Movie prime

ସ୍ତ୍ରୀ ପାଖରୁ ସବୁ ସୁଖ ସରିଗଲା ବୋଲି ଫେରାର ହେଲା ସ୍ଵାମୀ ଦେଖନ୍ତୁ ସ୍ତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଅନେକ ପ୍ରକାରର ଭିଡିଓ ପୋଷ୍ଟ କରିଥାନ୍ତି ।
ଅନେକ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ । ଆଜିକା ସମାଜରେ ଘଟୁଥିବା ଘଟଣା ଯାହା ପରକୀୟା ପ୍ରୀତିକୁ ନେଇ ଆସିଛି ।
ପରକୀୟା ପ୍ରୀତି ପାଇଁ କେତେ ଯେ ପରିବାର ଭାଙ୍ଗୁଛି ତାହାର ହିସାବ ନାହିଁ । ଏଭଳି ଅନେକ ଖବର ଏବେ ସୋସିଆଲ ମିଡିଆରେ ସବୁବେଳେ ଦେଖିବାକୁ ମିଳୁଛି ।
ଆଜିକା ଦୁନିଆରେ ଅନେକ ଯୁବକ ବିବାହ କରିବା ପରେ ତାଙ୍କ ସ୍ତ୍ରୀ ଆଉ ଛୁଆକୁ ଛାଡି ଅନ୍ୟ ଜଣେ ମହିଳାଙ୍କ ସହ ପରକୀୟା ପ୍ରୀତିରେ ରହୁଛି । ଠିକ୍ ସେମିତି ଜଣେ ଯୁବତୀ ମଧ୍ୟ ତାର ସ୍ବାମୀ ଆଉ ଛୁଆକୁ ଛାଡ଼ି ପର ପୁରୁଷ ସହ ସମ୍ପର୍କ ରଖୁଛି ।
ଆଜିକା ସମାଜରେ ଏହି ଘଟଣା ବହୁତ ଘଟୁଛି । ସୋସିଆଲ ମିଡିଆରେ ଏବେ ଆପଣମାନେ ଏହି ପ୍ରକାରର ଭିଡିଓ ସବୁବେଳେ ଦେଖିପାରିବେ ।
ଜଣେ ଯୁବତୀଙ୍କ ସହ ଏଭଳି କିଛି ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି ଅନେକ ଅଭାବନୀୟ ଘଟଣା ଆଜିକା ଦୁନିଆରେ ଘଟି ଚାଲିଛି । 
ପ୍ରେମ ବିବାହ କରି ଏଭଳି ଧୋକା ଦେବା ସତରେ ବହୁତ କଷ୍ଟଦାୟକ ଅଟେ । ଏବେ ଏକ ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲାର ବାଲିଆପାଳ ଥାନା ଅଂଚଳରେ ।
ସିମୁଳିଆ ଗ୍ରାମର ଅନନ୍ତ କୁମାର ଦାସଙ୍କ ଝିଅ ରିତାରାଣୀ ଏବଂ ସେହି ଗ୍ରାମର ଦେବବ୍ରତ କମୀଳାଙ୍କ ପୁଅ ବିଷ୍ଣୁପଦ କମୀଳା ପରସ୍ପରକୁ ବହୁତ ଭଲ ପାଆନ୍ତି । ଉଭୟ ଘର ଛାଡ଼ି ବାଙ୍ଗାଲୋର ଚାଲି ଯାଇଥିଲେ ।
ଆଉ ସେଠାରେ ସେମାନେ ଭଲରେ ରହୁଥିଲେ । ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା । ଦେବବ୍ରତଙ୍କ ବଡ ଭାଇ ଆଉ ବାପା ମା ତାଙ୍କ ସ୍ତ୍ରୀ ରିତାରାଣିଙ୍କୁ ଛାଡ଼ିବାକୁ ଚାପ ପକାଇଥିଲେ । 
ଏହାପରେ ସେ ରିତାରାଣିଙ୍କୁ ଘରକୁ ନେବେ ବୋଲି କହି ବଙ୍ଗୋଲାରରୁ ଘରକୁ ଆଣୁଥିଲେ । ଆଉ ସେମାନେ ଟ୍ରେନରେ ଆସୁଥିଲେ । ଭଦ୍ରକ ଷ୍ଟେସନରେ ଦେବବ୍ରତ ଝାଡା ଯିବ ବୋଲି କହି କୁଆଡେ ଫେରାର ହୋଇଯାଇଥିଲା ।
ରିତାରାଣି ତାଙ୍କୁ ବହୁତ ଖୋଜିଲେ ଆଉ ପାଇଲେ ନାହିଁ ଶେଷରେ ବାଲେଶ୍ଵର ଷ୍ଟେସନରେ ସେ ଆ-ତ୍ମ-ହ-ତ୍ୟା କରିବାକୁ ଭାବିଥିଲେ । ଆଉ ତାଙ୍କୁ ପୋଲିସ ସେଠାରେ ବୁଝାଇଥିଲେ । ଏହାପରେ ସେ ଥାନାରେ ଅଭିଯୋଗ କରିଛନ୍ତି ।
ଆଉ ସେ ନ୍ୟାୟ ଦାବିରେ ଗଣମାଧ୍ୟମ ଆଗରେ କହିଛନ୍ତି । ନ୍ୟାୟ ନ ମିଳିଲେ ସେ ତାଙ୍କ ଶାଶୂଘର ଆଗରେ ତାଙ୍କ ପୁଅକୁ ଧରି ଧାରଣାରେ ବସିବେ ବୋଲି କହିଛନ୍ତି । ଦେଖାଯାଉ କେବେ ନ୍ୟାୟ ମିଳୁଛି ରିତାରାଣିଙ୍କୁ ?