Movie prime

ସ୍ଵାମୀଙ୍କ Ex girlfriend ସହ ସମ୍ପର୍କ ଅଛି କିନ୍ତୁ ମାରେ Black-mail କରି ବାହା ହେଲେ ଆଉ ରାତିରେ ପଶୁଙ୍କ ଭଳି ....

 
Viral video
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖୁଥିବେ । ଆଉ ଅନେକ ପ୍ରକାରର ଘଟଣା ବିଷୟରେ ସୂଚନା ମଧ୍ୟ ପାଉଥିବେ ।
ଆଉ ଏବେ ଏକ ଘଟଣା ଯାହାକି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏମିତି କିଛି ଘଟଣା ଅଛି ଯାହାକୁ ଦେଖିଲେ ଆପଣ ବି ଭାବିବେ ଆଜିକା ସମାଜରେ ଏମିତି ଲୋକ ଅଛନ୍ତି । 
ଆଉ କିଛି ଲୋକ ମିଛ କହି ଆଉ ବିଭିନ୍ନ ପ୍ରକାରର କଥା କହି ଏମିତି ସବୁ କାମ କରନ୍ତି ଯାହା ନିନ୍ଦନୀୟ ଅଟେ । ଆଉ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଜଣେ ମହିଳା ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ ।
ତାଙ୍କ ସ୍ଵାମୀ ସହ ତାଙ୍କର ପ୍ରେମ ବିବାହ ହୋଇଥିଲା । ଆଉ ତାପରେ ଧିରେ ଧିରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ବାମୀଙ୍କର ଆଗରୁ ଆଉ ଜଣେ ଝିଅଙ୍କ ସହିତ ସମ୍ପର୍କ ଥିଲା । ଆଉ ସେ ତାଙ୍କ ଏକ୍ସଙ୍କ ସହିତ ସମ୍ପର୍କରେ ଆସିଛନ୍ତି । 
ଆଉ ଏହି କଥାଟା ମୋତେ ବହୁତ କଷ୍ଟ ହେଲା । ଆଉ ମୁଁ ଏହି କଥା ଯେତେବେଳେ ଜାଣିଲି ମୁଁ ତାଙ୍କୁ ବିବାହ କରିବାକୁ ମନା କରିଲି ।
ଆଉ ତାପରେ ସେ ମୋତେ ବ୍ଲାକମେଲ୍ କରିଲେ କହିଲେ ତୋର ଅନେକ ଭିଡିଓ ମୋ ପାଖରେ ଅଛି ଆଉ ମୁଁ ତାକୁ ଭାଇରାଲ କରିଦେବି । ଆଉ ତାପରେ ମୁଁ ଏହିକଥା ଘରେ ବି କହି ପାରିଲିନି କାରଣ ମୋ ଘର ବହୁତ ଅଲଗା କଥା । ଆଉ ତାପରେ ମୁଁ ବାହାଘର ହେଲି ।
ଆଉ ତାପରେ ମୋ ଶାଶୁ ମୋତେ ଅତ୍ୟାଚାର କରିଲେ । ମାଡ ମାରିଲେ ଆଉ ମୁଁ ମୋ ଜାଆଙ୍କୁ କହିଲି ଆଉ ତାପରେ ସବୁ ମିଶିକି ମୋତେ ମାଡ ମାରିଲେ । ଆଉ ତାପରେ ମୁଁ ଡିଭୋର୍ସ ଦେବାକୁ କହିଲି । ଆଉ ଏବେ ମ୍ୟୁଚୁଆଲ ଡିଭୋର୍ସ ହୋଇନାହିଁ ।
ଆଉ ମୁଁ ମୋ ସୁନା ଗହଣା ମାଗିଲି । କିନ୍ତୁ ସେ କହିଲେ ଆମେ ଦେବୁ ନାହିଁ । ଆଉ ତାପରେ ମୁଁ କହିଲି ମୁଁ ପୋଲିସରେ କମ୍ପ୍ଲେନ କରିବି । ତାପରେ ସେମାନେ କହିଲେ ହଁ ଆମେ ସୁନା ଦେବୁ ତୁ କେସ କରନା । ମୋ ମା ମୋତେ ବହୁତ ସପୋର୍ଟ କରନ୍ତି ।