Movie prime

ଦେଖିବାକୁ ମିଳୁଛି ଭୟଙ୍କର ଘଟଣା ଲୋକଙ୍କ ମତରେ ଆଉ ଗାଁ ଗାଁ ହୋଇ ନାହିଁ ପାଲଟି ଗଲାଣି ଅଭିଶପ୍ତ ଗାଁ ଦେଖନ୍ତୁ Exclusive

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିର ଜୁଗ ପରିବର୍ତ୍ତନ ଶିଳ ବିଜ୍ଞାନ ର ମଧ୍ଯ ଅଗ୍ରଗତି ଘଟିଲାଣି ମାତ୍ର ଏବେ ମଧ୍ୟ ଲୋକ ମାନେ ଗୁଣି ଗରଡି ଉପରେ ବିଶ୍ବାସ ରଖିଛନ୍ତି। ଆଜି ମଧ୍ୟ କେଉଁଠି ନା କେଉଁଠି ଲୋକ ମାନେ ଅନ୍ଧ ବିଶ୍ଵାସ କୁ ବିଶ୍ବାସ କରି ବଞ୍ଚି ଆସୁ ଛନ୍ତି । ତାଙ୍କ ମତରେ ଗୁଣି ଗାରେଡ଼ି ବୋଲି କିଛି ଅଛି ଯାହା କରିବା ଦ୍ବାରା ନକାରାତ୍ମକ ଭାବନା ସୃଷ୍ଠି ହୋଇଥାଏ ବୋଲି। ହେଲେ ଏବେ ମଧ୍ୟ ଲୋକ ମାନେ ଏକ ସାପ କାମୁଡ଼ିଲେ ଡାକ୍ତର ଖାନା ଯିବା ବଦଳ ରେ ସେମାନେ ଗୁଣିଆ ନିକଟକୁ ଯିବାକୁ ପଶନ୍ଦ କରିଥାଆନ୍ତି।
ଆଜ୍ଞା ହଁ ଏହି ଗୁଣି ଗାରେଡ଼ି ସନ୍ଦେହ ରେ ମଧ୍ଯ ଅନେକ ଲୋକ ମାନେ ସେମାନଙ୍କ ପ୍ରାଣ ମଧ୍ଯ ହରାଇ ବସିଛନ୍ତି। ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀ ପୁର ବ୍ଲକ୍ ତୁଡୁକାମହଲା ପଞ୍ଚାୟତ ତିଦିଗୁଡ଼ା ଗ୍ରାମରେ ଉକ୍ତ ଗ୍ରାମର ଦଇ ମାଝୀ ଓ ତାଙ୍କ ସ୍ତ୍ରୀ ଦୁଇ ପୁଅ ଙ୍କୁ ଧରି ସୋଇଥିବା ସମୟରେ। ମଧ୍ୟ ରାତ୍ରରେ ତାଙ୍କ ଘର କବାଟ ଆସି ବାଡେଇ ବାକୁ ଲାଗିଥିଲେ ଗ୍ରାମ ବାସୀ ମାନେ।
ଏହି ପରି ରାତି ଅଧରେ କବାଟ ବାଡଉ ଥିବା ଶୁଣି ସେମାନେ ସମସ୍ତେ ଭୟଭୀତ ହୋଇ ଯାଇଥିଲେ ଓ ଏହା ପରେ ସେମାନେ ଘରେ ଧସେଇ ପଶି ଦୁଇ ପୁଅ ଓ ବାପା ଙ୍କୁ ବାନ୍ଧି ପକାଇ ଥିଲେ ଏବଂ ତାହା ପରେ ସେମାନଙ୍କୁ ଖୁବ ମାଡ଼ ମଧ୍ଯ ମାରିଥିଲେ ଏହାପରେ ଦୁଇ ପୁଅ ଖସି ପକାଇ ଯାଇଥିଲେ ହେଲେ ବାପା ଦାଇ ମଝି ସେଠାରୁ ଖସି ଯାଇ ପରି ନଥିଲେ।
ଏହାପରେ ଗୁଣି ଗାରେଡ଼ି ସନ୍ଦେହରେ ସେହି ବୃଦ୍ଧ ବ୍ୟକ୍ତି ଜଣଙ୍କୁ ଏଭଳି ମାଡ଼ ମାରିଥିଲେ ଯେ ଶେଷରେ ସେହି ଦଇ ମାଝି ଙ୍କ ମୃ-ତ୍ୟୁ ଘଟିଥିଲା। ଏହାପରେ ସେଠାରୁ ଗ୍ରାମ ବାସୀ ମାନେ ପଳାଇ ଯାଇଥିଲେ ତେବେ ଏହି ଗୁଣି ଗାରେଡ଼ି ସନ୍ଦେହ ରେ ଏକ ନିରୀହ ଲୋକର ଜୀବନ ନେବା ପାଇଁ ମଧ୍ୟ ପଛାଇ ନଥିଲେ ଗ୍ରାମ ବାସୀ ମାନେ।