Movie prime

ଶରୀରରେ ଟାଟୁ କଲେ ମିଳେ ରାଗରୁ ମୁକ୍ତି ଏହା ସହ ମିଳେ ଏହି ସବୁ ଲାଭ ଜାଣିଲେ ଆଶ୍ଚର୍ୟ୍ଯ ହେଇଯିବେ

 
VIRAl news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ବିଷୟରେ ଜାଣୁଥିବେ । ଆଉ ସୋସିଆଲ ମିଡିଆରେ ଏମିତି କିଛି ଘଟଣା ଅଛି ଯାହା ବିଷୟରେ ମଧ୍ୟ ଜାଣିବା ଉଚିତ୍ ।
ସୋସିଆଲ ମିଡିଆରେ ଆପଣମାନେ ସବୁ ପ୍ରକାରର ଘଟଣା ବିଷୟରେ ସୂଚନା ପାଇବେ । ଆଜି ଏମିତି ଏକ ଘଟଣା ଆସିଛି ଯାହା ଶରୀରରେ କରାଯାଉଥିବା ଟାଟୁକୁ ନେଇ ଆସିଛି ।
ଆଉ ଏବେ ଟାଟୁ କରିବା ସତେ ଯେମିତି ଏକ ଫ୍ୟାସନ ହୋଇଗଲାଣି । ଆଉ ଲୋକମାନେ ଆଜିକାଲି ସମସ୍ତେ ଟାଟୁ କରିବାକୁ ବହୁତ ଭଲ ପାଉଛନ୍ତି । ଆଉ ଲୋକମାନଙ୍କର ବହୁତ ସଉକ ଅଛି ମଧ୍ୟ ଏହି ଟାଟୁ କରିବାରେ । ଆଉ ଆଜିକା ଯୁଗରେ ପୁଅ ହୁଅନ୍ତୁ ବା ଝିଅ ସମସ୍ତେ ଟାଟୁ କରିବାକୁ ଭଲ ପାଆନ୍ତି । କେହି କେହି ନିଜ ସଉକ ପାଇଁ ଟାଟୁ କରୁଛନ୍ତି ତ ଆଉ କିଏ ଏହି ଟ୍ରେଣ୍ଡରେ ସାମିଲ୍ ହେବା ପାଇଁ ଟାଟୁ କରନ୍ତି ।
ବିଭିନ୍ନ ପ୍ରକାରର ଟାଟୁକୁ ନେଇ ମଧ୍ୟ ବିଭିନ୍ନ ପ୍ରକାରର କଥା ଆସୁଛି । ଆଉ ରାଗ ଶାନ୍ତ କରିବା ପାଇଁ କେହି ଟାଟୁ କରିଥିବାର ଆପଣମାନେ ଶୁଣିଛନ୍ତି କି ? ଏହି କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲଗୁଥାଇପାରେ କିନ୍ତୁ ଏହା ସତ ଅଟେ । ଆଉ ଏହି ଘଟଣା ଦେଖିବାକୁ ମିଳିଛି ଭୋପାଳ ଅଞ୍ଚଳର। ଏହି ଅଞ୍ଚଳର ଜଣେ ୨୭ ବର୍ଷୀୟ ମହିଳା ଯେ କି ନିଜ ରାଗକୁ ଶାନ୍ତ କରିବା ପାଇଁ ତାଙ୍କ ଶରୀରରେ ୭୦ ରୁ ଅଧିକ ଟାଟୁ କରି ସାରିଲେଣି । 
ଭୋପାଳ ଅଞ୍ଚଳର ପୁରୁଣା ସହରରେ ଏହି ମହିଳା ଜଣକ ରହୁଛନ୍ତି । ଆଉ ତାଙ୍କୁ ଯେତେବେଳେ କ୍ରୋଧ ଆସେ ସେ ତାଙ୍କର ହାତରେ ଗୋଡ଼ରେ ବେକରେ ଆଉ ବିଭିନ୍ନ ଜାଗାରେ ଟାଟୁ କରିଥାନ୍ତି । ତାଙ୍କ ଶରୀରରେ ସାପ, ବିଛା, ବନ୍ଧୁକ, ଆଦି ବିଭିନ୍ନ ପ୍ରକାରର ଟାଟୁ ଦେଖିବାକୁ ମିଳିବ ।ଆଉ ମହିଳା ଜଣଙ୍କର ଏସବୁ ପାଗଳାମି ଦେଖି ତାର ବପା ମା ତାଙ୍କୁ ମନୋ ବିଜ୍ଞାନୀ ପାଖରେ ଦେଖାଉଛନ୍ତି । 
ଆଉ ଡାକ୍ତର ଏହାର କାରଣ କିଛି ସ୍ପଷ୍ଟ କରିନାହାନ୍ତି । ଏହି କଥା ଏବେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି ଯେ କିପରି ଜଣେ ବ୍ୟକ୍ତି ତାର କ୍ରୋଧ ଆବେଗକୁ ରକ୍ଷା କରିବା ପାଇଁ ନିଜ ଶରୀରକୁ କଷ୍ଟ ଦେଉଛି ? ଆଉ ଏହା ସତରେ ବହୁତ ଆଶ୍ଚର୍ଯ୍ୟ ଜନକ ଘଟଣା ଅଟେ ।