Movie prime

ଦେହ ବ୍ୟବସାୟ କରି ଏହି ଓଡ଼ିଆ ଅଭିନେତ୍ରୀ ଏବେ ଏଡ୍ସ ରୋଗ ରେ ଆକ୍ରାନ୍ତ, ଜୀବନ ସହ ଜାରି ରଖିଛନ୍ତି ଶେଷ ଲଢେଇ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏଭଳି ଏକ ଅଭିନେତ୍ରୀ ଙ୍କ ସମ୍ପର୍କରେ କହିବାକୁ ଯାଉଛୁ ଯିଏକି ବଲିଉଡ ରେ ଥାଇ କରିଥିଲେ ଖରାପ୍ କାମ।ଆଜ୍ଞା ହଁ ସିନେମା ଛାଡ଼ି କରିଥିଲେ ସେ ଦେହ ବ୍ୟବସାୟ।
Special report
ଏହା ଦ୍ବାରା ମଧ୍ଯ ସେ ପୂଳା ପୂଳା ଟଙ୍କା ମଧ୍ୟ ପାଇଥିଲେ। ଆଉ ଶେଷରେ ସୁନ୍ଦରୀ ଅଭିନେତ୍ରୀ ଜଣକ ଏହାର ଦଣ୍ଡ ମଧ୍ୟ ପାଇଥିଲେ। ବଲିଉଡ୍ ର ସୁନ୍ଦରୀ ଅଭିନେତ୍ରୀ ମାନେ ବିଭିନ୍ନ ସମୟରେ ଚର୍ଚ୍ଚାରେ ଆସି ଥାଆନ୍ତି।
କିଏ ନିଜର ଅଭିନୟ ପାଇଁ ଲୋକ ଲୋଚନ କୁ ଆସିଥାଏ ତ ଆଉ କିଏ ନିଜର ବ୍ୟକ୍ତିଗତ ଜୀବନ ପାଇଁ। ବଲିଉଡ ରେ ତାଙ୍କୁ ପ୍ରମାଣିତ କରିବା ପାଇଁ ଖୁବ୍ ସଂଘର୍ଷ ମଧ୍ୟ କରିବାକୁ ପଡ଼ିଥାଏ।
Special report
କେଉଁ ଅଭିନେତ୍ରୀ ଙ୍କ କାହାଣୀ ବେଶ ସୁଖ ଦାୟକ ହୋଇଥାଏ ତ ଆଉ କେଉଁ ଅଭିନେତ୍ରୀ ଙ୍କ ଜୀବନ ବେଶ ଯନ୍ତ୍ରଣା ଦାୟକ ହୋଇଥାଏ। ଆଜି ସେଭଳି ଜଣେ ଅଭିନେତ୍ରୀ ଙ୍କ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାର ଅନ୍ତିମ ସମୟ ଖୁବ ଦୁଃଖ ଦାୟକ ଥିଲା।
ଆଜ୍ଞା ହଁ ସେହି ଅଭିନେତ୍ରୀ ଙ୍କ ନାମ ହେଉଛି ନିଶା ନାଉଲ୍। ଯିଏକି ତାମିଲ ତେଲୁଗୁ ଓ ହିନ୍ଦୀ ଚଳଚିତ୍ର ରେ କାମ କରି ବେଶ ପ୍ରଶଂସା ସାଉଁଟି ଛନ୍ତି। ନିଜର ପ୍ରଶଂସା ପାଇଁ ସାଉଥ୍ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ବେଶ ପ୍ରେମ ମଧ୍ୟ ସାଉଁଟି ବାରେ ସଫଳ ହୋଇ ପାରିଥିଲେ ନିଶା।
Special report
୧୯୮୦ ରୁ ୧୯୮୬ ପର୍ଯ୍ୟନ୍ତ ଚଳଚ୍ଚିତ୍ରରେ ଏଭଳି ଅଭିନୟ କରିଥିଲେ ଯେ ସେ ଦର୍ଶକ ମାନଙ୍କ ହୃଦୟର ରାଣୀ ହୋଇ ଯାଇଥିଲେ। ଏହାପରେ ଧୀରେ ଧୀରେ ତାଙ୍କୁ କାମ ମିଳିବା ବନ୍ଦ୍ ହୋଇ ଯାଇଥିଲା।
ଏହାପରେ ଶେଷରେ ସେ ବାଧ୍ୟ ହୋଇ ଦେହ ବ୍ୟବସାୟ କରିଥିଲେ। ଏହା ଦ୍ବାରା ସେ କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରିଥିଲେ। ଏହା ଦ୍ବାରା ସେ ଶେଷରେ ଏଡ୍ସ ଭଳି ମାରାତ୍ମକ ରୋଗର ଶିକାର ହୋଇଥିଲେ।
ଶରୀର ତାଙ୍କର କ୍ଷୟ ହୋଇଗଲା। ଆଉ ତାଙ୍କର ମଧ୍ଯ ଆଉ ପୁର୍ବ ଭଳି ରୂପ ଓ ଯୌବନ ରହିଲା ନାହିଁ। ଶେଷରେ ୨୦୦୭ ମସିହା ଏପ୍ରିଲ୍ ମାସରେ ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲେ ନିଶା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.