Movie prime

ପଣା ସଂକ୍ରାନ୍ତି ରେ ଘଟିଲା ବହୁତ୍ ବଡ଼ ସଡ଼କ ଦୁ-ର୍ଘ-ଟ-ଣା..କଥା କହୁ କହୁ ମ-ରି-ଗଲେ ବାପ - ଝିଅ...

 
Hh
ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ସଡ଼କ ଦୁର୍ଘଟଣା ରେ ଚାଲି ଯାଇଚି ବାପ ଝିଅ ର ଜୀବନ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ପ୍ରାୟ ପ୍ରତିଦିନ ରାସ୍ତା ରେ ଅନେକ ସଡ଼କ ଦୁ-ର୍ଘ-ଟ-ଣା ଘଟୁଛି।
ତେବେ ଗତ କାଲି ଏଭଳି ଏକ ସଡ଼କ ଦୁ-ର୍ଘ-ଟ-ଣା ଘଟିଛି ଭଦ୍ରକ ଠାରେ।ସେଠାରେ ଗୋଆ ରୁ ପୂଜା ସାରି ଆସୁ ଥିବା ସମୟ ରେ ହାଓଡ଼ା ଥରେ ସଡ଼କ ଦୁ-ର୍ଘ-ଟ-ଣା ଘଟିଲା।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏଥିରେ ଦୁଇ ଜଣ ଙ୍କ ମୃ-ତ ଘଟିଛି ବୋଲି କୁହା ଯାଇଛି।
Bj
ସୂଚନା ଅନୁସାରେ ଗତ କାଲି ଏକ ଦୁଃଖଦ ଘଟଣା ଘଟି ଯାଇଚି।ଗୋଟିଏ କାର ରେ ଯାଉ ଥିଲେ ପୁଅ ବୋହୂ ନାତୁଣୀ ଓ ଶାଶୁ ଶ୍ବଶୁର।ସେମାନେ ହସ ଖୁସି ରେ ଗୋଆ ରୁ ପୂଜା ସାରି ଘର କୁ ଫେରୁ ଥିଲେ।ପୁଅ ଗାଡ଼ି ଚଳାଉ ଥିଲେ।
ନାତୁଣୀ ଆଗ ସିଟ ରେ ବସି ଥିଲା।ଏହି ସମୟ ରେ ଗୋଟିଏ କଲଭର୍ଟ କୁ ସେମାନେ ଧ-କ୍କା ଦେଲେ।ଯାହା ଫଳ ରେ ବାପ ଝିଅ ଙ୍କ ର ଘଟଣା ସ୍ଥଳ ରେ ମୃ-ତ୍ୟୁ ଘଟି ଥିଲା।ବୋହୂ ଶାଶୁ ଶ୍ବଶୁର ଙ୍କ ନିକଟ ରେ ଥିବା ଲୋକ ମାନେ ଉ-ଦ୍ଧା-ର କରି ଥିଲେ।
Bh
ତାଙ୍କୁ ସଙ୍ଗେ ସଙ୍ଗେ ଭଦ୍ରକ ଜିଲ୍ଲା ର ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରା ଯାଇଥିଲା।ସେଠାରେ ଆହତ ତିନି ଜଣ କୁ ଡାକ୍ତର ଚିକିତ୍ସା କରିଛନ୍ତି।ତେବେ ଏହି ଘଟଣା କୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ଯେଉଁ ଭଗବାନ ଙ୍କୁ ସେମାନେ ଦର୍ଶନ କରି ଫେରୁ ଥିଲେ ଶେଷ ରେ ସେହି ଭଗବାନ ହିଁ ତାଙ୍କ ଜୀବନ ନେଇ ଗଲେ।ବର୍ତ୍ତମାନ୍ ସମୟ ରେ ଗାଁ ରେ ଶୋକ ର ଛାୟା ଖେଳି ଯାଇଛି।ବାପ ଝିଅ ର ମୃ-ତ୍ୟୁ ଘଟି ଥିବା ବେଳେ ବୋହୂ ଶାଶୁ ଶ୍ବଶୁର ଙ୍କ ଜୀବନ ବଞ୍ଚି ଯାଇଚି।
ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି କଲଭର୍ଟ କୁ ଯାଞ୍ଚ କରି ଥିଲା।ଘଟଣା ର ତଦନ୍ତ ଜାରି ରହିଛି।ବାପା ମା ଙ୍କ ଆଖି ଆଗରେ ତାଙ୍କ ପୁଅ ର ଜୀବନ ଚାଲି ଯାଇଛି।ସେମାନେ ନିଜକୁ ସମ୍ଭାଳି ପାରି ନାହାନ୍ତି।ଯେ କେହି ଏବେ ଏହି ଘଟଣା ଶୁଣିଛି ତାର ଆଖିରୁ ଲୁହ ଆସି ଯାଉଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.