Movie prime

ଆଜି ସନ୍ଧ୍ୟା ବେଳ ଠାରୁ ଆସିବ ପ୍ରବଳ ବାତ୍ୟା..ଘଣ୍ଟାକୁ ବୋହିବ ୬୦ - ୯୦ କିମି ବେଗରେ ପବନ

 
Vh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏବେ ଠାରୁ ପ୍ରଚଣ୍ଡ ଖରାରେ କିଭଳି ଭାବରେ ସାରା ଓଡ଼ିଶା ହନ୍ତସନ୍ତ ହେବାରେ ଲାଗିଛି। ଲୋକ ମାନଙ୍କୁ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ବାହାରିବାକୁ ପଡ଼ୁଛି।
ଲୋକମାନେ ବାହାରକୁ ବାହାରି ପାରୁ ନାହାଁନ୍ତି। ହେଲେ ଏହି ପାଣିପାଗ କୁ ନେଇ ଏକ ଖୁସୀ ଖବର ଆସି ଯାଇଛି। ଏହା କୁହା ଯାଉଛି କି ଖୁବ୍ ଶୀଘ୍ର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଯାଉଛି।
Hh
ଏହି ଖବର ପାଇଁ ଲୋକ ମାନଙ୍କୁ ଟିକେ ଆଶ୍ଵସ୍ଥି ମିଳିଛି। ତେବେ କିଛି ଜିଲ୍ଲା ମାନଙ୍କରେ ୭ ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବା ନେଇ ପାଣିପାଗ ବିଭାଗ ତରଫ ରୁ ଏହା ସୂଚନା ମିଳିଛି।
ପଶ୍ଚିମା ଝଡ଼ ଫଳରେ ୭,୮ ଓ ୯ ତାରିଖରେ କାଳବୈଶାଖୀ ସହ କୁଆ ପଥର ବର୍ଷା ହେବାର ସମ୍ଭାବନା ରହିଛି। ଏଥି ସହ ପବନ ର ବେଗ ମଧ୍ୟ ୪୦ ରୁ ୫୦ କିମି ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଇଅଛି।
ପାଣିପାଗ ବିଶେଷଜ୍ଞ ଙ୍କ ଆକଳନ ଅନୁସାରେ ଓଡ଼ିଶାରେ ଗୁରୁଚାପ ପ୍ରଭାବ ବଳରେ ଜଳୀୟ ବାଷ୍ପ ରାଜ୍ୟକୁ ଆସିବ। ଏଥି ସହ ଘଡଘଡି ବିଜୁଳି ସହ ବର୍ଷା ମଧ୍ୟ କରାଇବ।୭ ଏବଂ ୮ ତାରିଖରେ ଏହି ବର୍ଷାର ତୀବ୍ରତା ମଧ୍ୟ ଅତ୍ୟଧିକ ରହିବ।
Bb
ଉପକୂଳ ଓଡ଼ିଶା ଏହା ଦ୍ବାରା ବିଶେଷ ପ୍ରଭାବିତ ହେବ ବୋଲି ମଧ୍ଯ କୁହା ଯାଉଛି। ସେଥିପାଇଁ ଏବେ ଏହା ସୁଚନା ମିଳିଛି କି ରାଜ୍ୟବାସୀ ତାତି ରୁ ଟିକେ ମାତ୍ର ଆଶ୍ଵସ୍ଥି ପାଇବେ ବୋଲି।
ସେଥିପାଇଁ ଆସନ୍ତା କାଲି ଠାରୁ ପାଗ ରେ ପରିବର୍ତ୍ତନ ହେବାପାଇଁ ଯାଉଛି। ଏଥି ସହ ଅଧିକାଂଶ ଜିଲ୍ଲା ମାନଙ୍କରେ ବର୍ଷାର ମଧ୍ୟ ସମ୍ଭାବନା ରହୁଛି ତାହା ସହ କାଳ ବୈଶାଖୀ ସହ କିଛି ଜିଲ୍ଲାରେ ୭ ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ମଧ୍ଯ ସମ୍ଭାବନା ରହିଛି।
କାଳ ବୈଶାଖୀ ସହ କୁଆ ପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏହାକୁ ନେଇ ଏବେ ଲୋକମାନେ ବେଶ ଖୁସୀ ଅଛନ୍ତି କାରଣ ତାଙ୍କୁ ଗରମରୁ ଟିକେ ତ୍ରାହି ମିଲିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.