Movie prime

ଆହୁରି ପ୍ରବଳ ବର୍ଷା ସମ୍ଭାବନା ଏହି ଜିଲ୍ଲା ମାନଙ୍କୁ ମିଳିଲା ସତର୍କ ସୂଚନା ଦେଖନ୍ତୁ କେଉଁ କେଉଁ ଜିଲ୍ଲା ସତର୍କ ରହିବା ନିହାତି ଜରୁରୀ Weather

 
Weather
ଓଡ଼ିଶା ଉପରେ ସକ୍ରିୟ ଘୂର୍ଣି ବଳୟ।କନ୍ଧମାଳ କଳାହାଣ୍ଡି, ବୌଦ୍ଧ ଆଉ ସୋନପୁର ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଭୂସ୍ଖଳନ ଆଉ ଜଳବନ୍ଦୀ ସ୍ଥିତି ପାଇଁ ସତର୍କତା ଦିଆଯାଇଛି।
ସେପଟେ ସୁନ୍ଦରଗଡ଼,ଝାରସୁଗୁଡ଼ା ଓ ବରଗଡ଼ରେ ବର୍ଷା ହେବାର ସମ୍ଭାବନା ରହିଛି।ରାଜ୍ୟରେ ପ୍ରବଳ ବର୍ଷା ନେଇ ଆକଳନ କରୁଛି ପାଣିପାଗ ବିଭାଗ।ପାହାଡି ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି।
ତଳିଆ ଅଞ୍ଚଳରେ ଜଳବନ୍ଦୀ ହେବାର ସମ୍ଭାବନା ରହିଛି।କୋରାପୁଟ ନବରଙ୍ଗପୁର ସମ୍ବଲପୁର ବରଗଡ଼,ନୂଆପଡ଼ା,ବଲାଙ୍ଗୀର,ଅନୁଗୁଳ,ଢେଙ୍କାନାଳ କଟକ,ଯାଜପୁର,କେନ୍ଦ୍ରାପଡ଼ା,ଜଗତସିଂହପୁର,ପୁରୀ,ଖୋର୍ଦ୍ଧା,ଗଜପତି,ରାୟଗଡ଼ା ପ୍ରବଳ ବର୍ଷା ପାଇଁ ୟେଲୋ ୱର୍ଣିଂ ଦିଆଯାଇଛି।
ଆଜି ଦିନ ତମାମ ସୁନ୍ଦରଗଡ଼,ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଲୋକମାନଙ୍କୁ ଏଥିପାଇଁ ବହୁତ ଅସୁବିଧା ହେଉଛି।ଯିବା ଆସିବା କରିବା ପାଇଁ ମଧ୍ୟ ବହୁତ ଅସୁବିଧା ହେଉଛି।ଭିଡିଓ ମାଧ୍ୟମରେ ଦେଖିବାକୁ ମିଳୁଛି।
ବହୁତ ଜୋରେ ନୂଆପଡ଼ା ବଲାଙ୍ଗୀର ଅନୁଗୁଳ,ଢେଙ୍କାନାଳ କଟକ,ଯାଜପୁର,କେନ୍ଦ୍ରାପଡ଼ା ରେ ବର୍ଷା ହେବାର ସମ୍ଭାବନା ରହିଛି।ପାଣିପାଗ ବିଭାଗ ଏଥିପାଇଁ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ଜଣାଇଛନ୍ତି।
ବର୍ତ୍ତମାନ ଏପରି ବର୍ଷା ହେଉଛି ଯେ କେଉଁଆଡ଼େ କିଏ ଯାଇ ପାରୁ ନାହାନ୍ତି ବୋଲି କହିଛନ୍ତି।ଯେଉଁ ମାନେ ତଳିଆ ଅଞ୍ଚଳରେ ରହୁଛନ୍ତି ସେମାନେ ବହୁତ ଅସୁବିଧା ରେ ବାସ କରୁଛନ୍ତି।
ସେଠାରେ ଜଳବନ୍ଦୀ ହେବାର ସମ୍ଭାବନା ମଧ୍ୟ ପ୍ରବଳ ରହିଛି।ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ରେଡ୍ ୱର୍ଣିଂ,ୟେଲୋ ୱର୍ଣିଂ ଦିଆଯାଉଛି।ସମସ୍ତେ କିପରି ସୁରକ୍ଷିତ ରହିବେ ସେଥିପାଇଁ ମଧ୍ୟ ପ୍ରୟାସ କରାଯାଇଛି।