Movie prime

ଅଭିଷେକ ଙ୍କ କଥା ନ ମାନି ଶେଷ ରେ ଫିଲ ଦୁନିଆ ରେ ପୁଣି ପାଦ ଦେଲେ ଐଶ୍ୱର୍ଯ୍ୟା: ମୁଁ ଆଉ ଏତେ ଦିନ ଘରେ ବସି ରହିବିନି ହେଲା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ସାଉଥ୍ ସୁପରଷ୍ଟାର ଙ୍କ ସହ ରୋମାନ୍ସ କରିବେ ବଲିଉଡ ର ବିୟୁଟି କୁଇନ ଐଶ୍ୱର୍ଯ୍ୟା।ଐଶ୍ୱର୍ଯ୍ୟା ଙ୍କ ଏହି ଫିଲ୍ମ୍ ର ବଜେଟ ମଧ୍ଯ ଯଥେଷ୍ଟ ଭାବରେ ଅଧିକ ରହିଛି। ଚିରଞ୍ଜିବ ଙ୍କ ପାଇଁ ଏବେ ବେଷ୍ଟ ଅପ୍ସନ୍ ପାଲଟିଛନ୍ତି ଐଶ୍ୱର୍ଯ୍ୟା।
Special Report
ପାରିବାରିକ କଲହକୁ ନେଇ ଚର୍ଚ୍ଚାର ରହିଥିବା ଐଶ୍ୱର୍ଯ୍ୟା ରାୟ ଙ୍କ ଏହି ଆଗାମୀ ଫିଲ୍ମ ତାଙ୍କର ସାଉଥ୍ ଫ୍ୟାନ ମାନଙ୍କ ମନରେ ଉତ୍ସାହ ମଧ୍ଯ ସଂପୂର୍ଣ୍ଣ ଭାବରେ ବଢାଇ ଦେଇଛି।
ମେଗାଷ୍ଟର ଚିରଞ୍ଜିବ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ଐଶ୍ୱର୍ଯ୍ୟା ରାୟ। ଏହି ଫିଲ୍ମ୍ କୁ ଦେଖିବା ପାଇଁ ଫ୍ୟାନ ଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ଫିଲ୍ମ୍ ର ବଜେଟ ମଧ୍ଯ ଖୁବ୍ ଅଧିକ ରହିଛି।
ଏବେ ଏହି ବଲିଉଡ ର ସୁନ୍ଦରୀ ନାୟିକା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଙ୍କୁ ଖୁବ ଶୀଘ୍ର ସିଲଭର ସ୍କ୍ରିନ ରେ ଦେଖିବେ ବୋଲି ଫ୍ୟାନ ମାନେ ବେଶ ଖୁସୀରେ ଅଛନ୍ତି। ପ୍ରାୟତ ସବୁ ଷ୍ଟାର ଙ୍କ ସହ ଐଶ୍ୱର୍ଯ୍ୟା ଙ୍କ ଯୋଡ଼ିକୁ ଦର୍ଶକ ମାନେ ପସନ୍ଦ କରି ଥାଆନ୍ତି।
Special Report
ଏବେ ଏହା ଅନୁମାନ କରାଯାଉଛି କି ସେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ଙ୍କ ସହ ସେ ସ୍କ୍ରିନ ସେୟାର କରି ପାରନ୍ତି। ଅଭିନେତା ଚିରଞ୍ଜିବ ଙ୍କ ସହ ଐଶ୍ୱର୍ଯ୍ୟା ଏକ ନୁଆ ଫିଲ୍ମ୍ ରେ ନଜର ଆସି ପାରନ୍ତି।
ଏହାକୁ ନେଇ ଏବେ କଳ୍ପନା ଜଳ୍ପନା ମଧ୍ୟ ଚାଲିଛି। ଏହା ଏକ ଫଣ୍ଟେସି ଫିଲ୍ମ୍ ହେବା ସହ ଏହାର ବଜେଟ ମଧ୍ଯ ଖୁବ୍ ଅଧିକ ରହିବ ବୋଲି କୁହା ଯାଇଛି। ଆଉ ସୁଚନା ଅନୁସାରେ ଐଶ୍ୱର୍ଯ୍ୟା ଏହି ଫିଲ୍ମ ରେ ସାଇନ୍ ମଧ୍ଯ କରି ସାରିଛନ୍ତି।
ଖୁବ ଶୀଘ୍ର ମଧ୍ଯ ସେ ଏହି ଫିଲ୍ମ ର ସୁଟିଂ ଆରମ୍ଭ କରିବେ ବୋଲି ଏହା ଜଣା ପଡିଛି। ସୁଚନା ଅନୁସାରେ ଏମାନଙ୍କ ଯୋଡ଼ି ଏକ ସମ୍ବେଦନଶୀଳ ମିଶ୍ରଣ ହେବା ପାଇଁ ଯାଉଛି। ଏହା ସାରା ଭାରତରେ ଏକ ଗୁଜବ ମଧ୍ୟ ସୃଷ୍ଟି କରିଛି।
ତେଲୁଗୁ ଚଳଚ୍ଚିତ୍ର ରେ ଏହା ଏକ ଖୁବ ବଡ଼ ଫିଲ୍ମ ହେବା ପାଇଁ ଯାଉଛି। ତାଙ୍କର ଏହି ଫିଲ୍ମ୍ ର ଏକ ଅଂଶ ହିନ୍ଦୀ ଦର୍ଶକ ମାନଙ୍କୁ ମଧ୍ୟ ଆକର୍ଷିତ କରିବ। ତେବେ ଏହି ଫିଲ୍ମ୍ ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.