Movie prime

ବର୍ଷା ଙ୍କୁ ଦେଖିବାକୁ ବଡ଼ଚଣା ରେ ପ୍ରବଳ ଭିଡ଼..ନିର୍ବାଚନ ଜିତିଲା ପରେ ଜିଲ୍ଲା ରେ ଦେଖା ଦର୍ଶନ ମିଳିବ ତି??

 
Uu
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ରାଜନୀତି ରେ ଯୋଗ ଦେଇ ସାରିଛନ୍ତି। ସେ ବଡଚଣା ରୁ ବିଧାୟକ ପ୍ରାର୍ଥୀ ଭାବରେ ଛିଡ଼ା ହୋଇ ଯାଇଛନ୍ତି।
ସେଥିପାଇଁ ଏବେ ମଧ୍ୟ ବର୍ଷା ପ୍ରିୟଦର୍ଶିନୀ ବଡ଼ଚଣା ରୁ ଜୋରଦାର ଭାବରେ ପ୍ରଚାର ମଧ୍ୟ ଆରମ୍ଭ କରି ସାରିଛନ୍ତି। ଆଉ ତାଙ୍କର ବଡ଼ଚଣା ରେ ମଧ୍ୟ ପ୍ରଚାର ଆହୁରି ଜୋରଦାର ହେବାକୁ ଯାଉଛି କାରଣ ତାଙ୍କର କାର୍ଯ୍ୟାଳୟ ଉଦ୍ଘାଟିତ ହୋଇ ସାରିଛି।
Bb
ସେହି କାର୍ଯ୍ୟାଳୟରେ ବର୍ଷା ପ୍ରିୟଦର୍ଶିନୀ ତାଙ୍କର ସମର୍ଥକ ଓ ବଡଚଣା ବାସୀ ମାନଙ୍କୁ ନେଇ ଲଢ଼ିବାକୁ ଯାଉଛନ୍ତି ନିର୍ବାଚନ। ବିଜୁ ଜନତା ଦଳର କାର୍ଯ୍ୟାଳୟ ଏବେ ବଡ଼ଚଣା ଠାରେ ଖୋଲି ଯାଇଛି।
ଆଉ ଏହା ଦେଖିବାକୁ ମିଳିଛି କି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ହସି ହସି ସମସ୍ତଙ୍କୁ ମଧ୍ୟ ସ୍ବାଗତ କରିଛନ୍ତି। ବିଜୁ ଜନତା ଦଳ ଓ ବଡଚଣା ର ଲୋକ ମାନଙ୍କ ନିକଟରେ ସେ ଚିର ରୁଣୀ ବୋଲି ମଧ୍ୟ କହିଥିଲେ। କାରଣ ସେମାନେ ତାଙ୍କୁ ଖୁବ୍ ସମର୍ଥନ କରିଛନ୍ତି।
ସେ ଏଭଳି ମଧ୍ୟ କହିଥିଲେ କି ନିର୍ବାଚନ ସେ ଲଢ଼ୁ ନାହାଁନ୍ତି ବରଂ ଏହି ନିର୍ବାଚନକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ହିଁ ଲଢ଼ୁ ଥିବା କଥା କହିଥିଲେ। ବର୍ଷା ଯେଉଁ ଆଡ଼କୁ ମଧ୍ଯ ଯାଉଛନ୍ତି ତାଙ୍କ ପଛରେ ଜନ ସମୂଦ୍ର ମଧ୍ୟ ଦେଖିବାକୁ ମିଳୁଛି।
Hh
ବର୍ଷା ଙ୍କ ହସହସ ମୁହଁ ଓ ହସହସ କଥା ମଧ୍ୟ ସମସ୍ତଙ୍କ ମନ ଜିତି ନେଉଛି ବୋଲି ଜଣା ପଡ଼ୁଛି। ମାଆ ମାଉସୀ ଙ୍କ ଠାରୁ ଆରମ୍ଭ କରି ଭାଉଜ ,ଭାଇ ଓ ସାନଭାଇ ଏବଂ ସମସ୍ତେ ଛିଡ଼ା ହୋଇଛନ୍ତି ବର୍ଷାଙ୍କ ସହ।
ବର୍ଷାଙ୍କ ବଡ଼ଚଣା ଆଗମନକୁ ନେଇ ସମସ୍ତେ ଏବେ ଉତ୍ସାହ ସହିତ ତାଙ୍କ ସହିତ ଲାଗି ପଡିଛନ୍ତି ଏବଂ ପ୍ରଚାର କାମ ମଧ୍ୟ ଯୋରସୋର୍ ରେ ମାଡି ଚାଲିଛି। ବର୍ଷା ଏବେ ନିଜର ବରିଷ୍ଠ ନେତା ମାନଙ୍କ ସହ
ହାତରେ ହାତ ମିଶାଇ ତାଙ୍କର ନିର୍ବାଚନୀ କାର୍ଯ୍ୟ ସମ୍ପାଦନ କରିବେ। ଆଉ ଏବେ ଏହା ତାଙ୍କ ପାଇଁ ରହିବ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ମଧ୍ୟ ଖୁବ ଚର୍ଚ୍ଚା ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.