Movie prime

ଏହି ରାଶିର ଲୋକମାନଙ୍କ ଉପରେ ପଡ଼ିଥାଏ ବେଶୀ ଶନିଦଶା ଦେଖନ୍ତୁ କେଉଁ କେଉଁ ରାଶି ମାନେ ଅଛନ୍ତି ଏହା ମଧ୍ୟରେ

 
Vv
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଅନେକଙ୍କ ଜାତକରେ ଶନି ଦଶା ଦେଖିବାକୁ ମିଳିଥାଏ । ଆପଣମାନେ ଏହି ଭିଡିଓ ମାଧ୍ୟମରେ କେଉଁ ରାଶିମାନଙ୍କ ଉପରେ ଶନି ଦଶା ପଡ଼ିବ ତାହା ଜାଣିପାରିବେ । ଶନିଙ୍କ ନାଁ ଶୁଣିଲେ ଭୟଭୀତ ହୋଇ ପଡନ୍ତି ଲୋକମାନେ । ଶନି ହେଉଛନ୍ତି ଜଣେ କ୍ରୁର ଗ୍ରହ । 
Bb
ଶନି ହେଉଛନ୍ତି କ୍ଷତିକାରକ ଗ୍ରହ । ଅନେକ ସ୍ଥାନରେ ଅନେକ ଭକ୍ତ ଶନି ଗ୍ରହଙ୍କୁ ପୂଜା କରିଥାନ୍ତି । ଶନି ଗ୍ରହ ଧୀରେ ଧିରେ ଗତି କରିଥାଏ ସେଥିପାଇଁ ତାର ନାମ ଶନିଶ୍ଚର । ସୂର୍ଯ୍ୟଙ୍କ ଚାରିପଟେ ଶନି ବୁଲିବା ପାଇଁ ଅଢେଇ ବର୍ଷ ସମୟ ଲାଗିଥାଏ । ସବୁଠାରୁ କମ୍ ଗତି ହେଉଛି ଶନିଙ୍କର ।
ଯେଉଁ ମାନଙ୍କ ରାଶିରେ ଶନି ଅଛନ୍ତି ସେମାନେ ମାନ୍ଦା ହୋଇ ଯାଇଥାନ୍ତି । କୌଣସି ଲୋକଙ୍କର କ୍ଷତି ଶନି ଯୋଗୁଁ ହୁଏ ନାହିଁ । ଶନି ଦଣ୍ଡ ଦେଇପାରିବେ । କର୍ମ ଅନୁଯାୟୀ ଫଳ ଦେଇଥାନ୍ତି ଶନିଦେବ । ଯାହା କପାଳରେ ଯାହା ଲେଖା ହୋଇଛି ତାହା ହେବ । ଯାହା କପାଳରେ ଘର ଲେଖା ଥିବ ସେ ଘର କରିବ। 
Hh
ଘର କରିବା ପୂର୍ବରୁ ଗଣାଇବା କଥା । ଘରର ବାସ୍ତୁ ଦୋଷ ଦେଖି ଘର ତିଆରି କରିବା ଉଚିତ୍ । ପାର୍ବତୀ ଭଗବାନ ଶିବଙ୍କୁ ଏକ ଘର କରିବାକୁ କହିଥିଲେ । ଆଉ ଅନେକ କହିବା ପରେ ତାଙ୍କ ପାଇଁ ଘର କରାଗଲା । ଆଉ ଏହି ଘରେ ଶନି ଦଶା ପଡ଼ିବ ବୋଲି ଭଗବାନ ବ୍ରହ୍ମା କହିଲେ ।
ଏହି କଥା ଶୁଣି ପାର୍ବତୀ ମନ ଦୁଃଖ କରିଲେ । ଏହାପରେ ଶିବ ତାଙ୍କୁ ବୁଝାଇଲେ କି ଘର ତିଆରି ତ ସରି ଗଲାଣି । ଆଉ ଏହାର ଉପାୟ କିଛି କରିବା । ଶିବ ଭଗବାନ କହିଲେ ସେ ଶନିଙ୍କ ପାଖକୁ ଯିବେ ଆଉ ଘର ଉପରେ ଦୃଷ୍ଟି ନ ପକାଇବାକୁ କହିବେ । 
ଆଉ ଏହାପରେ ଭଗବାନ ଶିବ ଶଙ୍କର ଶନିଙ୍କ ପାଖରେ ପହଞ୍ଚିଲେ । ଭଗବାନ କହିଲେ ସେ ଅନେକ ଦିନ ପାରେ ଘର କରିଛନ୍ତି ଆଉ ଘରେ ଶନିଙ୍କ ଦୃଷ୍ଟି ପଡ଼ିବ ବୋଲି ବ୍ରହ୍ମା କହିଥିଲେ । ଏହାପରେ ଶନିଦେବ ଏହା ଶୁଣି କହିଲେ ସେ ଦୃଷ୍ଟି ପକାଇବେ ନାହିଁ । ସମସ୍ତେ ସ୍ଵର୍ଗରେ ଭଗବାନ ଶିବଙ୍କ ତାଣ୍ଡବ ଦେଖିବାକୁ କହିଥିଲେ ।
ଆଉ ସେ ଡମ୍ବରୁ ବାଡେଇବା ମାତ୍ରକେ ମାତା ପାର୍ବତୀ ଘର ଭାଙ୍ଗିଦେଲେ କାରଣ ପୂର୍ବରୁ କଥା ହୋଇଥିଲା । ସେଥିପାଇଁ ଯାହା କପାଳରେ ଲେଖା ଅଛି ତାହା ହେବ । ଶନିବାର ଦିନ ଦକ୍ଷିଣ ଦିଗକୁ ମୁହଁ କରି ସୂର୍ଯ୍ୟାସ୍ତ ପରେ ରାଶି ତେଲରେ ଦୀପ ଜାଳନ୍ତୁ ଏବଂ ଡ଼ଙ୍ଗା କଣ୍ଟା ଘରେ ବାଡାନ୍ତୁ ଶନିଦେବ ମଙ୍ଗଳ କରିବେ ।