Movie prime

ସ୍ଵାମୀ କୁ ମାରି ସ୍ତ୍ରୀ କହୁଛି, ମୋ ଧନ କୁ କିଏ ମାରିଦେଲା..

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଦର୍ଶକ ବନ୍ଧୁ ଗତ କାଲି ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନାର ଚଣ୍ଡେଶ୍ଵର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳି ଥିଲା।
ଜଙ୍ଗଲ ଭିତରେ ଏକ ନୀଳ ରଙ୍ଗର ଟ୍ରୋଲି ବ୍ୟାଗ ଜବତ ହେଇ ଥିଲା ଆଉ ସେହି ଟ୍ରୋଲି ବ୍ୟାଗରେ ଜଣେ ବ୍ୟକ୍ତିଙ୍କ ମୃ-ଅତ ଦେହ ମିଳି ଥିଲା। ତେବେ ବ୍ୟକ୍ତିଙ୍କ ନାମ ହେଉଛି ମନୋରଞ୍ଜନ ମହାପାତ୍ର।
ତାଙ୍କୁ ଆଉ କେହି ନୁହେଁ ତାଙ୍କ ନିଜ ପତ୍ନୀ ହତୟଆ କରିଥିବାର ସୂଚନା ମିଳିଛି। ଆଉ ଏବେ ଏହି ଘଟଣାଟି ଏକ ନୂଆ ମୋଡ ନେଇଛି। 
ଏବେ ଏହି ଘଟଣାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ସମସ୍ତେ ଆଶ୍ଚର୍ଯ୍ୟ ହେବେ। ମନୋରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ଲିଲି ସାହୁ ଏବଂ ତାଙ୍କ ତିନି ଜଣ ସହଯୋଗୀଙ୍କୁ ଏବେ ପୋଲିସ ଗିରଫ କରିଛି।
ତେବେ ଚଣ୍ଡେଶ୍ଵରରେ ଥିବା ଭଡା ଘର ଏବଂ ଯେଉଁ ଜଙ୍ଗଲରେ ସେମାନେ ଟ୍ରୋଲି ବ୍ୟାଗକୁ ଫି-ଙ୍ଗିଲେ ସେଠାକୁ ନେଇ କ୍ରାଆଇମ ସିନ୍ ରିକ୍ରିଏଟ କରାଯାଇଛି।
ଗତ କାଲି ଖୋର୍ଦ୍ଧା ନାଚୁଣୀ ନିକଟ ହରିପୂର ରୋଡ ତାରିଣୀ ମନ୍ଦିର ନିକଟରୁ ଏକ ଟ୍ରୋଲି ବ୍ୟାଗରୁ ମନୋରଞ୍ଜନ ମହାପାତ୍ରଙ୍କ ମୃ-ତ ଦେହ ମିଳି ଥିଲା। 
ସ୍ଵାମୀ ହ-ତ୍ଯା ହୋଇ ଯାଉଛି ସ୍ତ୍ରୀ ଏହି କଥା ସେତେବେଳେ ସାମ୍ନାକୁ ଆସି ଥିଲା ଯେତେବେଳେ ଟାଙ୍ଗୀ ଅଞ୍ଚଳରେ ଥିବା ଏକ ଦୋକାନର ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରି ଥିଲା।
ସେହି ସିସିଟିଭି ଫୁଟେଜରେ ମୃ-ତ ଯୁବକଙ୍କ ସ୍ତ୍ରୀ ତିନି ଜଣ ଯୁବକଙ୍କ ସହ ମିଶି ଏକ ଟ୍ରୋଲି ବ୍ୟାଗ କିଣି ଥିଲେ। ଆଉ ତାହା ଥିଲା ସେହି ଟ୍ରୋଲି ବ୍ୟାଗ ଯେଉଁ ଟ୍ରୋଲି ବ୍ୟାଗରୁ ମନୋଜ ରଞ୍ଜନଙ୍କ ମୃ-ତ ଦେହ ଉଦ୍ଧାର କରା ଯାଇଛି। 
ଯଦି ଦେଖିବା ଗତ କାଲି ନାଚୁଣୀ ପୋଲିସ ଜଙ୍ଗଲ ମଧ୍ୟରୁ ଏକ ବ୍ୟାଗ ମଧ୍ୟରେ ମନୋଜ ରଞ୍ଜନଙ୍କ ମୃ-ତ ଦେହକୁ ଉଦ୍ଧାର କରିଥିଲା। ଏହା ପରେ ବ୍ୟାଗଟି କେଉଁଠି କିଣା ଯାଇ ଥିଲା ତାକୁ ନେଇ ତଦନ୍ତ କରିବା ପରେ ଏମିତି କିଛି ଷ-ଅଡ-ଯନ୍ତ୍ର ସାମ୍ନାକୁ ଆସି ଥିଲା।
ଦର୍ଶକ ବନ୍ଧୁ ସ୍ତ୍ରୀ ନିଜ ସ୍ଵାମୀକୁ ମ-ଆରି ଯେଉଁ ଭଳି ଅଭିନୟ କରିଛି ତାହା ଦେଖି ସାରା ଓଡିଶା ବାସୀ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏବେ ସ୍ତ୍ରୀ ସହ ତିନି ଜଣ ସହଯୋଗୀକୁ ପୋଲିସ ଗିରଫ କରିଛି।