Movie prime

ଆଜ୍ଞା ମତେ କହିଲେ ମାସକୁ ଭଲ ସୁଧ ମିଳିବ..୩୩ ଲକ୍ଷ ଦେଇ ଏବେ ନାକରେ କାନ୍ଦୁଚି..

 
Bb
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବର୍ତ୍ତମାନ ସମୟ ରେ କାହାରି କୁ ବିଶ୍ଵାସ କରିବା କଥା ନୁହେଁ।ବର୍ତ୍ତମାନ ସମୟ ରେ କିଛି ଲୋକ ମାନେ ପ୍ରଥମେ ଆପଣ ଙ୍କ ସାଙ୍ଗ ହେବେ ଏହା ପରେ ଆପଣ ଙ୍କୁ ଟଙ୍କା ଠକି ନେଇ ଯିବେ।
ଆଜି ଆମେ ଏଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ପ୍ରଥମେ ଚା ଦୋକାନ ରେ ସାଙ୍ଗ ହୋଇ ଯାଇ ଥିଲେ।ଏହା ପରେ ଧିରେ ଧିରେ ସେୟାର ମାର୍କେଟ ରେ ଟଙ୍କା ଲଗାଇବା କଥା କହି ଏକ କୋଟି ରୁ ଅଧିକ ଟଙ୍କା ଠକି ନେଇ ଯାଇଛନ୍ତି।
Bb
ଗତ କାଲି ଏ ନେଇ ଲକ୍ଷ୍ମୀ ସାଗର ଥାନା ରେ ଅଭିଯୋଗ କରା ଯାଇଚି।ସୂଚନା ଅନୁସାରେ ରାଜେଶ କୁମାର ନାୟକ ନାମକ ଜଣେ ବ୍ୟକ୍ତି ଜଣେ ମହିଳା ଙ୍କ ସହିତ ପ୍ରଥମେ ଚା ଦୋକାନ ରେ ଦେଖା କରି ଥିଲେ।ଏହାର ଦେଢ଼ ବର୍ଷ ପର୍ଯ୍ୟନ୍ତ ଉଭୟ ସାଙ୍ଗ ହୋଇ ରହିଥିଲେ।
ଏହା ପରେ ସେୟାର ମାର୍କେଟ ରେ ଟଙ୍କା ଲଗାଇଲେ ଭଲ ରିଟର୍ଣ୍ଣ ଆସିବ ବୋଲି ସେ କହିଥିଲେ।ଏଥିରେ ମହିଳା ଜଣକ ବହୁତ ଖୁସି ହୋଇ ଯାଇ ଥିଲେ। ଏହା ପରେ ସେ ରାଜେଶ ଙ୍କୁ କିଛି ଟଙ୍କା ଦେଇ ଥିଲେ।
Jj
ପ୍ରଥମେ ପ୍ରଥମେ ଏହି ଟଙ୍କା ର ରିଟର୍ଣ୍ଣ ଆସି ଥିଲା।ହେଲେ ପରେ ଧିରେ ସେ ଟଙ୍କା ଦେବା ବନ୍ଦ କରି ଦେଇ ଥିଲା।ସେ ପାଖାପାଖି ମହିଳା ଙ୍କ ଠାରୁ ୩୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।ଏବେ ଦେଖା ସାକ୍ଷାତ ଦେଇ ନାହାନ୍ତି।
ତେବେ ରାଜେଶ ଏଭଳି ଅନ୍ୟ ଜଣେ ବ୍ୟକ୍ତି ଙ୍କ ସହିତ ମଧ୍ୟ କରିଛନ୍ତି।ତାଙ୍କ ଠାରୁ ପାଖାପାଖି ୮୦ ଲକ୍ଷ ଟଙ୍କା ଠକି ନେଇଛନ୍ତି।ପ୍ରଥମେ ତାଙ୍କର ଜଣେ ବିଶ୍ଵସ୍ଥ ସାଙ୍ଗ ହୋଇ ଥିଲେ।ପରେ ତାଙ୍କୁ ଠକି ଚାଲି ଯାଇଛନ୍ତି।
ତେବେ ଆପଣ ମାନେ ଏ ନେଇ ସଚେତନ ହୋଇ ଯାଆନ୍ତୁ।ବର୍ତ୍ତମାନ କେତେ ପ୍ରକାର ଠକ ରାସ୍ତା ରେ ବୁଲୁଛନ୍ତି।ସମସ୍ତେ ଏପରି ସାଙ୍ଗ ହେବେ ପରେ ସେମାନଙ୍କୁ ଠକି ଚାଲି ଯିବେ।ତେବେ ଦେଖିବାକୁ ବାକି ରହିଲା କେବେ ସେହି ମହିଳା ଙ୍କ ଟଙ୍କା ଫେରସ୍ତ ମିଳୁଚି।ଓ ରାଜେଶ ଙ୍କୁ କେବେ ଜେଲ ଦଣ୍ଡ ମିଳୁଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.