Movie prime

ଆସିଲା ବହୁତ୍ ବଡ ଦୁଃଖ ଖବର ଚାଲିଗଲେ ଏହି ଲୋକପ୍ରିୟ କଳାକାର ହୃଦଘା-ତରେ ହେଲା ପରଲୋକ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟରେ ଚଳଚ୍ଚିତ୍ର ଜଗତରୁ ଏକ ପୁଣି ଦୁଃଖଦ ଖବର ଆସି ଯାଇଛି। ତେବେ ଆପଣ ମାନେ ଜାଣିଥିବେ କି ଆମର ଏହି ଦେଶ ହେଉଛି କଳା ସଂସ୍କୃତି ର ଦେଶ।
ଆମର ଦେଶରେ କଳାକାର ମାନେ ମଧ୍ୟ ଖୁବ ଭରପୁର ହୋଇ ରହିଛନ୍ତି। ଆଉ କଳାକାର ମାନଙ୍କର ଏଭଳି ଅଚାନକ ଦେହାନ୍ତ ମଧ୍ୟ ସମସ୍ତଙ୍କୁ ଶକ୍ତ ଆଘାତ ଦେଉଛି। ଆପଣ ମାନେ ଜାଣିଥିବେ କି ଅନେକ କଳାକାର ଆମକୁ ଛାଡ଼ି ଯାଇ ସାରିଛନ୍ତି।
କୋରନା ମହାମାରୀ ହେବା ଦିନ ଠାରୁ ଅନେକ କଳାକାର କଳା ଜଗତରୁ ବିଦାୟ ନେଇ ସାରିଛନ୍ତି। ଏବେ ବହୁତ ବଡ଼ ଦୁଃଖଦ ଖବର କି ଓଡିଆ କଳାକାର ଜଗତରୁ ଆସି ଯାଇଛି।
ଆପଣ ମାନଙ୍କର ପ୍ରିୟ କଳାକାର ଜଗତର ଅଭିନେତା ଆଉ ଆମ ଗହଣରେ ଉପସ୍ଥିତ ନାହାଁନ୍ତି। ହଠାତ୍ ହୃଦ୍ ଘାତ ରେ ତାଙ୍କର ମୃ-ତ୍ୟୁ ଘଟିଛି। ଏହି ଖବର ଆସିବା ପରେ ସାରା କଳାକାର ଜଗତରେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ,
ଦୁଃଖର ଲହରୀ ମଧ୍ୟ ଖେଳି ଯାଇଛି। ଆପଣ ମାନଙ୍କ ପ୍ରିୟ କଳାକାର ଆଉ ଆପଣ ମାନଙ୍କ ଗହଣରେ ଉପସ୍ଥିତ ନାହାଁନ୍ତି ସେ ସବୁ ଦିନ ପାଇଁ ଆମ ଗହଣ ରୁ ଦୂରକୁ ଚାଲି ଯାଇଛନ୍ତି। ତାଙ୍କର ଅକାଳ ମୃ-ତ୍ୟୁ ଘଟିଛି।
ଆଉ ଏହା ପାଇଁ ମଧ୍ଯ ଓଡ଼ିଶାବାସୀ ସଂପୂର୍ଣ୍ଣ ଭାବରେ ଦୁଃଖରେ ଭାଙ୍ଗି ପଡିଛନ୍ତି। ତାଙ୍କର ଶେଷ କୃତ୍ୟ ରେ ମଧ୍ୟ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଅନେକ କଳାକାର ମାନେ ସାମିଲ୍ ହୋଇଛନ୍ତି। ସେମାନେ ହେଉଛନ୍ତି,
ଅନୁଭବ ମହାନ୍ତି, ବାବୁଶାନ ମହାନ୍ତି ଓ ଶ୍ରୀତମ ଦାସ୍ ଏଭଳି ଅନେକ ଓଲିଉଡ଼ କଳାକାର ମାନେ। ଆପଣ ଆଉ ଏହି ଅଭିନତା ଙ୍କ ଅଭିନୟ ଆଉ ଆଗାମୀ ଦିନ ମାନଙ୍କରେ ଦେଖିବାକୁ ପାଇବେନି।
ଆମର ଏହି ଦେଶ ହେଉଛି କଳାକାରଙ୍କ ଦେଶ ଆଉ କଳାକାର ମାନଙ୍କ ଏଭଳି ଅଚାନକ ବିୟୋଗ ମଧ୍ୟ ସମସ୍ତଙ୍କ ମଧ୍ୟରେ ଦୁଃଖର ଲହରୀ ଖେଳାଇ ଦେଇଥାଏ। ସେହି ଅଭିନେତା ଙ୍କ ନାମ ରହିଛି ସୁବାଷ ସେ ଆଉ ଏହି ଦୁନିଆରେ ନାହାଁନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.