Movie prime

ଶୁଭଶ୍ରୀ ଙ୍କୁ ହଇରାଣ କରୁଥିଲା ରସିକିଆ ପ୍ରେମିକ ଡାକ୍ତର, ଦେଖନ୍ତୁ ସାମ୍ନା କୁ ଆସିଲା ଭିଡ଼ିଓ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଡ଼ାକ୍ତର ଶୁଭଶ୍ମିତା କର ଓ ତାଙ୍କ ପ୍ରେମିକ ଦିବ୍ୟ ରଞ୍ଜନ ମାଝୀ ଉଭୟ ଙ୍କ ମଧ୍ୟରେ ଗଢ଼ି ଉଠି ଥିଲା ପ୍ରେମ ସମ୍ପର୍କ। ଏବଂ ଦୁହେଁ ପ୍ରେମରେ ପଡ଼ିବା ପରେ ଉଡି ବୁଲୁଥିଲେ ପ୍ରେମ ରାଇଜରେ।
ଏହି ପ୍ରେମ ହିଁ କିଛି ଦିନ ପରେ ତାଙ୍କର ଧୋକାରେ ପରିଣତ ହୋଇ ଯାଇଥିଲା। ତାଙ୍କର ସବୁ ସ୍ବପ୍ନ ମଧ୍ଯ ଭାଙ୍ଗି ରୁଜି ଚୁରମାର ହୋଇ ଯାଇଥିଲା। ଦିବ୍ୟ ରଞ୍ଜନ ଧୋକା ଦେଇ ଶୁଭଶ୍ମିତା ଙ୍କୁ ଛାଡ଼ି ଦେଲେ।
ଏହାପରେ ପ୍ରେମରେ ପ୍ରତାରଣା ପାଇ ଶୁଭଶ୍ମିତା ମଧ୍ଯ ଥାନାର ଦ୍ୱାରସ୍ଥ ହୋଇଥିଲେ। ଆଉ ଏହାରି ମଧ୍ୟରେ ସାମ୍ନାକୁ ଆସିଥିଲା ଶୁଭଶ୍ମିତା କର ଙ୍କ ଶେଷ ନୃତ୍ୟ।
ଆଉ ଏବେ ସାମ୍ନା କୁ ଆସିଛି ଡ଼ାକ୍ତର ଦିବ୍ୟ ରଞ୍ଜନ ଙ୍କର କିଛି ଭିଡିଓ। ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଦିବ୍ୟ ରଞ୍ଜନ ଏକ ନୁହେଁ ବରଂ ଏକାଧିକ ଯୁବତୀ ମାନଙ୍କ ସହ ରଖିଥିଲେ ପ୍ରେମ ସମ୍ପର୍କ।
ଆଉ ଏହି ପ୍ରେମ ଓ ପ୍ରତାରଣା ମଧ୍ୟରେ ହିଁ ଛନ୍ଦି ହୋଇ ଯାଇଥିଲେ ଶୁଭଶ୍ମିତା କର। ଏକ ଭିଡିଓ ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ଦିବ୍ୟ ରଞ୍ଜନ କୋଉଠି ଖାଇଲେ କୋଉଠି ରହିଲେ
ଏବଂ କେଉଁଠାରେ ଚାହା ଭଲ ସେ ସମ୍ପର୍କ ରେ ପୂରା ତଥ୍ୟ ଏହି ଭିଡିଓ ମାଧ୍ୟମରେ ପ୍ରଦାନ କରିଛନ୍ତି। ସବୁ ବେଳେ ମଉଜ ଓ ମଜଲିସ୍ ରେ ରହିଥିବା ଦିବ୍ୟ ରଞ୍ଜନ ନିଜ ପ୍ରେମିକା କୁ ଏଭଳି ଧୋକା ଦେଇଥିଲେ।
ଏବଂ ନିଜ ପ୍ରେମିକା କୁ ମଧ୍ୟ ସେ ପ୍ରେମ ପ୍ରତାରଣା ଜାଲରେ ଛନ୍ଦି ଦେଇଥିଲେ। ତାଙ୍କ ପାଇଁ ଗୋଟେ ନିରୀହ ଝିଅର ଜୀବନ ଚାଲିଗଲା। ଏବେ ଏସବୁ ତଥ୍ୟ ସାମ୍ନା କୁ ଆସିବା
 ପରେ ପୋଲିସ ଦିବ୍ୟ ରଞ୍ଜନ ଙ୍କ ପ୍ରତି ଯେଉଁ ପଦକ୍ଷେପ ନେବ ତାହା ଏବେ ଦେଖିବା ବାକି ରହିଗଲା। ତେବେ ଦେଖାଯାଉ ଶୁଭଶ୍ମିତା ଙ୍କୁ ନ୍ୟାୟ କେବେ ମିଲୁଛି।