Movie prime

ଆତି କ୍ ଦେଇଥିଲା ଯୋଗୀ ଙ୍କୁ ଧମକ ! ଜେଲ୍ ରୁ ବାହାରିଲେ ତତେ ଦେଖି ନେବି ହେଲେ ତାର ସ୍ବପ୍ନ ରହିଗଲା ଅଧା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ କିଛି ଖବର ଆସିଛି ରାଜନୀତିକୁ ନେଇ । ରାଜନେତା ଜଣକ ତାଙ୍କ ଶେଷ କଥା କହିଛନ୍ତି । ଏହି ବ୍ୟକ୍ତି ଜଣକ ଅନେକ କଥା କହିଛନ୍ତି । ସେ ହେଉଛନ୍ତି ଆତିକ୍ । ଆତିକ୍ ଅହମ୍ମଦ ୪ ଥର ରୁ ଅଧିକ ଥର ବିଧାୟକ ଏବଂ ଥରେ ସାଂସଦ ହୋଇଥିଲେ ।
ଗୁଡୁ ମୁସଲିମ ଗୁଳି ମାଡ଼ରେ ଆତିକ ତାର ଶେଷ ନିଃଶ୍ୱାସ ତ୍ୟାଗ କରିଲା । ଆଉ ଏହାପରେ ପରିସମାପ୍ତି ହୋଇଗଲା ସବୁକିଛି । ତିନିଜଣ ଯୁବକ ମୁଖା ପିନ୍ଧି ଆସି ଗୁଳି ମାଡ କରିଥିଲେ ।
ସେହି ଯୁବକମାନେ ଗୋଟେ ପରେ ଗୋଟେ ଗୁଳି ମାଡ କରିଲେ ଆଉ ସବୁ ଗୁଳି ଆତିକ୍ ଦେହରେ ବାଜିଲା । ଆଉ ସେହି ଗୁଳି ମାଡ଼ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଲେ । ଆତିିକ୍ ଏବଂ ଅସରଫ ଦୁଇଜଣ ଏହି ଗୁଳି ମାଡ଼ରେ ଶେଷ ନିଃଶ୍ୱାସ ତ୍ୟାଗ କରିଲେ । 
ସେମାନେ ହେଉଛନ୍ତି ଉତ୍ତରପ୍ରଦେଶ ରାଜ୍ୟର ଏକ ଭୟାନକ ଗ୍ୟାଙ୍ଗଷ୍ଟର ଏବଂ ରାଜନେତା । କିଛିଦିନ ତଳେ ଆତିକର ପୁଅ ଅସଦର ମୃତ୍ୟୁ ହେଲା ଏନକାଉଣ୍ଟରରେ । ପ୍ରୟାଗରାଜର ତାକୁ ଶେଷ ସମାଧି ଦିଆଗଲା । ଆଉ ସେଠାକୁ ତାର ବାପା ଆତିକ ତାକୁ ଦେଖି ଯାଇ ପାରିନଥିଲେ ।
ଏହାହିଁ ଥିଲା ପ୍ରଶ୍ନ ଯାହା ପଚରା ଯାଉଥିଲା ଆତିକକୁ । ତିନି ଜଣ ମୁଖାଧାରି ଆସି ଏହି ଗ୍ୟାଙ୍ଗଷ୍ଟର ମାନଙ୍କୁ ଗୁଳି କରିବା ସତରେ ବହୁତ ଆଶ୍ଚର୍ଯ୍ୟର କଥା । ଏହି ଘଟଣା ଘଟିଥିଲା ଏମ ଏଲ୍ ଏନ ମେଡିକାଲ କଲେଜ ଗ୍ରାଉଣ୍ଡ ଭିତରେ ।
ଏବେ ଏହି ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି । ଏବେ ଏହି ତିନିଜଣ ମୁଖାଧାରୀଙ୍କୁ ଗିରଫ କରାଯାଇଛି । ଆଉ ଏହାସହ ସେମାନଙ୍କୁ ଜେଲରେ ରଖାଯାଇଛି । ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ୧୪୪ ଧାରା ଜାରି କରାଯାଇଛି ।
ଆତିକ ଅହମ୍ମଦଙ୍କର ୫ଟି ପୁଅ ଥିଲା । ୧୯୮୯ ମସିହାରେ ଆତିକ ତାର ରାଜନୀତିକ କ୍ୟାରିଅର ଆରମ୍ଭ କରିଥିଲା । ସେ ଅନେକ ପାର୍ଟି ତରଫରୁ ନିର୍ବାଚନ ଲଢିଥିଲା । ଜେଲ ଭିତରେ ଥାଇ ସେ ମୋଦୀଙ୍କ ବିରୋଧରେ ଲଢିଥିଲା । ଏହା ଥିଲା ତାର ଶେଷ କଥା । ତାର ପୁଅର ମୃ-ତ୍ୟୁରେ ତାକୁ ଦେଖିବାକୁ ଛାଡ଼ିଲେ ନାହିଁ ।