Movie prime

Suparstar ଙ୍କୁ ପଟେଇ ନାଁ କମେଇବାକୁ ଚାହୁଁଛି Prakruti Mishra ଦେଖନ୍ତୁ ଏହି ଭିଡିଓ କଣ କହିଲେ producer

 
Viral news
ଗୋଟିଏ ହୋଟେଲ ରେ ବାବୁସାନ ଓ ପ୍ରକୃତି,ଗୋଟିଏ ହୋଟେଲ ର ଗୋଟିଏ ରୁମ ରେ ରେ ରହୁଥିଲେ। ସେପଟେ ସେହି ହୋଟେଲ ରେ ପ୍ରକୃତି ଙ୍କ ମା ବାପା ମଧ୍ୟ ପହଂଚିଥିଲେ ,ଚେନ୍ନାଇ ର ଗୋଟିଏ ହୋଟେଲ ରେ ଗୋଟିଏ ରୁମ ରେ ରହୁଛନ୍ତି ପ୍ରେମୀଯୁଗଳ ୨୪ ତାରିଖ ଦିନ ଦୁଇଜଣ ଙ୍କୁ ଗୋଟିଏ ରୁମ ରୁ ବାହାରିବାର ଦେଖିବାକୁ ମିଳିଛି ,ଏହା ସହିତ ପ୍ରକୃତି ଙ୍କ ମା ଦୁଇଜଣ ଙ୍କ ସହିତ କଥା ହୋଉଥିବାର ମଧ୍ୟ ଦେଖିବା ପାଇଁ ମିଳିଛି। 
ଏହି ଘଟଣାରେ ଟୁଟୁ ନାୟକ କହିଛନ୍ତି ଯେ ଦେଖ ବାବୁ ମଦ,ନାରୀ,ଚାମ୍ଚା ଏହି ୩ ଟା ଠୁ ଯିଏ ଦୂରରେ ରହିଲା ସିଏ ମଣିଷ ହେଇଗଲା। ପ୍ରକୃତି ତୁ ଓଡ଼ିଶା ରେ କଣ କରିଛୁ। କିନ୍ତୁ ବାବୁସାନ୍ କୁ ପଟେଇଲୁ ପ୍ରେମମ ଫିଲିମ୍ କଲୁ ନାଁ କମେଇଲୁ।
ସମସ୍ତଙ୍କର ସ୍ବପ୍ନ ଥାଏ ସୁପରଷ୍ଟାରକୁ ପଟେଇବୁ ନାଆଁ କମେଇବୁ। କିନ୍ତୁ ତୋ ସ୍ବପ୍ନ କୁ ସାକାର କର ହେଲେ କାହା ଘର ଭଙ୍ଗେନା । ଟୁଟୁ ନାୟକ କହିଛନ୍ତି ଏ ହେଉଛି ଆମ ଇଡର୍ଷ୍ଟ୍ରିର ଏକ ନିନ୍ଦନୀୟ ଘଟଣା।
ବାବୁସାନ୍ ଏତେ ବଡ ଷ୍ଟାର ଭଲ ସ୍ତ୍ରୀ,ଭଲ ବାପା ମା, ଭଲ ପୁଅ ଟିଏ ପାଇଥିଲୁ ତୋର ହାପି ଫାମିଲି ଥିଲା ତୋର କି ଦୁର୍ଦ୍ଦଶା ଆସିଲା। 
ଗୋଟେ ସ୍ତ୍ରୀ କେତେ ସହିବ ୨ ବର୍ଷ ହେଲା କଳହ ଚାଲିଛି। ବାବୁଶାନ୍ ତୃପ୍ତି ଲାଭ କରିବାହା ହେଇଥିଲେ। ୮ ଶ୍ରେଣୀରୁ ତାଙ୍କର ଲଭ। ଏବଂ ଟୁଟୁ ନାୟକ କହିଛନ୍ତି ବାବୁସାନ୍ ଗୋଟେ ଘୋରୋଇ ଝିଅକୁ ବାହା ହେଇଥିଲେ। ତାହାଲେ ଅସୁବିଧା କାହିଁକି ହେଲା, ଅପରାଜିତା ଉତ୍ତମ ମହାନ୍ତି ବେଷ୍ଟ ଫେମିଲି ଅଫ ଓଡ଼ିଆ ଇଣ୍ଡଷ୍ଟ୍ରି।
କାଲି ମୁ ଦେଖୁଥିଲି ଗୋଟେ ଚାନେଲ ରେ ପ୍ରକୃତି ଙ୍କ ମା ଯୋଉ ଭାଷା କହୁଥିଲେ। ତାକୁ ଶୁଣି ମତେ ଏତେ ଖରାପ ଲାଗୁଥିଲା ତାହା କହି ହେବନି। ଝିଅକୁ ତମେ ପ୍ରଶୟ ଦେଉଛ।
ଯଦି ତୃପ୍ତି ତା ସ୍ୱାମୀକୁ ମାରିଲା ତେବେ ପ୍ରକୃତି କାହିଁକି ମଝିରେ ପଶିଲେ କାହିଁକି ଚେନ୍ନାଇ ଯାଉଥିଲେ ଟୁଟୁ ନାୟକ କହିଛନ୍ତି। ଗୋଟିଏ ରୁମ୍ ରେ ଶୋଇବା ଏହା କଣ ଗୋଟେ ଭଲ ବନ୍ଧୁ ର ପରିଚୟ।
ଦେଖନ୍ତୁ ମୁ ଗୋଟେ ପ୍ରଡୁସର୍ ମୋତେ ଯଦି ଗୋଟେ ପ୍ରଡୁସର୍ ଇନଭାଇଟ ନ କରିବ ତେବେ ମୁ କଣ ପାଇଁ ସେଠାକୁ ଯିବି। ମୋର ବି ଗୋଟେ ପ୍ରେଷ୍ଟିଜ୍ ଅଛି ଏହିପରି ଟୁଟୁ ନକାୟ କହିଛନ୍ତି।
ପ୍ରକୃତି ର ବି ମଧ୍ୟ ଗୋଟେ ପ୍ରେଷ୍ଟିଜ ଅଛି ତୁ ଗୋଟେ ହିରୋଇନ୍ ତୋର କଣ ସେଠାକୁ ଯିବାର ଅଛି। ମୁଁ ତାପସ ସର୍ ଙ୍କୁ ପଚାରିଲି କଣ ପ୍ରକୃତି କୋପ୍ରଡୁସର ସେ କହିଲେ କାହିଁକରେ ସେ ପ୍ରୋଡୁସର୍ ହେବ। ସେଠି ସେ ମିଛ କହୁଛି।
ପୁଣି ପ୍ରକୃତି କହିଛି କଣ ନା ତମେ ତମ ପୁଅକୁ ବନ୍ଧିକି ରଖ, କଣ ପାଇଁ ବାନ୍ଧିକି ରଖିବ। କଣ କିଏ ବନ୍ଧିକୀ ରଖନ୍ତି। ସହିଦ ନଗରରେ ଘର ଭଡ଼ା ନେଇକି ରହୁଥିଲ ତମେ କି ବାନ୍ଧୁ।