Movie prime

Prakruti Mishra ଙ୍କୁ ଆକ୍ଷେପ କରି କହିଲେ ଯାତ୍ରା ଅଭିନେତ୍ରୀ ଏମିତି କଥା ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ ୪ ଜଣଙ୍କୁ ......

 
Viral news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ବିଷୟରେ ସୂଚନା ପାଉଥିବେ । ଆଉ ଏହି ସଂସାରରେ ଏମିତି କିଛି ଘଟଣା ଘଟୁଛି ଯାହା ଆମେ ସୋସିଆଲ ମିଡ଼ିଆ ସାହାଯ୍ୟରେ ପାଉଛେ । ଆଉ ଏବେ ତ ଆପଣମାନେ ସମସ୍ତେ ଶୁଣିଥିବେ ଯେଉଁ ଘଟଣା ଏବେ ଓଲିଉଡକୁ ନେଇ ଆସିଛି । ଆଉ ଏହି ଘଟଣା ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । 
ଆଉ ଏହି ସମ୍ପର୍କରେ ବା ଏହି ବାବୁଶାନ୍ ଆଉ ପ୍ରକୃତି ମିଶ୍ରଙ୍କ ଘଟଣାକୁ ନେଇ ସୋସିଆଲ ମିଡ଼ିଆ ଏବେ ପଡୁଛି ଉଠୁଛି । ଆଉ ଏହି ଘଟଣାକୁ ନେଇ ବାବୁଶାନ, ତାଙ୍କ ବାପା, ତାଙ୍କ ମାଆ, ତାଙ୍କ ସ୍ତ୍ରେ ଆଉ ପ୍ରକୃତି ମିଶ୍ର ଏବଂ ତାଙ୍କ ପରିବାର, ଯାତ୍ରା ଜଗତର କଳାକାର ଆଉ ଅଭିନେତ୍ରୀମାନେ ପ୍ରତିକ୍ରିୟା ରଖିଛନ୍ତି । ଏବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଯାତ୍ରା ଜଗତର ଅଭିନେତ୍ରୀ ରାଗିଣୀ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି, ପ୍ରକୃତି ମିଶ୍ର ଆଉ ବାବୁଶାନ୍ ଜଣେ ଜଣେ ଭଲ କଳାକାର । ଆଉ ମୁଁ ବାବୁଶାନ୍ ଫିଲ୍ମ୍ ବହୁତ ଦେଖେ ଆଉ ମୋତେ ଭଲଲାଗେ । ଆଉ ଏସବୁ କାମ ଯାହାସବୁ ପ୍ରକୃତି କରୁଛନ୍ତି କଣ ଠିକ୍ । ସେ କହିଲେ ଚାରି ଚାରି ଜଣଙ୍କୁ ପୋଷିବେ କଣ ଏହି ଛୋଟ ଛୋଟ ଡ୍ରେସ୍ ପିନ୍ଧି । ସେ ଏମିତି ସବୁ କାମ କରୁଛନ୍ତି ତାଙ୍କୁ ଲାଜ ଲାଗୁନି । ଛି ଛି ଏମିତି ସବୁ କାମ କରନ୍ତି । 
ଆଉ ପ୍ରକୃତିର ବାପା ମାଆଙ୍କ ମୁହଁକୁ ବି ଲାଜ ନାହିଁ ପୋଲିସ ଷ୍ଟେସନରେ ଯାଇକି ଅଭିଯୋଗ ବା କେସ କରୁଛନ୍ତି । ପ୍ରକୃତି ମିଶ୍ରଙ୍କୁ ତୃପ୍ତି କେବଳ ବାଡେଇଲେ ମୁଁ ହେଇଥିଲେ ଝାଡୁରେ ମାରିଥାଆନ୍ତି । ଆଉ ପ୍ରକୃତି ମିଶ୍ର ମୁହଁକୁ ବି ଲାଜ ନାହିଁ ସେ ଗୋଟେ ସ୍ୱାମୀକୁ ତାର ସ୍ତ୍ରୀ ଆଉ ଛୁଆ ଠାରୁ ଅଲଗା କରୁଛି । ପ୍ରକୃତି ମିଶ୍ର ସୁଧୁରି ଯାଅ ଆଉ ବାବୁଶାନକୁ ଛାଡ଼ି ଖୁସିରେ ରୁହ କାହାର ପରିବାର କାହିଁକି ଭାଙ୍ଗୁଛ ।