Movie prime

ଅଭିନୟ ଛାଡ଼ି ଚା ବିକୁଛନ୍ତି ଅଭିନେତା ରଜନୀକାନ୍ତ ଦେଖନ୍ତୁ ସାମ୍ନାକୁ ଆସିଲା ବଡ ଦୃଶ୍ୟ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ ଭିଡିଓଟିରେ ଦେଖୁଥିବେ କେମିତି ସାଉଥ ସୁପରଷ୍ଟାର ରଜିନୀକାନ୍ତ ପାଦରେ ଚପଲ ପିନ୍ଧି ଚା ବିକୁଛନ୍ତି।
Special report
ଏହି ଦୃଶ୍ୟଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ପ୍ରକୃତ ଏହି ବ୍ୟକ୍ତି ଜଣକ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ନୁହଁନ୍ତି। ସେହି ବ୍ୟକ୍ତି ଜଣକ ହେଉଛନ୍ତି ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ଡୁପ୍ଲିକେଟ୍ ଅଟନ୍ତି। 
ଦୁନିଆରେ ଅବିକଳ ଅନେକ ପ୍ରକାର ଚେହେରା ଥାଏ, କୁହନ୍ତି ଏକା ପ୍ରକାର ଚେହେରାର ଗୋଟିଏ ମଣିଷର ସାତଟି ରହିଥାଏ। ଯେତେବେଳେ ସେଲିବ୍ରେଟିଙ୍କ କଥା ଆସେ
Special report
ସେତେବେଳେ ସମସ୍ତେ ତାଙ୍କର ଅବିକଳ ଚେହେରା ଦେଖିବାକୁ ବେଶ୍ ଇଚ୍ଛା ପ୍ରକାଶ କରିଥାନ୍ତି। ଏବେ ସୋସିଆଲ ମିଡିଆରେ ଅନେକ ନାମୀଦାମୀ କଳାକାରଙ୍କର ଅବିକଳ ଚେହେରା ଦେଖିବାକୁ ମିଳିଛି। 
ସେହିପରି ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ପୁରା ଅବିକଳ ଚେହେରା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। କେରଳର ଜଣେ ଚା ଦୋକାନୀ ସୁଧାକର ପ୍ରଭୁ ଅବିକଳ ରଜନୀକାନ୍ତଙ୍କ ଭଳି ଦେଖାଯାଉଛନ୍ତି।
Special report
କେରଳର ଫୋଟ କଚେରୀ ଥିବା ରୋଡ଼ରେ ଏକ ଚା ଦୋକାନ କରିଛନ୍ତି ସୁଧାକର ପ୍ରଭୁ। କେବଳ ତାଙ୍କ ଚେହେରା ରଜନୀକାନ୍ତଙ୍କ ଭଳି ନୁହେଁ। ସୁଧାକର ରଜନୀକାନ୍ତଙ୍କ ମିମିକିରି ମଧ୍ୟ ବେଶ ଭଲ ଭାବରେ କରିପାରନ୍ତି। 
ସୁଧାକର ପ୍ରଭୁଙ୍କ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ତେବେ ପ୍ରଥମେ ସୁଧାକର ପ୍ରଭୁଙ୍କର ଗୋଟିଏ ଫୋଟ ମାଲାୟମର ଜଣେ ଆକ୍ଟର ନଦିର ସାହା ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।
ତେବେ ସୁଧାକର ପ୍ରଭୁଙ୍କ ପୋଷ୍ଟ ଓ ଭିଡିଓ ଭାଇରାଲ ହେବା ପରେ କେରଳର ଅନେକ କାର୍ଯ୍ୟକ୍ରମରେ ସୁଧାକର ପ୍ରଭୁଙ୍କୁ ନିମନ୍ତ୍ରଣ କରାଯାଉଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.