Movie prime

ମୋ ସ୍ତ୍ରୀ ଭିତରକୁ ଗଲା!! ମୁଁ ଛାଡ଼ିଦେଲି ତାକୁ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଓଲିଉଡ଼ ଇଣ୍ଡଷ୍ଟ୍ରିର ଅଭିନେତା ଅଭିଜିତଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣିଛନ୍ତି। ଯିଏ କି ଅନେକ ଫିଲ୍ମରେ କମ କରି ଦର୍ଶକ ମାନଙ୍କ ମନକୁ କିଣି ପାରିଛନ୍ତି।
କେବଳ ଫିଲ୍ମ ନୁହେଁ ସେ ସିରିଏଲରେ ମଧ୍ୟ ମୁଖ୍ୟ ନାୟକ ଭାବେ କାମ କରିଛନ୍ତି। ବହୁତ ଅଳ୍ପ ସମୟ ମଧ୍ୟରେ ଅଭିଜିତ ଓଡ଼ିଆ ଚଳଚିତ୍ର ଜଗତରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ଓଡ଼ିଆ ଜଗତରେ ତାଙ୍କର କେହି ଚିହ୍ନା ନ ଥାଇ ମଧ୍ୟ ସେ ବହୁତ ଆଗକୁ ବଢି ପାରିଛନ୍ତି। 
ତେବେ ବନ୍ଧୁଗଣ ବର୍ତ୍ତମାନ ଅଭିଜିତ ଏକ ସାକ୍ଷାତକାରରେ ଦେଖିବା ପାଇଁ ମିଳିଛନ୍ତି। ଯେଉଁଥିରେ କି ଅଭିଜିତଙ୍କ କହିବା ଅନୁଯାୟୀ, ଅଭିଜିତ ପ୍ରଥମେ ଗୋଟେ ରିଆଲିଟି ସୋ ରେ ଭାଗ ନେଇଥିଲେ। ଯାହାର ନାଁ ହେଉଛି 'ମିଠା ମିଠା ଯୋଡି'।
ଏବଂ ସେହି ସୋ ରେ ଅଭିଜିତ ଟପ୍ ୩ ରେ ରହିଥିଲେ। କିନ୍ତୁ ତାଙ୍କୁ ସେହି ସୋ ମାଧ୍ୟମରେ କୌଣସି ଅପରଚ୍ୟୁନିଟି ମିଳିନଥିଲା। ଯାହାଫଳରେ ଅଭିଜିତ ସେତେବେଳ ରାଗରେ ଏକୁଟିଆ ଏବଂ ଅଲଗା ରହିବାକୁ ଲାଗିଥିଲେ। 
ଏବଂ ତାପରେ ଅଭିଜିତ ବଡିବିଲଡିଂ କୁ ଯାଇଥିଲେ। ସେଥିରେ ଅଭିଜିତ ପ୍ରାୟ ଗୋଲ୍ଡ ମେଡାଲ ପାଇଥିଲେ। ଏହାପରେ ଦିନେ ଅଶୋକ ସାର ଅଭିଜିତଙ୍କୁ ଫୋନ କରି 'ଅଜବ ସଞ୍ଜୁ ର ଗଜବ୍ ଲଭ' ସିନେମାରେ ରୋଲ୍ କରିବା ପାଇଁ ଡାକିଥିଲେ।
ଏବଂ ଅଭିଜିତ କହିଛନ୍ତି, ସେହି ସିନେମାରେ ସମସ୍ତ ସିନେମାର ମହାରଥୀ ମାନଙ୍କ ସହିତ କାମ କରି ତାଙ୍କୁ ବହୁତ୍ ଗର୍ବ ଅନୁଭବ ହୋଇଥିଲା। ତରଙ୍ଗ ଚ୍ୟାନେଲରୁ 'ଝିଅ ମୋ ନୂଆଁ ବୋହୂ' ପାଇଁ ଅଭିଜିତଙ୍କୁ ଅଭିନୟ କରିବାର ଅଫର ଆସିଥଲା। 
ଯେଉଁଥିରେ କି ଅଭିଜିତ ତାଙ୍କ ଅଭିନୟର ବେଷ୍ଟ ଦେଇଥିଲେ। ସେହି ସମୟରେ ଅଭିଜିତଙ୍କ ଦୁ-ର୍ଘ-ଟ-ଣା ହୋଇଯିବା କାରଣରୁ ତାଙ୍କୁ ସେହି ସିରିଏଲ୍ ଛାଡ଼ିବା ପାଇଁ ପଡ଼ିଥିଲା। ମ-ଦ ପିଉଥିବା କାରଣରୁ ଅଭିଜିତ ବହୁତ ଅସୁସ୍ଥ ହୋଇପଡ଼ିଥିଲେ।
ଏହାପରେ ଅଭିଜିତ ବହୁତ ଡିପ୍ରେସନରେ ପଳେଇଥିଲି ଡାକ୍ତର ବି କହିଥିଲେ ତାଙ୍କ ପାଖରେ 2-3 ବର୍ଷ ଅଛି। କିନ୍ତୁ ସେତେବେଳେ ଅଭିଜିତଙ୍କ ସ୍ତ୍ରୀ ତାଙ୍କୁ ବହୁତ ସପୋର୍ଟ କରିଥିଲେ। ଯାହାଫଳରେ ଅଭିଜିତ ଧିରେ ଧିରେ ଆଲକୋହଲକୁ ଛାଡ଼ି ଦେଇଥିଲେ ବୋଲି ଅଭିନେତା ଅଭିଜିତ କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.