Movie prime

ସ୍ଵାମୀ ମରିନି ବୋଲି ଭାବି ବେକ ଉପରେ ଛିଡା ହୋଇ ଥିଲା ନିଲି, କାଲି ଯିଏ କହୁଥିଲା ଦେଇ ନାହିଁ ଧୂଳି ସେ ଦେଇ ଦେଲା ବଳି

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପ୍ରେମରେ ଆଜିକାଲି ଲୋକ ମାନେ ସମ୍ପର୍କର ମାନମର୍ଯ୍ୟାଦା ମଧ୍ଯ ଭୁଲି ଯାଉଛନ୍ତି। ସେମାନେ ପ୍ରେମ ପାଇଁ କଣ ଯେ କରି ବସୁଛନ୍ତି ସେକଥା ସେ ନିଜେ ବି ଜାଣି ପାରୁ ନାହାଁନ୍ତି।
ବର୍ତ୍ତମାନ ପ୍ରେମ ସମ୍ମୁଖରେ ସମ୍ପର୍କର ମହତ୍ତ୍ଵ କିଛି ନାହିଁ। ଲୋକ ମାନେ ପ୍ରେମ ସମ୍ମୁଖରେ ସମ୍ପର୍କକୁ ମଧ୍ୟ ତୁଚ୍ଛ ଭାବୁଛନ୍ତି। ଆଜିକାଲି ସମାଜରେ ଏଭଳି ଘଟଣା ଘଟୁଛି ଯାହାକୁ ଦେଖିଲେ ନି-ନ୍ଦା କରିବେ। ବର୍ତ୍ତମାନ ସମୟରେ ଏପରି ଏକ ନି-ନ୍ଦ-ନୀ-ୟ ଘଟଣା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।
ବନ୍ଧୁଗଣ ଘରର ବୋହୂ ସହ ତା ପ୍ରେମିକକୁ ବାହା କରି ଗାଡ଼ିରେ ପୁରେଇ ଶାଶୁଘର ବିଦା କରୁଛି ଶଶୁର। ଏବେ କିଛିଦିନ ତଳେ ଘଟିଥିବା ଘଟଣାଟି ଆପଣଙ୍କର ମନେଥିବ ଯାହାକି ସୋସିଆଲ ମିଡିଆରେ ଏବେ ଆସିଥିବା ଘଟଣା ହେଉଛି ଗୋଟିଏ ଘରର ବୋହୂ ତାର ପ୍ରେମିକ ସହ ରାତିରେ ଥିଲା।
ଏହାକୁ ଦେଖି ଦେଇଥିଲେ ଶାଶୁ ଆଉ ଶଶୁର। ଏହାପରେ ସେମାନେ କହିଥିଲେ ତାଙ୍କ ପୁଅ ପଇସା ଦେବ କାମ କରି ଆଉ ଘରେ ରହି ଏଭଳି କାମ କରିବ ବୋହୂ। ପୁଅ ଟଙ୍କା ଦେଲେ ବୋହୂ ଲିପଷ୍ଟିକ କିଣେ, ଶାଢ଼ୀ କିଣଥାଏ ଆଉ ପାର୍ଲର ଯାଇ ସଜେଇ ହୋଇଥାଏ। 
ସ୍ବାମୀ କାମ କରି ସବୁ ଇଚ୍ଛା ପୂରଣ କରେ କିନ୍ତୁ ଏଠି ସ୍ତ୍ରୀ ତାର ପ୍ରେମିକ ସହ ସୁହାଗରାତି କରୁଛି। ଏହି ପ୍ରେମିକ ଜଣକ ଅନେକ ଥର ଆସିଥାଏ ବୋହୂ ଘରକୁ। ଆଉ ଘରଲୋକ ତାଙ୍କୁ ଧରିବାର ସୁଯୋଗ ଖୋଜୁଥିଲେ।
ଆଉ ଶେଷରେ ବୋହୂ ସଜବାଜ ହୋଇ ବସିଥିଲା ଆଉ ପ୍ରେମିକ ଆସିଥିଲା ଆଉ ସେତେବେଳେ ଶାଶୁ ଶଶୁର ସବୁ ଆସି ସେମାନଙ୍କୁ ଧରିଥିଲେ।
ତେବେ ବର୍ତ୍ତମାନ ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେଉଁ ପୁଅ ସହ ବୋହୂକୁ ଶଶୁର ଧରିଥିଲା ସେହି ପ୍ରେମିକ ସହିତ ଶଶୁର ବାହାଘର କରିଛି। 
ଦେଖିବାକୁ ମିଳୁଛି ଶାଶୁ ମା ବୋହୂର ହାତକୁ ନିଜ ପୁଅ କାନ୍ଧରେ ରଖିବା ବଦଳରେ ପ୍ରେମିକ ଜଣକ କାନ୍ଧରେ ବୋହୂର ହାତ ନେଇ ରଖି ଦେଉଛନ୍ତି।
ଆଉ ତାପରେ ସକାଳୁ ସକାଳୁ ଝିଅ ବିଦା ହେଲା ଭଳି ପ୍ରେମିକ ସହିତ ବୋହୂକୁ ବିଦା କରାଯାଉଛି। ଏହାପରେ ପ୍ରେମିକ ସହିତ ବୋହୂଟି ଶାଶୁଘରକୁ ଯାଇଛି।
ଏହି ଭିଡିଓ କେବେକାର ଆଉ କେଉଁଠିକାର କୁହାଯାଇ ନାହିଁ। କିନ୍ତୁ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି।