Movie prime

ଅଭିନୟ ସାରି ଫେରିଲା ବେଳେ ହେଲା ଦୁର୍ଘଟଣା...ସୁନ୍ଦରୀ ଅଭିନେତ୍ରୀ ଙ୍କ ଘଟଣା ସ୍ଥଳ ରେ ଶୋଚନୀୟ ମୃତ୍ୟୁ..

 
Special report
ନମସ୍କାର ପାଠକ ବନ୍ଧୁ।ପୁଣି ଥରେ କଳାକାର ଙ୍କ ଗାଡ଼ି ଦୁ-ର୍ଘ-ଟ-ଣା ଗ୍ରସ୍ତ ହୋଇଛି।ଡ୍ରାମା ରିହର୍ଶଲ୍ କରିବାକୁ ଯାଇ ସକାଳୁ ଗାଡ଼ି ଟି ଦୁ-ର୍ଘ-ଟ-ଣା ଗ୍ରସ୍ତ ହୋଇଚି।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ପ୍ରାୟ ପ୍ରତିଦିନ ଏଭଳି ଅନେକ ଖବର ଆପଣ ମାନେ ଶୁଣି ଥିବେ।
Special report
ଗାଡ଼ି ଗୁଡ଼ିକ ଦୁର୍ଘଟଣା ହୋଇ ଅନେକ ଲୋକ ମୃ-ତ୍ୟୁ ବରଣ କରୁଛନ୍ତି।ଆମେ ଆଜି ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ ରେ।
ସେଠାରେ ଆସନ୍ତା ଜାଗର କୁ ଏକ ବଡ ଯାତ୍ରା ର ଆୟୋଜନ କରା ଯାଇ ଥିଲା।ବିଭିନ୍ନ ଅଭିନେତା ଓ ଅଭିନେତ୍ରୀ ମାନେ ସକାଳୁ ସେଠାକୁ ରିହର୍ଶଲ୍ କରିବାକୁ ଆସନ୍ତି।ହେଲେ ଗତ କାଲି ତାଙ୍କ ଗାଡି ଟି ଦୁ-ର୍ଘ-ଟ-ଣା ଗ୍ରସ୍ତ ହୋଇଚି।
ଏଥିରେ ତିନି ଜଣ ମହିଳା ଙ୍କ ର ଘଟଣା ସ୍ଥଳ ରେ ମୃ-ତ୍ୟୁ ହୋଇ ଯାଇଚି।ଅନ୍ୟ ପାଞ୍ଚ ଜଣ ପୁରୁଷ ମାନେ ଏବେ ବଡ ମେଡିକାଲ୍ କୁ ସ୍ଥାନାନ୍ତର କରା ଯାଇଚି।ଏବେ ସେମାନଙ୍କ ଦେହ ସଙ୍କଟାପନ୍ନ ଅଛି ବୋଲି କୁହା ଯାଉଚି।ପୁଣି ଥରେ ଯାତ୍ରା ଜଗତ ରେ ଶୋକ ର ଛାୟା ଖେଳି ଯାଇଛି।
Special report
ଦୁ-ର୍ଘ-ଟ-ଣା ଘଟିବା ପରେ ଗାଁ ର ଲୋକ ମାନେ ସମସ୍ତଙ୍କୁ ଉଦ୍ଧାର କରି ଥିଲେ।ପୋଲିସ କୁ ଖବର ଦେବା ସହିତ ସମସ୍ତ ଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରି ଥିଲେ।ଏହା ପରେ ସେଥି ମଧ୍ୟରୁ ଉକ୍ତ ତିନି ଜଣ ମହିଳା ଙ୍କ ର ମୃ-ତ୍ୟୁ ଘଟିଛି।
ଗାଡ଼ି ଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଚି।ଏହା ପରେ ପୋଲିସ ସେ ଗାଡ଼ି କୁ ନେଇ ଯାଉଛନ୍ତି।ମୃ-ତ-କ ଙ୍କ ପରିବାର ଲୋକେ ଘଟଣା ସ୍ଥଳ ରେ ପହଞ୍ଚି ଶବ କୁ ନେଇଛନ୍ତି।ଏହା ପରେ ଶବ ବ୍ୟ-ବ-ଚ୍ଛେ-ଦ ପାଇଁ ପଠାଯାଇଥିବା ସୂଚନା ରହିଛି।ଏହା ଶୁଣିବା ପରେ ସମସ୍ତଙ୍କ ଆଖି ରେ ଲୁହ ଭରି ରହିଛି।
ସେମାନେ ବୁଲି ବୁଲି କାମ କରନ୍ତି।ଆସନ୍ତା ଜାଗର ରେ ସେମାନେ ଉକ୍ତ ଗାଁ ରେ ନାଟକ କରି ଥାଆନ୍ତେ।ହେଲେ ତାହା ପୂର୍ବ ରୁ ସବୁକିଛି ଶେଷ ହୋଇ ଗଲା।
ଯେ କେହି ଏହି ଘଟଣା ବିଷୟ ରେ ଶୁଣିଛି ଆଖି ରୁ ଲୁହ ଆସି ଯାଉଛି।ତେବେ ଗାଡ଼ି ଟି ବହୁତ ସ୍ପିଡ ରେ ଥିବାରୁ ଏଭଳି ଦୁ-ର୍ଘ-ଟ-ଣା ଘଟିଛି ବୋଲି କୁହା ଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.