Movie prime

ରାତିରେ ବା-ର ଭିତରେ ପଶିଲା ପୋଲିସ ଦେଖନ୍ତୁ କେମିତି ହେଲା ଭୟଙ୍କର କାଣ୍ଡ

 
Viral News
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।
ଆଉ ଏହି ସୋସିଆଲ ମିଡ଼ିଆ ଯୋଗୁଁ ଅନେକ ଖବର ଅର୍ଥାତ୍ ଦେଶ,ବିଦେଶ ଏବଂ ରାଜ୍ୟର ସବୁ ଜିଲ୍ଲାର ଆଉ ସବୁ ଅଞ୍ଚଳର ଖବର ବିଷୟରେ ଆମେ ଜାଣିପାରୁଛେ । ଏମିତି କିଛି ଘଟଣା ଘଟିଛି କ୍ୟାପିଟାଲ ସିଟିରେ ।
ଆଉ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳୁଛି ରାତି ଅଧରେ ଯୁବତୀମାନେ ନାଇଟ କ୍ଲବରେ ନାଚ କରୁଥିବା ବେଳେ ପୋଲିସ ଆସି ସେଠାରେ ପହଞ୍ଚିଛି ଆଉ ଏଭଳି କିଛି ପଦକ୍ଷେପ ମଧ୍ୟ ନେଇଛି ।
ଏହି ଦୃଶ୍ୟ ହେଉଛି ଗତକାଲି ରାତିର । ଆଉ ରାତିରେ କ୍ୟାପିଟାଲ ସିଟିରେ ଥିବା ନାଇଟ କ୍ଲବରେ ଚାଲିଥିଲା ନାଚ ଆଉ ଗୀତର ମହୋଲ୍ ।
ଆଉ ମଦ ଏବଂ ମାଂସ ଖାଇ ଯୁବକ ଆଉ ଯୁବତୀମାନେ ଲଗାଉଥିଲେ ଠୁମକା । ଆଉ ସେହି ସମୟରେ ସେଠାରେ ପହଞ୍ଚି ଯାଇଥିଲେ ପୋଲିସ । ଆଉ ତାପରେ ପୋଲିସ ଉପସ୍ଥିତିରେ ଏହିସବୁକୁ ବନ୍ଦ କରାଯାଇଛି ।
ଶନିବାର ରାତି ପ୍ରାୟ ୧:୪୫ ସମୟରେ ଇନଫର୍ସିଟି ଥାନା ଅଧୀନରେ ଥିବା ରେବନ୍ କ୍ଲବରେ ରୋଷେଇ ଘର ଖୋଲାଥିବାର ଦେଖିବାକୁ ପାଇଥିଲା ପୋଲିସ ।ଆଉ ଏହି ସମୟରେ ଗ୍ରାହକମାନେ ବାର ଭିତରେ ଥିଲେ ।
ପରବର୍ତ୍ତୀ ସମୟରେ ଇନଫର୍ସିଟି ଥାନା ଅନ୍ତର୍ଗତ ହୋଟେଲ ଜୁରିସରେ ମଧ୍ୟ ଯୁବକ ଆଉ ଯୁବତୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ନାଚ କରୁଥିଲେ । ଡ୍ୟାନ୍ସ ଫ୍ଲୋର ଓ ବାରରେ ୧୦୦ ରୁ ଅଧିକ ଗ୍ରାହକ ଉପଭୋଗ କରୁଥିଲେ ।
ଆଉ ଯୁବତୀ ମାନେ ମଧ୍ୟ ଥିଲେ ଆଉ କର୍ମଚାରୀମାନେ ମଧ୍ୟ ତାଙ୍କୁ ଖାଦ୍ୟ ଆଉ ପାନୀୟ ପରିବେଷଣ କରୁଥିଲେ । ଆଉ ଏହି ସମୟରେ ସେଠାରେ ପୋଲିସ ପହଞ୍ଚି ଏହିସବୁ ବନ୍ଦ୍ କରିଥିଲା । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।