହାରେ ରହୁଥିଲେ ।
ଘରେ କେହି ନଥିବାର ଜାଣି ସେହି ସ୍ତ୍ରୀ ଜଣଙ୍କ ଜଣେ ଲୋକ ଏଭଳି କାମ କରିବାକୁ ଚେଷ୍ଟା କରିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଅନ୍ୟ ଯୁବକ ଜଣକ ସେହି ମହିଳାଙ୍କ ସ୍ବାମୀ ଘରେ ନଥିବାରୁ ତାଙ୍କ ସହ ଖରାପ କାମ କରିବା ପାଇଁ ଚେଷ୍ଟା କରିଥିଲେ ।
ସେହି ଯୁବକ ଜଣଙ୍କର ନାଁ ହେଉଛି ସରୋଜ । ସେ ଏହି ମହିଳାଙ୍କର ସ୍ବାମୀ ଘରେ ରହୁନଥିଲେ ଆଉ ତାଙ୍କ ଶାଶୁ ଆଉ ପିଲାମାନେ ନାଚ ଦେଖିବାକୁ ଯାଇଥିଲେ । ସେହି ସମୟର ସୁଯୋଗ ନେଇ ଏହି ଯୁବକ ଜଣକ ମହିଳାଙ୍କୁ ଧ-ର୍ଷ-ଣ କରିବାକୁ ଆସିଥିଲେ ।
ଆଉ ଜୋର୍ ଜବରଦସ୍ତ କରି ସେହି ସରୋଜ ମହିଳା ଜଣଙ୍କୁ ଦୁ-ଷ୍କ-ର୍ମ କରିଲା । ଆଉ ଏହି ମହିଳା ଜଣକ ଘର ଭିତରେ ଥିବା ଅବସ୍ଥାରେ ହଠାତ୍ ଏହି ଯୁବକ ଜଣକ ଆସି ତାଙ୍କ କବାଟ ବନ୍ଦ କରିଦେଲେ । ଯୁବତୀ ତାଙ୍କୁ ବିରୋଧ କରିବାରୁ ତାଙ୍କୁ ମାରିଦେବ ବୋଲି ଧମକ ଦେଲା ।
ଏହି ମହିଳା ଜଣଙ୍କୁ ଯୁବକ ଜଣକ ଡରେଇ ଧମକ ଦେଇ ଏଭଳି ଜୋର୍ ଜବରଦସ୍ତ କରି ଗଣଦୁ-ଷ୍କ-ର୍ମ କରିଥିଲେ । ଏହି ମହିଳା ଜଣକ ସହ ଯୁବକ ଜଣକ ଏଭଳି କାମ କରିବା ପୂର୍ବରୁ ଟିକେ ଭାବିବା କଥା ।
ଏବେ ଏହି ମହିଳା ଜଣକ ଗଣମାଧ୍ୟମ ଆଗରେ ଏହି କଥା କହିଛନ୍ତି । ସେହି ମହିଳା ଜଣକ କୌଣସି ପ୍ରକାରରେ ଏହି ଯୁବକ ଠାରୁ ବଞ୍ଚିକି ପଳାଇଥିଲେ ।
ଆଉ ଏହାପରେ ସେ ବାହାର ପଟୁ କବାଟ ଦେଇ ଦେଇଥିଲେ । ଆଉ ଏହାପରେ ସେ ଆସି ଦେଖିଲେ ଏହି ଯୁବକ ଜଣକ ଝରକା ଭାଙ୍ଗି ପଳାଇଥିଲେ । ଏବେ ମହିଳା ଜଣକ ନ୍ୟାୟ ଦାବି କରିଛନ୍ତି ।