Movie prime

କ୍ୟାନସର କବଳ ରେ ପଡ଼ି ଯାଇଚି ସ୍ତ୍ରୀ..ଦୁଃଖ ରେ ଏମିତି କହିଲେ ଅସହାୟ ସ୍ବାମୀ.

 
Hh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଭଗବାନ ଦୁଃଖୀ ଲୋକ ମାନଙ୍କୁ ବେଶୀ ଦୁଃଖ ଦିଅନ୍ତି।ଦୁଃଖ କେତେବେଳେ ଆସେ ତାହା କେହି ଜାଣି ନ ଥାଆନ୍ତି।ଆମେ ଆଜି ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଗଣେଶ ଯିଏ ନିଜ ପରିବାର କୁ ଏହି ଦୁଃଖ ସମୟରେ ସାହାର୍ଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି।ତାଙ୍କ ସ୍ତ୍ରୀ ବଞ୍ଚାଇ ଦେବାକୁ ଗୁହାରି କରିଛନ୍ତି ସମସ୍ତ ଙ୍କ ପାଖରେ।ଏହି ଘଟଣା ଟି ଦେଖିବାକୁ ମିଳୁଛି ଭଦ୍ରକ ଜିଲ୍ଲା ରେ।
Hh
ସୂଚନା ଅନୁସାରେ ସେଠାରେ ରହୁଥିବା ଗଣେଶ ଗତ କିଛି ବର୍ଷ ତଳେ ଗୁଡ଼ିଆ ଙ୍କୁ ବିବାହ କରି ଥିଲେ।ବିବାହ ପରେ ତାଙ୍କର ଦୁଇ ଟି ଝିଅ ହୋଇ ଥିଲା।ବଡ ଝିଅ ଟି ଟଙ୍କା ଅଭାବ ରୁ ଯୁକ୍ତ ଦୁଇ ରେ ଅଧା ରୁ ପାଠ ଛାଡି ଦେଇ ଥିଲା।
ସାନ ଝିଅ ଟି ଏବେ ଅଷ୍ଟମ ଶ୍ରେଣୀ ରେ ପଡ଼ୁଚି।ତେବେ ଏହି ଅଭାବ ପରିସ୍ଥିତି ରେ ଭଗବାନ ତାଙ୍କ ପରିବାର କୁ ଆଉ ଏକ ଦୁଃଖ ଦେଇ ଗଲେ।ନିଜ କଷ୍ଟ କୁ ସେ କାହାକୁ କହି ପାରୁ ନାହାଁନ୍ତି।
ତାଙ୍କ ସ୍ତ୍ରୀ ଗୁଡିଆ ଙ୍କ ଦେହ ବହୁତ ଖରାପ ହୋଇ ଯାଇ ଥିଲା।ସେ ସାଙ୍ଗେ ସାଙ୍ଗେ ତାଙ୍କୁ ଡାକ୍ତରଖାନା କୁ ନେଇ ଯାଇ ଥିଲେ।ଡାକ୍ତର ମାନେ କହିଥିଲେ କି ଗୁଡିଆ ଙ୍କ କିଡନୀ ରେ କ୍ୟାନ୍ସର ହୋଇଚି।ସେ ଏ କଥା ଶୁଣି କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।
Hj
ତାଙ୍କ ଚିକିତ୍ସା ପାଇଁ ଏବେ ୧୫ ଲକ୍ଷ ଟଙ୍କା ଦରକାର ରହିଛି।ଏବେ ଗଣେଶ ଲାଗି ପଡିଛନ୍ତି ନିଜ ସ୍ତ୍ରୀ ପାଇଁ ଟଙ୍କା ଯୋଗାଡ କରିବାକୁ।ଦୁଇଟି ଝିଅ ଙ୍କ ପାଇଁ ଯାହା କିଛି ରଖି ଥିଲେ ସବୁ କିଛି ସେ ନିଜ ସ୍ତ୍ରୀ ଙ୍କ ପାଇଁ ଖର୍ଚ୍ଚ କରି ସାରିଛନ୍ତି।
ହେଲେ ଆହୁରି ଟଙ୍କା ର ଆବଶ୍ୟକତା ରହିଛି।ସେ ଲୋକ ମାନଙ୍କ ପାଖରେ ଗୁହାରି କରିଛନ୍ତି କି ତାଙ୍କୁ କିଛି ଟଙ୍କା ଦିଅନ୍ତୁ।ଏଭଳି ପରିସ୍ଥିତି ରେ ସେ
ପ୍ରଶାସନ ଙ୍କ ପାଖକୁ ଯାଇ ଏକ ଚିଠି ଲେଖିଥିଲେ।ତାଙ୍କ ସ୍ତ୍ରୀ ଙ୍କୁ ଭଲ କରିବା ପାଇଁ। ସେ ସମସ୍ତ ଙ୍କୁ ଗୁହାରି କରିଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.