Movie prime

ନିଶା ଦେଲେ କଂଗ୍ରେସ କୁ ବହୁତ୍ ବଡ଼ ଅଭିଶାପ.. ମତେ ଅପମାନ ଦେଇଛ, କୁକୁର ଭଳିଆ ହାରିବ..

 
Gg
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ବିବାଦୀୟ ଯାତ୍ରା ଅଭିନେତ୍ରୀ ନିଶା ମହାରଣା ଙ୍କୁ ଭଲ ଭାବେ ଜାଣି ଥିବେ।ସବୁବେଳେ ଗଣ ମାଧ୍ୟମ ଆଗରେ ବିବାଦୀୟ ମନ୍ତବ୍ୟ ଦେଇ ସେ ଚର୍ଚ୍ଚା କୁ ଆସି ଥାଆନ୍ତି।ଆଜି ପୁଣି ଥରେ ଆମେ ସେହି ଅଭିନେତ୍ରୀ ନିଶା ମହାରଣା ଙ୍କ ବିଷୟ ରେ କହିବାକୁ ଯାଉଛୁ।
ଗତ କାଲି ସେ ମହିଳା ଥାନା ସମ୍ମୁଖ ରେ ଗଣ ମାଧ୍ୟମ କୁ ଏକ ସାକ୍ଷାତକାର ଦେଇ ଥିଲେ।ଏଥିରେ ସେ କଂଗ୍ରେସ ନେତ୍ରୀ ସୁଭଦ୍ରା ଙ୍କ ବିରୋଧ ରେ ଥାନା ରେ ଅଭିଯୋଗ କରିଛନ୍ତି ବୋଲି କହି ଥିଲେ।ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
Hh
ସୂଚନା ଅନୁସାରେ ଏହି କିଛି ଦିନ ତଳେ ସାରା ରାଜ୍ୟରେ ହୋଲି ଉତ୍ସବ ଖୁବ୍ ଧୁମଧାମରେ ରେ ପାଳିତ ହୋଇ ଥିଲା।ନିଶା ମହାରଣା କଂଗ୍ରେସ ଭବନ କୁ ଯାଇ ସେଠାରେ କଂଗ୍ରେସ ନେତା ସୁର ରାଉତରାୟ ଙ୍କୁ ରଙ୍ଗ ଲଗାଇ ଥିଲେ।
ଏହା ପରେ ତାକୁ ନେଇ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉ ଥିଲା।ତେବେ କଂଗ୍ରେସ ର ଅନ୍ୟ ତମ ନେତ୍ରୀ ସୁଭଦ୍ରା ନିଶା ମହାରଣା ଙ୍କୁ ଜଣେ ଚରିତ୍ରହିନା ମହିଳା ବୋଲି କହିଥିଲେ।ନିଶା ମହାରଣା ଙ୍କ ଜାତି କୁ ଆକ୍ଷେପ କରି ବହୁତ କିଛି କଥା କହିଥିଲେ।
ଏହା ପରେ ନିଶା ମହାରଣା ବହୁତ ରାଗୀ ଯାଇ ଥିଲେ।ସୁଭଦ୍ରା ଙ୍କ ବିରୋଧ ରେ ସେ ମହିଳା ଥାନା ରେ ଅଭିଯୋଗ କରି ଥିଲେ।ଏହା ପରେ ଗଣ ମାଧ୍ୟମ ଆଗରେ ସାକ୍ଷାତକାର ଦେବା ସମୟ ରେ ସେ କହିଥିଲେ କି ସେ ସୁଭଦ୍ରା କୁ ଜମା ବି ଛାଡ଼ିବେ ନାହିଁ।
Bb
ଏହାର ପ୍ରତିଶୋଧ ମୁଁ ନିଶ୍ଚିତ ନେବି।ସେ ମୋ ଜାତି କୁ ନେଇ ଏଭଳି କିଛି କହିଛି ଯାହାକୁ ମୁଁ କେବେ ବି ସହି ପାରିବି ନାହି।ଏହାର ଜବାବ ମୁଁ ଦେବି।ମୁଁ ସେଠାକୁ କେବଳ ସୁର ଭାଇ ଙ୍କୁ ରଙ୍ଗ କରିବାକୁ ଯାଇ ଥିଲି।
ସେ ମହିଳା ଙ୍କ ର ଏଭଳି ମୋତେ କହିବା କେବେ ବି ଠିକ୍ ହୋଇ ନାହିଁ।ସାମାନ୍ୟ ଗୋଟିଏ ଦଳ ର ନେତ୍ରୀ ସେ।ମୋ ଅଭିଶାପ କଂଗ୍ରେସ ଦଳ ଉପରେ ନିଶ୍ଚିତ ରୂପେ ପଡ଼ିବ।ଦଳ କେବେ ବି ବିଜୟ ହାସଲ କରି ପାରିବ ନାହି।
ନିଶା ମହାରଣା ଙ୍କ ଏଭଳି କଥା କୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ତେବେ ଆଗକୁ ଦେଖିବାକୁ ବାକି ରହିଲା ଏହି କଥା ର କେବେ ସମାଧାନ ହେଉଚି।