Movie prime

ଚିନ୍ତାରେ ପଡ଼ିବ ସାରା ଦେଶ ମହଙ୍ଗା ଯୁଗ ସମ୍ମୁଖରେ ଦେଶବାସୀ ଏହି ସବୁ ଜିନିଷ ଦର ଦାମ ହେବ ଆକାଶ ଛୁଆଁ

 
Mehngai
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ବିଷୟରେ ସୂଚନା ପାଉଥିବେ । ଆଉ ସରକାରଙ୍କର ନୂଆ ନୂଆ ଯୋଜନା ସବୁ ବାହାରୁଛି । ଆଉ ଆଜିକା ଦୁନିଆରେ ସବୁ ପ୍ରକାରର ଜିନିଷର ଦରଦାମ ଯେଉଁ ଅନୁସାରେ ବୃଦ୍ଧି ପାଉଛି ତାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
ଆଉ ଆଜିଠାରୁ ଆରମ୍ଭ ହେଉଛି ସଂସଦରେ ମୌସୁମୀ ଅଧିବେଶନ । ଏହି ଅଧିବେଶନ ଅଗଷ୍ଟ ମାସ ୧୨ ତାରିଖ ଯାଏଁ ଚାଲିବ । ଦେଶର ଆଇନ୍ କାନୁନ୍ ଆଉ ସବୁକିଛି ଠିକସେ ଚାଲିବା ପାଇଁ ଏହିସବୁ ଅଧିବେଶନ ହୋଇଥାଏ । ଆଉ ସେଥିରେ ମିଟିଂ ହୋଇଥାଏ । ଦେଶର ସବୁ ପ୍ରକାର ଜିନିଷର ଦରଦାମ ବୃଦ୍ଧି କିମ୍ବା ଅନ୍ୟ କୌଣସି ପ୍ରକାରର ନୀତିନିୟମ ସ୍ଥିର କରାଯାଏ । 
ଏହି ଅଧିବେଶନରେ ସବୁ ରାଜ୍ୟ ପାଇଁ ଭଲ ନିଷ୍ପତ୍ତି ନିଆଯାଏ । ଆଉ ସବୁ ରାଜ୍ୟର ଶାସନ କର୍ତ୍ତାମାନେ ବିଲ ଦିଅନ୍ତି । ଆଉ ସବୁ ଦେଶର ଆଉ ବିଦେଶ ବିଷୟରେ କଥା ହୋଇଥାଏ । ଆଉ ସବୁ ପ୍ରକାରର ଅସୁବିଧା ଆଉ ସୁବିଧା ବାହାର କରାଯାଇଥାଏ । ଦେଶରେ କେଉଁ କେଉଁ ଦରଦାମ ବୃଦ୍ଧି ପାଇଛି କି କେଉଁ ଜିନିଷ କମିଛି ତାହାର ସବୁ ବିଲ ଏଠାରେ ଦିଆଯିବ । 
ଆଉ ଏହିସବୁ ବିଲ ମିଲିସରିବା ପରେ ସରକାର ନିଷ୍ପତ୍ତି ନେଇଥାନ୍ତି । ଆଉ କେଉଁ ଦର ବୃଦ୍ଧି ହେବ ଆଉ କମିବ ତାହାର ହିସାବ କରାଯାଏ । ଗ୍ୟାସ୍ ସିଲିଣ୍ଡର୍, ଆଉ ଅନ୍ୟାନ୍ୟ ସମସ୍ତ ପ୍ରକାରର ବ୍ୟବହାର୍ଯ୍ୟ ଆଉ ସବୁ ପ୍ରକାରର ଜିନିଷ ଉପରେ ମୂଲ୍ୟ ବଢାଯିବ ନା କମାଯିବ ତାହା ସ୍ଥିର କରାଯିବ । ଏହି ମୌସୁମୀ ଅଧିବେଶନ ହେଲେ ସବୁ ନିଷ୍ପତ୍ତି ନିଆଯାଇଥାଏ ।