Movie prime

ମୁଁ ଧର୍ଷଣ କରେ ଆଉ ମୋ ସ୍ତ୍ରୀ ଭିଡିଓ କରି viral କରେ, ତମର କଣ ଅସୁବିଧା

 
Special report
ବର୍ତମାନ ଏକ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି।ଜଣେ ବ୍ୟକ୍ତି ଙ୍କୁ ଗ-ର୍ଭ-ବ-ତୀ ମହିଳାଙ୍କୁ ଅସଦାଚରଣ କରିବା ପାଇଁ ଆନନ୍ଦ ଲାଗିଥାଏ।ସେଥିପାଇଁ ବ୍ୟକ୍ତି ଙ୍କୁ ତାଙ୍କ ସ୍ତ୍ରୀ ମଧ୍ୟ ଏହି କାମରେ ସହଯୋଗ କରିଥାନ୍ତି।
ବ୍ୟକ୍ତି ଙ୍କ ସ୍ତ୍ରୀ ଆଶା କର୍ମୀ ହୋଇଥିବାରୁ ସହଜ ରେ ମିଳି ଯାଇଥାଏ।ଆଶା କର୍ମୀ ଙ୍କ ର ଏହା କି ପ୍ରକାରର ବିକୃତ ମାନସିକତା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।ଚିକିତ୍ସା ବାହାନାରେ ଗ-ର୍ଭ-ବ-ତୀ ମହିଳାଙ୍କୁ ନିଜେ ଆଶା କର୍ମୀ ବଳାତ୍କାର କରାଇଲେ।
ଅସଦାଚରଣ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଆଶା କର୍ମୀ ପଦ୍ମାରଞ୍ଜିକା ଙ୍କ ସ୍ବାମୀ।ସ୍ବାମୀ ଯେତେବେଳେ ଗ-ର୍ଭ-ବ-ତୀ ମହିଳାଙ୍କୁ ଅସଦାଚରଣ କରୁଥିଲେ ସେତେବେଳେ ଆଶା କର୍ମୀ ପଦ୍ମାରଞ୍ଜିକା ଭିଡିଓ କରିଥିଲେ।
କେବଳ ସେତିକି ନୁହେଁ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଥିଲେ।ଏପରି ଏକ ଲଜ୍ୟା ଜନକ ଘଟଣା ନବରଙ୍ଗପୁର ଜିଲ୍ଲାର ଖାତି ଗୁଡା ଥାନା ଅନ୍ତର୍ଗତ ନନ୍ଦା ହାଣ୍ଡି ବ୍ଲକ ଅଞ୍ଚଳ ରୁ ଦେଖିବାକୁ ମିଳିଛି।
ତେନ୍ତୁଳିଖୁଣ୍ଟି ଗ୍ରାମର ଜଣେ ମହିଳାଙ୍କୁ ଚିକିତ୍ସା କରାଇବା ବାହାନାରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ କୁ ଆଶା କର୍ମୀ ନେଇଥିଲେ।କିନ୍ତୁ ହସ୍ପିଟାଲ କୁ ନ ନେଇ ସହରରେ ଥିବା ଏକ ନିଛାଟିଆ କଠୋର କୁ ନେଇ ଯାଇଥିଲେ।
ସେଠାରେ ଆଶା କର୍ମୀ ଙ୍କ ସ୍ବାମୀ ପୂର୍ବରୁ ଅପେକ୍ଷା କରି ରହିଥିଲେ।ଆଉ ପହଞ୍ଚିବା ପରେ ଆଶା କର୍ମୀ ଙ୍କ ସ୍ବାମୀ ଉକ୍ତ ମହିଳାଙ୍କୁ ବଳପୂର୍ବକ ଅସଦାଚରଣ କରିଥିଲେ।ଆଉ ଆଶା କର୍ମୀ ଜଣଙ୍କ ଅସଦାଚରଣ କରିଥିବା ସମୟରେ ଭିଡିଓ ସୁଟିଂ କରିଥିଲେ।
ଆଉ ଘଟଣା ସମ୍ପର୍କ ରେ କାହାକୁ କହିଲେ ମହିଳାଙ୍କୁ ଜୀବନ ରୁ ମାରିଦେବେ ବୋଲି ମଧ୍ୟ ଧମକ ଦେଉଥିଲେ।ହେଲେ ଲୋକ ଲଜ୍ୟା କୁ ଭୟ କରି ମହିଳା ଜଣଙ୍କ ବେଶୀ ଦିନ ଚୁପ୍ ହୋଇ ରହି ପାରି ନଥିଲେ।
ଶେଷରେ ମହିଳା ଜଣଙ୍କ ଏହି ଘଟଣା ସମ୍ପର୍କରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ।ଆଉ ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ କରି ନ୍ୟାୟ ପାଇଁ ଭିକ୍ଷା କରିଛନ୍ତି ନିର୍ଯାତିତା ମହିଳା।
ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.