Movie prime

ଖୋଲିଲା ସବୁ ଗୁମର ଶେଷରେ ବିଧବା ମହିଳାଙ୍କୁ ୨ ସପ୍ତାହ ଗଣ ଦୁ-ଷ୍କ-ର୍ମ

 
Viral News

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ବଡ଼ ଅଜବ ଅଜବ ଘଟଣା ସାମ୍ନା କୁ ଆସିବାରେ ଲାଗିଛି। ଯାହାକି ହେଉଛି ଆମ ମାନଙ୍କର କଲ୍ପନା ବାହାରେ।

ଏଭଳି କିଛି ଘଟଣା ସଂପର୍କ ରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରାଇ ଦେବ। ଜଣେ ବିଧବା ମହିଳା ଅଭିଯୋଗ ଆଣିଛନ୍ତି କି ତାଙ୍କୁ ଦୁଇ ସପ୍ତାହ ଧରି ଦୁ-ଷ୍କ-ର୍ମ କରାଯାଇ ଅଛି।

ଏହି ବିଧବା ମହିଳା ଜଣକ ଏକ ଚାରି ଟେବୁଲ୍ ଟ୍ରଷ୍ଟ ନାମରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି ଯେତେବେଳ ସେହି ଟ୍ରଷ୍ଟ ର ମାଲିକ କୌଣସି କାର୍ଯ୍ୟ ପାଇଁ ବାହାରକୁ ଯାଇଥିଲେ ସେହି ସମୟରେ ସେ ତାଙ୍କ ସଂସ୍ଥାର ତଦାରଖ କରିବା ପାଇଁ ଏକ ବ୍ୟକ୍ତି ଙ୍କୁ ରଖିଥିଲେ।
ହେଲେ ସେହି ବ୍ୟକ୍ତି ଜଣକ ବିଧବା ମହିଳା ଜଣକୁ ଦୁଇ ସପ୍ତାହ ଧରି ଦୁ-ଷ୍କ-ର୍ମ କରି ଚାଲିଥିଲେ।
ହେଲେ ମାଲିକ ଯେତେବେଳ ସେଠାକୁ ଫେରିଥିଲେ ସେତେବେଳେ ମହିଳା ଜଣକ ଥାନରେ ଅଭିଯୋଗ ମଧ୍ୟ କରି ସାରିଥିଲେ। ହେଲେ ମାଲିକ ଜଣକ ସେ ଏହି ସମ୍ପର୍କ ରେ କ୍ୟାମେରା ସାମ୍ନାରେ କିଛି କହିବେ ନାହିଁ ବୋଲି ସଂପୂର୍ଣ୍ଣ ଭାବରେ ମନା ମଧ୍ଯ କରି ଦେଇଛନ୍ତି।
ଏବଂ ସେ କହିଛନ୍ତି ଯାହା କହିବା କଥା ସେ ଏସିପି ଓ କୋର୍ଟ ରେ କହି ସାରିଛନ୍ତି। ତେଣୁ ଯାହା ବୁଝିବା କଥା ସେମାନଙ୍କ ନିକଟରୁ ବୁଝି ନେବାକୁ ଅନୁରୋଧ ମଧ୍ୟ କରିଛନ୍ତି।
ସେହି ଅଭିଯୁକ୍ତ ଙ୍କ ନାମ ଅରୁଣ ହୋଇଥିବା ବେଳେ ମାଲିକ ଜଣକ କହିଛନ୍ତି କି ସେ ତାଙ୍କୁ ଜାଣି ମଧ୍ୟ ନାହାଁନ୍ତି। ତାଙ୍କ ସମ୍ପର୍କରେ ଥାନାରୁ ବୁଝି ନେବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି।
ଏହାପରେ ବାଧ୍ୟ କରିବାରୁ ସେ କହିଥିଲେ କି ସେ ତାଙ୍କ ଚାରି ଟେବୁଲ୍ ଟ୍ରଷ୍ଟ ର ଜଣେ ମେମ୍ବର ଥିଲେ। ହେଲେ ଏହାପରେ ସେହି ମାଲିକ ଜଣକ ସେ ସଂପର୍କରେ କିଛି କହିବା ପାଇଁ ଅରାଜି ପ୍ରକାଶ କରିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.