Movie prime
ଭାରତ ଭୂମୀରେ ବାଡେଇ ହେବ କି ଆଫ୍ରିକା ଦେଖନ୍ତୁ ଏହି ରିପୋର୍ଟ କେମିତି ଅଛି ଏବେର ପରିସ୍ଥିତି
 
Viral

ବର୍ତ୍ତମାନ ଏପରି ଏକ ଭିଡିଓ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆଫ୍ରିକା ର ଭୂମି ଭାଙ୍ଗିବାରେ ଲାଗିଛି।ଆଫ୍ରିକାର ଭୂମି ଆଫ୍ରିକା ଠାରୁ ଅଲଗା ହୋଇଯାଉଛି।

ଯେପରି ଆଜିଠୁ ୧୦ କୋଟି ବର୍ଷ ପୂର୍ବରୁ ଭାରତ ଆଫ୍ରିକାରୁ ଅଲଗା ହୋଇ ଯାଇଥିଲା।ବର୍ତ୍ତମାନ ସେହିପରି ଆଫ୍ରିକାର ଆଉ ଏକ ଭାଗ ଅଲଗା ହୋଇ ଭାରତ କୁ ଆସିବାକୁ ଯାଉଛି।ଯଦି ଏମିତି ହେବ ତାହେଲେ ଏହାର ଭୂମି ଉଚ୍ଚା ପାହାଡ ଭାବରେ ପରିବର୍ତ୍ତିତ ହୋଇଯିବ।

ବର୍ତ୍ତମାନ ଜଣାପଡୁଛି ଯେ ଆଫ୍ରିକୀୟ ଭୂମି ଭାରତକୁ ଆସିବାକୁ ଯାଉଛି କି?ଏହା ଏକ ବହୁତ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଆଖପାଖରେ ଥିବା ସ୍ଥାନରେ ନିଆଁ ବାହାରିବ।ଯେପରି ସମୟ ବିତି ଚାଲିବ ସେହିପରି ଏହି ସ୍ଥାନ ବରଫରେ ପୋତି ହୋଇଯିବ।
କିନ୍ତୁ ଆମ ପୃଥିବୀ ସହିତ ଏମିତି କଣ ପାଇଁ ହେଉଛି?ଏହାକୁ। କଣ କେହି ରୋକି ପାରିବେ ନାହିଁ।ତାହେଲେ ଭବିଷ୍ୟତ ରେ ପୃଥିବୀ ସହିତ କଣ ହେବାକୁ ଯାଉଛି।ତାହା କେହି ଜାଣି ନାହାଁନ୍ତି।
ସାଢେ଼ ଚାରି କୋଟି ବର୍ଷ ପୂର୍ବେ ସବୁ ଗ୍ରହ ପାଣିରେ ବୁଡି ହୋଇ ରହିଥିଲେ।ପୃଥିବୀ ତିଆରି ହେବାପାଇଁ କିଛି ବର୍ଷ ହୋଇଥିଲା।ତେଣୁ କିଛି କାରଣ ପାଇଁ ବହୁତ ଜୋରେ ନିଆଁ ବାହାରୁଥିବା ର ଦେଖିବାକୁ ମିଳିଥିଲା।
ଏହି ନିଆଁ ଦେଖୁ ଦେଖୁ ଜ୍ୱାଳାମୁଖୀ ପରି ହୋଇଯାଇଥିଲା।ଏଥିପାଇଁ ପାଣି ଉପରେ ଛୋଟ ଛୋଟ ଆଇ ଲ୍ୟାଣ୍ଡ ରୂପରେ ଭୂମି ହେବାର ଆରମ୍ଭ ହୋଇଯାଇଥିଲା।ଧୀରେ ଧୀରେ ଥଣ୍ଡା ହେବାକୁ ଲାଗିଲା।ଏହି କାରଣରୁ ଭୂମି ଫାଟିବକୁ ଲାଗିଲା।
ଯାହାଫଳରେ ଯେଉଁ ଛୋଟ ଛୋଟ ଭୂମି ହୋଇଥିଲା ତାହା ଏକାଠି ହେବାକୁ ଲାଗିଲେ।ଏହି ଘଟଣା କେତେ ଲକ୍ଷ ବର୍ଷ ଯାଏଁ ହେବାକୁ ଲାଗିଲା।କିନ୍ତୁ କିଛି କିଛି ଏକାଠି ହୋଇ ମଧ୍ୟ ଭାଙ୍ଗିବାକୁ ଲାଗିଲେ
କିନ୍ତୁ ବହୁତ ବର୍ଷ ପରେ ସବୁ ଭୂମି ଗୋଟିଏ ଜାଗାରେ ଏକାଠି ହେବାରେ ଲାଗିଲେ।ସବୁ ଏକାଠି ହୋଇ ରହିଥିଲେ।କିନ୍ତୁ ଧୀରେ ଧୀରେ ଅଲଗା ହେବାକୁ ଲାଗିଲେ।ଏବେ ମଧ୍ୟ ପ୍ରତି ବର୍ଷ ଅଲଗା ହେଉଛି।
ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛି ଆଫ୍ରିକାର ଏହି ଭାଗ।ଯାହାକି ଦୁଇ ଭାଗରେ ଭାଗ ହୋଇଯାଉଛି।ଏବଂ ସୂଚନା ଅନୁସାରେ ଆଫ୍ରିକୀୟ ଭୂମି ଭାରତକୁ ଆସିବାକୁ ଯାଉଛି।ବର୍ତ୍ତମାନ ଏହା ବହୁତ ବଡ଼ ପ୍ରଶ୍ନ ଉଠୁଛି।