Movie prime

ଆଜିଠାରୁ ଭୋଟର ଆଧାର ସଂଯୋଗ ଆସିଲା ଜରୁରୀ ସୂଚନା ଦେଖନ୍ତୁ କେମିତି କରିବେ ଆବେଦନ

 
Special Report
ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ବର୍ତ୍ତମାନ ଠାରୁ ଭୋଟର କାର୍ଡ ରେ ଆଧାର ନମ୍ବର ସଂଯୋଗିକରଣ।ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ନିର୍ବାଚନ ପକ୍ଷରୁ ସୂଚନା ଦିଆଯାଇଛି।ଏହା କେବଳ ଅଫ୍ ଲାଇନ୍ ରେ ହେବ ତା ନୁହେଁ ଆପଣମାନେ ଏହାକୁ ଅନଲାଇନ୍ ରେ ମଧ୍ୟ ଆବେଦନ କରିପାରିବେ।ଭୋଟର ତାଲିକା ସହିତ ଆଧାର ସଂଯୋଗ କରାଯିବ ବୋଲି କୁହାଯାଇଛି।
ବର୍ତ୍ତମାନ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି।କେନ୍ଦ୍ର ସରକାର ଙ୍କ ଆଇନ୍ ଏବଂ ବିଚାର ବିଭାଗୀୟ ମନ୍ତ୍ରଣାଳୟ ଦ୍ଵାରା ଲୋକ ପ୍ରତିନିଧି ଆଇନ ୧୯୫୦- ଏବଂ ୧୯୫୧ ର ପରିବର୍ତନ ପର୍ଯ୍ୟାୟରେ ଭୋଟର ତାଲିକାରେ କେତେ ଗୁଡିଏ ସଂଶୋଧନ କରାଯାଇଛି। ତେଣୁ ବର୍ତ୍ତମାନ ଠାରୁ ଏହାକୁ ଲାଗୁ କରାଯାଇଛି। ଭୋଟର ମାନେ ଅନଲାଇନ୍ ରେ ମୁଖ୍ୟ ନିର୍ବାଚନ ଅଧିକାରୀ ରେ ଆଧାର ନମ୍ବର ସଂଯୋଗ କରିପାରିବେ।
ଏହା ନାମ ପଞ୍ଜିକରଣ ପାଇଁ ଥିବା ଫର୍ମରେ ସଂଶୋଧନ କରାଯାଇଛି।ଆଧାର ସଂଯୋଗିକରଣ ପାଇଁ ଫର୍ମ ନମ୍ବର ୬ ଖ ରେ ଆବେଦନ କରିପାରିବେ।ବର୍ତ୍ତମାନ ଏହା ସବୁଠାରୁ ବଡ଼ ଖବର।ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ଖବର ଶୁଣିବା ପରେ ଲୋକମାନେ ଆଧାର ସଂଯୋଗିକରଣ କରିବା ପାଇଁ ଲାଗି ପଡିଛନ୍ତି।ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଆପଣମାନେ ଏହାକୁ କେବଳ ଅଫ୍ ଲାଇନ୍ ରେ ହେବ ତା ନୁହେଁ ଆପଣମାନେ ଏହାକୁ ଅନଲାଇନ୍ ରେ ମଧ୍ୟ ଆବେଦନ କରିପାରିବେ।ଯେଉଁ ମାନଙ୍କର ଅନଲାଇନ୍ ରେ ସୁବିଧା ରହିଛି ସେମାନେ କରି ପାରିବେ।ବର୍ତ୍ତମାନ ସମସ୍ତେ ଭୋଟର କାର୍ଡ ରେ ଆଧାର ନମ୍ବର ସଂଯୋଗିକରଣ କରିବା ପାଇଁ ଲାଗି ପଡିଛନ୍ତି।ହିତାଧିକାରୀ ମାନେ ଭୋଟର ସହିତ ସଂଯୋଗ କରିପାରିବେ।ଭୋଟର ଙ୍କ ଠାରୁ ତଥ୍ୟ ସଂଗ୍ରହ କରିବେ ବୁଥ ସ୍ତରୀୟ ଅଧିକାରୀ।