Movie prime

ସଲମାନ ଖାନଙ୍କ ଘର ଆଗରେ ଫୁଟିଲା ଗୁ-ଳି ଦେଖନ୍ତୁ ଆସିଲା ବଡ। ଖବର ଜୀବନ ପ୍ରତି ଅଛି କି ବିପଦ !!

 
Yu
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ବଲିଉଡ ଜଗତର ଅଭିନେତାଙ୍କୁ ଜାଣିଥିବେ ।
ଅଭିନେତା ସଲମାନ୍ ଖାନଙ୍କୁ କିଏ ବା ନ ଜାଣିଛି । ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଏହି ଅଭିନେତା ଜଣଙ୍କୁ ନେଇ ଏବେ କିଛି ଖବର ଆସିଛି । ଆଉ ଏହି ଖବର ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । 
Hh
ଅଭିନେତା ସଲମାନ୍ ଖାନଙ୍କୁ ଏବେ ଟାର୍ଗେଟ କରାଯାଇଥିବା ଖବର ଆସିଛି । ଅଭିନେତା ସଲମାନ୍ ଖାନଙ୍କୁ ଟାର୍ଗେଟ କରି ଘର ଆଗରେ ଗୁଳି ମାଡ଼ କରାଯାଇଛି । ଏବେ ଅଭିନେତା ସଲମାନ୍ ତାଙ୍କ ଘରୁ ବାହାରିବା ପାଇଁ ବିପଦ ହୋଇଛି ।
ତାଙ୍କ ଘର ଆଗକୁ ଦୁର୍ବୃତ୍ତମାନେ ଆସିଲେ ଆଉ ଗୁଳି ମାଡ କରି ଚାଲିଗଲେ । ଏବେ ଏହି ଖବର ମୁମ୍ବାଇରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ଆପଣମାନେ ଏହା ଶୁଣିଲେ ମଧ୍ୟ ଅନେକ କଥା ଭାବିବେ ।
ଦୁର୍ବୃତ୍ତମାନେ ଆସିଲେ ଆଉ ସେମାନେ ଅଭିନେତା ଅଭିନେତା ସଲମାନ୍ ଖାନଙ୍କ ଘର ଆଗରେ ତିନି ରାଉଣ୍ଡ ଗୁଳି ମାଡ କରିଲେ । ଗୁଳି ଶବ୍ଦ ହେବାରୁ ସମସ୍ତଙ୍କର ନିଦ ଭାଙ୍ଗି ଗଲା । ଭୋରୁ ଭୋରୁ ଦୁର୍ବୃତ୍ତମାନେ ଗୁଳି ଫୁଟାଇ ଚାଲି ଯାଇଛନ୍ତି ।
Hh
କିଏ ଏହି ଦୁର୍ବୃତ୍ତ ଆଉ କାହିଁକି ଏଭଳି କାମ କରିଲେ ଏହାକୁ ନେଇ ଅନେକ ପ୍ରଶ୍ନ ଆସୁଥିବା ବେଳେ ଏହାର ଉତ୍ତର ମିଳି ନାହିଁ । ଏପ୍ରିଲ ୧୪ ତାରିଖରେ ମୁମ୍ବାଇ ସ୍ଥିତ ସଲମାନ୍ ଖାନଙ୍କ ବାସ ଭବନରେ ଏଭଳି କିଛି ଘଟଣା ଘଟିଥିଲା ।
ଏକ ବାଇକରେ ଆସି ଦୁର୍ବୃତ୍ତ ଗୁଳି ଫୁଟାଇ ଥିଲେ । ଗୁଳି ଶବ୍ଦ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସଲମାନ୍ ଖାନଙ୍କ ଦେହ ରକ୍ଷୀମାନେ ବାହାରକୁ ଆସି ଦେଖିଲା ବେଳକୁ ବାହାରେ କିଛି ନାହିଁ କି କେହି ନାହାନ୍ତି । ଏବେ ସଲମାନଙ୍କ ଘର ଆଗରେ ପୋଲିସଙ୍କୁ ମୁତୟନ କରାଯାଇଛି ।
ସିସିଟିଭି ଦେଖି ବାନ୍ଦ୍ରା ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି । ଏନେଇ ଥାନାରେ ଅଭିଯୋଗ କରାଯାଇଛି । ଏହା ପୂର୍ବରୁ ଅନେକ ସଲମାନ ଖାନଙ୍କୁ ମାରିବା ଧମକ ଦେଇଥିଲେ । ଏବେ ପୋଲିସ ତାଙ୍କୁ ସୁରକ୍ଷା ଦେଉଛି ।