Movie prime

ଅଭିଷେକ କୁ ଖୁବ୍ ଶୀଘ୍ର ଛାଡ଼ି ଦେଇ ପାରନ୍ତି ଐଶ୍ୱର୍ଯ୍ୟା !! ଭିତରେ ଭିତରେ ଖୁସି ହେଉଛନ୍ତି ସଲମାନ୍

 
Special report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଶୁଣିବାକୁ ମିଳୁଛି ଯେ ଐଶ୍ୱରୀୟା ରାୟ ବଚନ ଯେ କୌଣସି ସମୟରେ ଅଭିଷେକ ବଚ୍ଚନଙ୍କଠାରୁ ଦୂରେଇ ଯାଇପାରନ୍ତି।
ଅଭିନେତା ଅଭିଷେକ ବଚ୍ଚନ ନିଜେ ଏଥିପାଇଁ ଦାୟୀ ଅଟନ୍ତି।ବଲିଉଡର ସୁନ୍ଦର ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଐଶ୍ୱରୀୟା ରାୟ ବଚନ ଙ୍କ ସୁନ୍ଦରତା ସମସ୍ତଙ୍କୁ ପସନ୍ଦ ଆସିଥାଏ।
ଏହି ସୁନ୍ଦର ଅଭିନେତ୍ରୀ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।କାରଣ ୨୦୦୭ ମସିହାରେ ଐଶ୍ୱରୀୟା ରାୟ ବଚନ ଅଭିନେତା ଅମିତାଭ ବଚ୍ଚନଙ୍କ ବୋହୂ ହୋଇଥିଲେ ଏବଂ
ଅମିତାଭ ବଚ୍ଚନ ବହୁତ ସୁନ୍ଦର ଭାବରେ ତାଙ୍କ ପୁଅ ଅଭିଷେକ ବଚନ ଙ୍କ ବାହାଘର କରାଇଥିଲେ।କିନ୍ତୁ ନିକଟରେ କୁହାଯାଉଛି ଯେ ଆଜିକାଲି ବଚ୍ଚନ ପରିବାର ସହିତ ଐଶ୍ୱରୀୟା ରାୟଙ୍କ ସମ୍ପର୍କ ଆଦୌ ଭଲରେ ଚାଲିନାହିଁ।
Special report
ଏବଂ ସେ ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନଙ୍କଠାରୁ ଅଲଗା ହୋଇପାରନ୍ତି।ଗତ କିଛି ଦିନ ହେବ ଐଶ୍ୱରୀୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ସମ୍ପର୍କ ଆଦୌ ଭଲରେ ଚାଲିନଥିବା କୁହାଯାଉଛି।
ଯେତେବେଳେ ଐଶ୍ୱରୀୟା ରାୟ ତାଙ୍କ ପ୍ରିୟ ଝିଅ ଆରାଧ୍ୟାଙ୍କ ସହ ଅମ୍ବାନୀ ପରିବାରର ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏହିଭଳି ଘଟଣା ଦେଖିବାକୁ ମିଳିଥିଲା।ଏବଂ ସମସ୍ତେ ଅଭିଷେକ ବଚ୍ଚନଙ୍କୁ ଖୋଜୁଥିଲେ।
ଏହି କାର୍ଯ୍ୟରେ ଅଭିଷେକ ବଚ୍ଚନଙ୍କୁ ନ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ ଐଶ୍ୱରୀୟା ଯେଉଁଆଡେ ଯାଆନ୍ତି ତାଙ୍କ ସ୍ୱାମୀ ଅଭିଷେକ ଙ୍କୁ ମଧ୍ୟ ଦେଖିବାକୁ ମିଳିଥାଏ।
କିନ୍ତୁ ଅଭିଷେକ ଐଶ୍ୱରୀୟା ଙ୍କ ସହ କାର୍ଯ୍ୟ କ୍ରମରେ ପହଞ୍ଚିବା ପରେ ଦୁହିଁଙ୍କ ମଧ୍ୟରେ ମତଭେଦ ସାମ୍ନାକୁ ଆସିଥିଲା।ମୁକେଶ ଅମ୍ବାନୀଙ୍କ ଘରେ ଆୟୋଜିତ କାର୍ଯ୍ୟକ୍ରମରେ ବଲିଉଡର ସମସ୍ତ ପ୍ରସିଦ୍ଧ ତାରକା ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। 
ଏହି ସମାବେଶରେ ଐଶ୍ୱରୀୟା ରାୟ ମଧ୍ୟ ବହୁତ ଭଲ ପୋଷାକରେ ପହଞ୍ଚିଥିଲେ ଏବଂ ତାଙ୍କ ଝିଅ ତାଙ୍କ ସହିତ ଆସିଥିଲେ।କିନ୍ତୁ ଅଭିଷେକ ଆସି ନଥିଲେ।
ଏହି ବିଷୟରେ ଅଭିଷେକ କହିଛନ୍ତି ଯେ ସେ ତାଙ୍କ ଚଳଚ୍ଚିତ୍ର ପାଇଁ ବିଦେଶରେ ଅଛନ୍ତି।ସେଥିପାଇଁ ସେ ଯାଇ ପାରି ନଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.