Movie prime

ରାବଣ କରିଥିଲା ସ୍ୱର୍ଗକୁ ସିଡି ଏଇଠି ଅଛି ସ୍ୱର୍ଗକୁ ସିଡି ଆଜି ପର୍ଯ୍ୟନ୍ତ ଦେଖନ୍ତୁ କେମିତି ରହିଛି

 
Viral News

କୁହାଯାଏ ଯେ ଭଲ କର୍ମ କରିଲେ ମଣିଷ ଙ୍କୁ ସ୍ବର୍ଗ ପ୍ରାପ୍ତି ହୋଇଥାଏ।ପୃଥିବୀରେ ଏଭଳି ଏକ ରାସ୍ତା ଅଛି ସିଧା ସ୍ବର୍ଗ କୁ ଯାଇପାରିବେ।ହେଲେ ଆପଣମାନେ ଏହାକୁ ବିଶ୍ୱାସ କରିବେ ନାହିଁ।କିନ୍ତୁ ଚୀନ୍ ର ତିଆମେନ୍ ପର୍ବତରେ ଏକ ଗୁମ୍ଫା ରହିଛି ଯାହାକି ସ୍ବର୍ଗ କୁ ଯିବାପାଇଁ ରାସ୍ତା ବୋଲି କୁହାଯାଇଛି।

ଏହି ଗୁମ୍ଫା ନିକଟକୁ ଯିବା ପାଇଁ ଆପଣଙ୍କୁ ୯୯୯ ସିଡି ଚଢି ବାକୁ ପଡିବ।ସ୍ବର୍ଗ କୁ ସିଡି ଥିବାର ଆପଣମାନେ ନିଶ୍ଚୟ ଭାବରେ ଜାଣିଥିବେ।

ହେଲେ ଏହି ସିଡି କେଉଁଠାରେ ଅଛି ଆପଣ ମାନେ ଜାଣି ନଥିବେ।୯୯୯ ସିଡି ଚଢିବା ପରେ ସ୍ୱର୍ଗରେ ପାଦ ରଖି ପାରିବେ।ସେହିଭଳି ପାଞ୍ଚ ହଜାର ଫୁଟ୍ ରେ ଉପରେ ରହିଛି ସ୍ବର୍ଗ ର କବାଟ।ସ୍ବର୍ଗ କୁ ଯିବା ପାଇଁ ରାସ୍ତା ଚୀନ୍ ର ତିଆମେନ୍ ପାହାଡ଼ରେ ରହିଛି।
୧ ହଜାର ପାଞ୍ଚ ସହ ୧୮ ମିଟର ଉଚ୍ଚ ଅର୍ଥାତ୍ ପାଞ୍ଚ ହଜାର ଫୁଟ୍ ଉଚ୍ଚରେ ଥିବା ପାହାଡ଼ରେ ଦୁନିଆର ସବୁଠାରୁ ବଡ଼ ଗୁମ୍ଫା ରହିଛି। ଯାହାକୁ ସ୍ବର୍ଗ ଲୋକ ବୋଲି କୁହାଯାଉଛି।
ଏତେ ଉଚ୍ଚ ପାହାଡ ହୋଇଥିବାରୁ ଆପଣଙ୍କୁ ବାଦଲ ମଧ୍ୟ ଦେଖାଯିବ। ଯାହାକୁ ଦେଖିଲେ ଆପଣଙ୍କୁ ଲାଗିବ ଯେ ଏଇଠି ସ୍ବର୍ଗ କୁ ରାସ୍ତା ରହିଛି।କିଛି ଲୋକ ଏହାକୁ ଗେଟ୍ ଅପ୍ ହିଭେନ୍ ବୋଲି ମଧ୍ୟ କୁହନ୍ତି।କୁହାଯାଏ ଯେ ୨୫୩ ଶତାବ୍ଦୀ ରେ ପାହାଡ଼ର କିଛି ଅଂଶ ଭାଙ୍ଗି ଯାଇଥିଲା।
ଏହାପରେ ଏହି ଗୁମ୍ଫା ର ସନ୍ଧାନ ମିଳିଥିଲା।ଏହି ଗୁମ୍ଫାର ଲମ୍ବ ୧୯୬ ଫୁଟ୍ ର ହୋଇଥିବା ବେଳେ ଉଚ୍ଚତା ୪୩୧ ଫୁଟ୍ ରହିଛି।ଏହାଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ ମଧ୍ୟ ବାସ୍ତବରେ କଥାଟି ସତ ଅଟେ।
ଏବଂ ୧୮୭ ଫୁଟ୍ ଚଉଡ଼ା ହୋଇଥାଏ।ଏହି ଗୁମ୍ଫାର ଆରମ୍ଭ ତିଆମେନ୍ ପର୍ବତରେ ଥିବା ଏକ ଝରଣା ରୁ ହୋଇଥିଲା। ଯାହା ୧୫ ମିନିଟ୍ ପର୍ଯ୍ୟନ୍ତ ଦୃଶ୍ୟ ମାନ ହୋଇଥିଲା।
ଏହାପରେ ଝରଣା କେଉଁଆଡେ଼ ଲୁଚି ଗଲା ତାହା କେହି ଜାଣି ପାରିଲେ ନାହିଁ। ତଥାପି ଆଜି ପର୍ଯ୍ୟନ୍ତ ସେହି ଝରଣା ରହସ୍ୟ ମୟ ହୋଇ ରହିଛି।ପୃଥିବୀ ପୃଷ୍ଠରେ ଅନେକ ରହସ୍ୟ ମୟ ସ୍ଥାନ ଲୁଚି ରହିଛି।ଯାହାଙ୍କ ମଧ୍ୟରୁ ଚୀନ ର ତିଆମେନ୍ ପର୍ବତ ଅନ୍ୟତମ।