Movie prime

ମା ଆଗରେ ଝିଅକୁ ଉଠାଇନେଲେ ଏହି ଯୁବକ ଦେଖନ୍ତୁ ଏହି ଭିଡିଓ କେମିତି ଭୟଙ୍କର କାଣ୍ଡ ହେଲା

 
Viral News
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏଭଳି ଯିଛି ଘଟଣା ସଂପର୍କ ଯାହା ଆପଣଙ୍କୁ ମଧ୍ରାତ୍ରିରେ ଆଶ୍ଚର୍ଯ୍ୟ ଚକିତ କରି ପକାଇବ। ସେଭଳି ଘଟଣା ସଂପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ।
ମଧୁ ସାହୁ ନାମକ ଏକ ଯୁବକ , ଆଲଠୁ ପ୍ରଧାନ ଙ୍କ ଘର ସାମ୍ନାରେ ଖଣ୍ଡା ଧରି ଗାଳି ଗୁଲଜ କରୁଥିଲେ। ହେଲେ ଆଲଠୁ ପ୍ରଧାନଙ୍କ ସ୍ତ୍ରୀ ଧମକ ଦେଇ ଥିବାରୁ ଯୁବକ ଜଣକ ଧମକ ଦେଇଥିଲା।
ଏବଂ ତାଙ୍କୁ ଏହା ଧମକ ଦେଇଥିଲା କି ସେ ଯଦି ଅଧିକା ପାଟି କରିବେ ତେବେ ତାଙ୍କ ଝିଅ କୁ ସେ ଉଠାଇ ନେବେ ବୋଲି। ଏବଂ ସେଭଳି ହିଁ କରିଥିଲେ ମଧ୍ଯ ରାତ୍ରୀରେ ନିଜ ସାଙ୍ଗ ସହ ମିଶି ଝିଅ କୁ ଉଠାଇ ନେବାରେ ସଫଳ ହୋଇ ଥିଲେ ମଧୁ ସାହୁ।
ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ ଅନ୍ତର୍ଗତ ସର୍ଗିପାଲି ଗ୍ରାମର। ତେବେ ସୂଚନା ଅନୁସାରେ ପୂର୍ବ ରୁ ହିଁ ମଧୁ , ଆଲଠୁ ପ୍ରଧାନ ଙ୍କୁ ଏଭଳି ଧମକ ଦେଇଥିଲେ।
ଏବଂ ୨୪ ଅକ୍ଟୋବର ୨୦୨୧ ରେ ସତକୁ ସତ ଘରେ ପଶି ତାଙ୍କ ଝିଅ କୁ ତାଙ୍କ ଘରୁ ଉଠାଇ ନେଇଥିଲେ। ଏବେ ସେଠାକାର ଲୋକ ମାନେ ମଧ୍ୟ ଏହା ଅଭିଯୋଗ କରିଛନ୍ତି।
ଝିଅ ଟି ମଧ୍ୟ ଖୁବ୍ ସାନ। ଯୁବତୀ ଜଣକ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଛି।ଆଲଠୁ କହିବା ଅନୁସାରେ ମଧୁ ସାହୁ ଙ୍କ କକା ପ୍ରସନ୍ନ ସାହୁ ହୋମ ଗାର୍ଡ ଥିବା କାରଣ ରୁ ପୁତୁରା ପ୍ରତି ପୋଲିସ୍ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ।
ଏହି ଘଟଣା ପାଇଁ ମଧ୍ଯ ଲୋକ ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଓ ଏସପି ଙ୍କ ଦ୍ବାରସ୍ଥ ହୋଇ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଅଭିଯୋଗ ମଧ୍ୟ କରାଯାଇ ଅଛି।
ତେବେ ପାଖାପାଖି ଏକ ବର୍ଷ ହୋଇ ଗଲାଣି ପାରିବାର ଲୋକ ମାନଙ୍କ ପାଖରେ ଝିଅର ଖବର ନାହିଁ। ଝିଅ ଏବେ କେଉଁ ଅବସ୍ଥାରେ ଅଛି ତାକୁ ନେଇ ଚିନ୍ତିତ ଏବେ ପାରିବାର ଲୋକ ମାନେ। ତେବେ ଦେଖା ଯାଉ ଏହି ଘଟଣାର ତଦନ୍ତ କେବେ କରା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.