Movie prime

ଅଚଳ ହୋଇଯିବ ପ୍ୟାନ କାର୍ଡ! ଦେଖନ୍ତୁ କେବେ ଠୁ ଘଟିବ ଏମିତି ଆଉ କଣ କରିବେ ତା ଆଗରୁ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ବଡ଼ ଖବର ଆସି ପହଞ୍ଚିଛି କି ଆଉ କାମ କରିବ ନାହିଁ ପ୍ୟାନ କାର୍ଡ। ପ୍ୟାନ କାର୍ଡ ଥିଲେ ଛଅ ମାସ ଜେଲ ପଠାଇବେ ସରକାର।
ଏଥିପାଇଁ ସରେଣ୍ଡର କରି ଦିଅନ୍ତୁ ଆପଣଙ୍କ ପ୍ୟାନ କାର୍ଡ। ଏଭଳି ନକଲେ ବୋଧ ହୁଏ ଆପଣଙ୍କୁ ଏଥିପାଇଁ ଜୋରିମାନା ମଧ୍ୟ ଦେବାକୁ ପଡିବ। ଏହି ନିୟମ କୁ ଏବେ ଭାରତ ସରକାର ମଧ୍ଯ ଜାରି କରିଛନ୍ତି। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ଯ ସତ।
ସରକାରୀ ଆୟକାରୀ ବିଭାଗ ପ୍ୟାନ କାର୍ଡ ଧାରୀ ମାନଙ୍କ ପାଇଁ ଏଭଳି କିଛି ନିୟମ କରିଥିବାର ସୁଚନା ଦେଇଛନ୍ତି। ଏବଂ ଏହାକୁ ପାଳନ କରିବା ମଧ୍ଯ ନିଶ୍ଚିତ ଭାବରେ ବାଧ୍ୟତା ମୂଳକ ଅଟେ।
ଏହାକୁ ମଧ୍ଯ ଆପଣ ମାନେ ପାଳନ ନକରି ରହି ପାରିବେ ନାହିଁ। ଯଦି ଆପଣ ସରକାର ଙ୍କ ଆଦେଶ କୁ ପାଳନ କରୁ ନାହାଁନ୍ତି ତେବେ ଆପଣ ସରକାର ଙ୍କୁ ଧୋକା ଦେଉଛନ୍ତି ବୋଲି ଧରି ନିଆ ଯିବ। ଏହା ପାଇଁ କଠିନ ଦଣ୍ଡ ବ୍ୟବସ୍ଥା ମଧ୍ୟ ରହିଛି।
ଆପଣ ମାନେ ଜାଣିଥିବେ କି ଏବେ ପ୍ୟାନ କାର୍ଡ କୁ ଆଧାର କାର୍ଡ ସହ ଲିଙ୍କ୍ କରିବା ବଧ୍ୟାତା ମୂଳକ ହୋଇ ସାରିଛି। ଯଦି ଆପଣ ୩୧ ମାର୍ଚ୍ଚ ସୁଦ୍ଧା ଆଧାର କାର୍ଡ ସହ ପ୍ୟାନ କାର୍ଡ କୁ ଲିଙ୍କ୍ ନକରି ଛନ୍ତି ତେବେ ଏପ୍ରିଲ ୧ ରୁ ଆପଣଙ୍କ ପ୍ୟାନ କାର୍ଡ କାମ କରିବା ବନ୍ଦ କରିଦେବ।
ଖାଲି ସେତିକି ନୁହେଁ ଦଶ ହଜାର ଟଙ୍କାର ଜୋରିମାନା ମଧ୍ୟ ଆପଣଙ୍କ ଉପରେ ଲାଗିବ , ଯଦି ଆପଣ ଲିଙ୍କ୍ କରି ନାହାଁନ୍ତି ତେବେ ଆପଣଙ୍କ ଜରୁରୀ କାଗଜ ମଧ୍ୟ ଅଧା ରେ ଅଟକି ରହି ଯାଇ ପାରେ।
ଯଦି ପ୍ୟାନ କାର୍ଡ ଅଛି ତେବେ ଏଥିପାଇଁ ଆପଣଙ୍କୁ ଛଅ ମାସ ପର୍ଯ୍ୟନ୍ତ ଜେଲ ମଧ୍ୟ ହୋଇ ପାରେ। ଏହା କେବଳ ଗୋଟିଏ ନାମରେ ଦୁଇଟି ପ୍ୟାନ କାର୍ଡ ଥିବା କ୍ଷେତ୍ରରେ କାର୍ଯ୍ୟକାରୀ ହେବ।
ଯଦି ଆପଣଙ୍କ ନିକଟରେ ଦୁଇଟି ପ୍ୟାନ କାର୍ଡ ଅଛି ତେବେ ଆପଣ ମାନେ ସାବଧାନ ହୋଇ ଯାଆନ୍ତୁ। ଦୁଇଟି ପ୍ୟାନ କାର୍ଡ ଯାହା ନିକଟରେ ଥିବ ସେ ସରକାର ଙ୍କ ଆଖିରେ ଏକ ଅପରାଧୀ ବୋଲି ଘୋଷଣା କରା ଯାଇଛି।