Movie prime

ସ୍ତ୍ରୀ ଦେଉଥିଲା ବାରମ୍ବାର ଧମକ ଦେଖନ୍ତୁ କେମିତି କାନ୍ଦି କାନ୍ଦି ମୁଁହ ଖୋଲିଲେ ସ୍ଵାମୀ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟର ବହୁ ଚର୍ଚ୍ଚିତ ଘଟଣା ସମ୍ପର୍କରେ ଆପଣ ମାନେ ବେଶ ଭଲ ଭାବରେ ଜାଣି ସାରିଥିବେ। ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଇଞ୍ଜିିନିୟର ଥିଲେ।
ଏବଂ ସେ ସ୍ୱାମୀ ଜଣକ ଦ୍ଵିତୀୟ ବିବାହ କରିଥିଲେ। ତାଙ୍କର ମଧ୍ୟ ଏକ ମାତ୍ର ପୁଅ ଥିଲା। ଗତ କାଲି ରାତିରେ ତାଙ୍କର ଦ୍ଵିତୀୟ ସ୍ତ୍ରୀ ପୁଅ ଟିକୁ ମାରିଦେବା ପରେ ସେ ନିଜେ ଆ-ତ୍ମ-ହ-ତ୍ୟା କରି ଦେଇଥିଲେ।
ଏବେ ସ୍ୱାମୀ ଜଣକ ଏହି କଥା ପାଇଁ ସମ୍ପୂର୍ଣ ଭାବରେ ତାଙ୍କ ସ୍ତ୍ରୀ ଙ୍କ ପରିବାର ଲୋକ ମାନଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି କି ତାଙ୍କ ସ୍ତ୍ରୀ ଙ୍କୁ ସ୍ତ୍ରୀ ଙ୍କ ବାପ ଘର ଲୋକେ ଶିଖେଇ ଏଭଳି କରିଛନ୍ତି।
କାରଣ ତାଙ୍କ ସ୍ତ୍ରୀ ତାଙ୍କ ଘର ଅପେକ୍ଷା ଅନେକ ସମୟ ତାଙ୍କ ବାପ ଘରେ ବିତାଇ ଥାଆନ୍ତି। ଉକ୍ତ ସ୍ତ୍ରୀ ଜଣକ ଙ୍କୁ ଯେତେ ମନା କଲେ ମଧ୍ୟ ସେ ସ୍ୱାମୀ ଙ୍କ କଥା ଶୁଣୁ ନଥିଲେ। ଯେତେବେଳେ ତାଙ୍କ ସ୍ବାମୀ ଙ୍କୁ ପଚରା ଯାଇଥିଲା କି ସେ ଏହି ଘଟଣାରେ କାହାକୁ ଦୋଷୀ ମାନୁଛନ୍ତି,
ସେତେବେଳେ ତାଙ୍କ ସ୍ୱାମୀ ପ୍ରତିକ୍ରିୟା ଦେଇଥିଲେ କି ସେ ଏହି ଘଟଣାରେ ଯାହାକୁ ଦାୟୀ କରିବାକୁ ଚାହୁଁଛନ୍ତି ସେ ଆଉ ଏହି ଦୁହିଆରେ ନାହିଁ। ସେଥିପାଇଁ ଏବେ ସେ ତାଙ୍କ ପରିବାର ଲୋକଙ୍କୁ ଦାୟୀ କରିଛନ୍ତି।
କାରଣ ତାଙ୍କ ସ୍ତ୍ରୀ ଜାଣିଥିଲା କି ଯଦି ସେ ତାର ସ୍ୱାମୀ କୁ ମାରିଦେବ ତେବେ ତା ସ୍ୱାମୀ ମରିଯିବ କିଛି କଷ୍ଟ ଅନୁଭବ କରିବ ନାହିଁ। ସେଥିପାଇଁ ସେ କୁନି ପୁଅ ଟିକୁ ମାରି ଦେଇଛି ଯାହା ଦ୍ୱାରା ତାର ବାପା ପ୍ରତି ମୁହୂର୍ତ୍ତରେ ମରି ମରି ବଞ୍ଚିବେ।
ଏକଥା ନିଜେ ସ୍ୱାମୀ ଜଣକ କହିଛନ୍ତି। ସେ ଏକଥା ମଧ୍ୟ କହିଛନ୍ତି କି ସେ ତାଙ୍କ ପ୍ରଥମ ସ୍ତ୍ରୀ କୁ ପ୍ରେମ ବିବାହ କରିଥିଲେ। ଏବଂ ଶାଶୁ ଘରେ ଛୋଟ ରୁ ଛୋଟ ଘଟଣା ସମସ୍ତ କୁ ଉକ୍ତ ସ୍ତ୍ରୀ ଜଣକ ତାଙ୍କ ବାପ ଘରେ ଜଣେଇ ଥାଆନ୍ତି।
ହେଲେ ଏହି ଘଟଣାର ସତ୍ୟାସତ୍ୟ କଣ ତାହା ଏବେ ପର୍ଯ୍ୟନ୍ତ ମଧ୍ଯ ସଠିକ୍ ଭାବରେ ଜଣା ପଡ଼ି ନାହିଁ। ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି। ତଦନ୍ତ ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣା ପଡ଼ିବ।