Movie prime

ଅଭିଯୁକ୍ତ ବାପା ମା ଯିଏ କୁନି ଝିଅ କୁ ପକେଇଥିଲେ ଗାତ ରେ, ଏବେ ସଙ୍ଗେ ସଙ୍ଗେ ଦୁଇ ଜଣ ଙ୍କୁ ହେବ ଫା-ଶୀ

 
Special Report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ପିଙ୍ଗି ଦେଇଥିବା ଝିଅର ବାପା ମାଆ ଙ୍କୁ ମିଳିବ ଫାଶୀ ଦଣ୍ଡ। ଜନ୍ମ କଲା ଝିଅକୁ ଫିଙ୍ଗି ଦେଇଥିଲେ ସେଥିପାଇଁ ଏବେ ଫାଶୀ ରେ ମଧ୍ୟ ଝୁଲିବେ ବୋଲି ଚର୍ଚ୍ଚା ହେଉଛି। ଏଭଳି ବାପା ମାଆ ମରିଯିବା ଉଚିତ ବୋଲି ବାପା ମାଆ କହୁଛନ୍ତି।
Special Report
କାରଣ ତାଙ୍କୁ ଫାଶୀ ନଦିଆ ଗଲେ ପୁଣି ଥରେ ସେଭଳି ଅନେକ ଲୋକ ମଧ୍ୟ ଝିଅ ଜନ୍ମ କରି ସେମାନେ ଫିଙ୍ଗି ଦେବେ। ସେଥିପାଇଁ ଅତିଶୀଘ୍ର ତାଙ୍କୁ ଫାଶୀ ମିଳିବ ବୋଲି ଜଣା ପଡିଛି।
ବାପା ମାଆ ହୋଇ ନିଜ ଝିଅକୁ ଗାତରେ ଫିଙ୍ଗି ଦେଇଥିଲେ ଆଉ ଏବେ ସେମାନେ ଫାଶୀ ରେ ଝୁଲିବେ। ଝିଅ ଜନ୍ମ ହେଲା ବୋଲି ବାପା ମାଆ ଯାଇ ଜଙ୍ଗଲରେ ଫିଙ୍ଗି ଦେଇଥିଲେ।
ନିଜେ ବାପା ମାଆ ହୋଇ ଛୁଆ ଟିକୁ ମାରିବାକୁ ଚାହୁଁ ଥିଲେ ସେ ମଧ୍ୟ ତାଙ୍କର ରକ୍ତର। ଏହା ସତ୍ତ୍ୱେ ବାପା ମାଆ ଙ୍କୁ ଝିଅଟି ବିଷୟରେ ଟିକେ ବି ଚିନ୍ତା ହୋଇ ନଥିଲା। ଝିଅଟି ଚାହୁଁ ନଥିଲେ ବାପା ମାଆ ସେଥିପାଇଁ ତାକୁ ମାରି ଦେବାକୁ ବାହାରି ପଡ଼ିଥିଲେ।
Special Report
କୁନି ଝିଅଟିକୁ ସେମାନେ ଯେମିତି ମରଣ ମୁହଁ ରେ ଛାଡି ଦେଇଥିଲେ ତାହା ପରଲୋକ ଦେଖିଲେ ମଧ୍ୟ ଆଦୌ ସହି ପାରିବ ନାହିଁ। ଏଭଳି ରାକ୍ଷସ ବାପା ଓ ପିଶାଚ ମାଆ କୁ ମାରିଦେବା ପାଇଁ ଲୋକମାନେ ଏହି ସମ୍ପର୍କରେ ଆଲୋଚନା କରୁଛନ୍ତି।
ଉଭୟଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ମଧ୍ୟ ଲୋକେ ସରକାର ଙ୍କ ନିକଟରେ ଏହା ଦାବି କରି ସାରିଛନ୍ତି। ଏମିତି ବାପା ମାଆ ସମାଜ ପାଇଁ କଳଙ୍କ ଅଟନ୍ତି।
ସେମାନେ ବଞ୍ଚି ରହିଲେ ଅନ୍ୟ ଲୋକ ମାନଙ୍କ ଉପରେ ତାହାର ପ୍ରଭାବ ପଡ଼ିବ ବୋଲି ମଧ୍ୟ ଏହା ଏବେ କୁହା ଯାଉଛି। ହେଲେ ଏବେ ପର୍ଯ୍ୟନ୍ତ ସେହି ବାପା ମାଆ କିଏ ତାହା ଜଣାପଡ଼ି ନାହିଁ।
ସେମାନେ ଜଣା ପଡିବା ପରେ ହିଁ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆ ଯିବ କାରଣ ଜଣାପଡି ଯିବା ପରେ ତାଙ୍କୁ କଣ ଦଣ୍ଡ ଦିଆଯିବ ସେ ସମ୍ପର୍କରେ ଆଇନ୍ ହିଁ ବିଚାର କରିବ। ତେବେ ଆପଣଙ୍କୁ ଏହି ସମ୍ପର୍କରେ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।