Movie prime

ଆସିଲା ବଡ ଦୁଃଖ ଖବର ଦେଖନ୍ତୁ ଚାଲିଗଲେ ଏହି ଲୋକପ୍ରିୟ ହାସ୍ୟ ଅଭିନେତା ଅଚାନକ ଏମିତି ଭାବେ ହେଲା ପରଲୋକ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ ଖବର ଜାଣିପାରିବେ । ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ଆପଣମାନେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଥିବେ । ଏବେ କିଛି ଖବର ଆସିଛି । 
ଆମ ଦେଶ ହେଉଛି କଳା ଆଉ ସଂସ୍କୃତିର ଦେଶ । ଆମ ଦେଶରେ ଅନେକ କଳାକାର ରହିଛନ୍ତି । ଅନେକ କଳାକାର ଏହି ଦୁନିଆ ଆଉ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି । କଳାକାରମାନେ ଲୋକମାନଙ୍କର ମନୋରଞ୍ଜନ ପାଇଁ ସବୁବେଳେ ସୁନ୍ଦର ସୁନ୍ଦର ଅଭିନୟ କରିଥାନ୍ତି।
Special report
ଆଉ ସେମାନେ ତାଙ୍କ ଅଭିନୟ ମାଧ୍ୟମରେ ଲୋକମାନଙ୍କୁ ନିଜର କରିଥାନ୍ତି । ଲୋକମାନଙ୍କୁ ହସାଇଥାନ୍ତି । ଲୋକମାନେ ସବୁବେଳେ ଫିଲ୍ମ୍ ବା ଧାରାବାହିକ ଦେଖିବାକୁ ପସନ୍ଦ କରିଥାନ୍ତି । 
ଆଉ ଏବେ ଏହି ସିନେମା ଜଗତକୁ ନେଇ ଏକ ଦୁଃଖଦ ଖବର ଆସିଛି । ଲୋକପ୍ରିୟ ହାସ୍ୟ ଅଭିନେତା ଏହି ଦୁନିଆରେ ନାହାଁନ୍ତି । ସେ ସବୁଦିନ ପାଇଁ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି ।ଏବେ ଏହି ସିନେମା ଜଗତର ଦୁଃଖ ଆଉ କଳାକାରଙ୍କୁ ହରାଇଥିବା ଖବର ସାମ୍ନାକୁ ଆସିଛି ।
Special report
ଲୋକମାନେ ଏହି ଖବର ଶୁଣି ଦୁଃଖରେ ଭାଙ୍ଗି ପଡିଛନ୍ତି । ଏହି ହାସ୍ୟ ଅଭିନେତା ଜଣକ ୬୬ ବର୍ଷ ବୟସରେ ମୃ-ତ୍ୟୁବରଣ କରିଛନ୍ତି । ସେ ଅନେକ ସିନେମା କରିଛନ୍ତି । ତାଙ୍କ ବିୟୋଗରେ ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି ।
Special report
ଏହି ଲୋକପ୍ରିୟ ହାସ୍ୟ ଅଭିନେତା ସଫଳ ଫିଲ୍ମରେ କାମ କରିଛନ୍ତି । ସେ କେବଳ ଜଣେ କଳାକାର ନୁହଁନ୍ତି ସେ ଜଣେ ନିର୍ଦ୍ଦେଶକ ମଧ୍ୟ । ଏହି ଲୋକପ୍ରିୟ ଅଭିନେତା ଜଣକ ୧୯୫୬ ମସିହା ଅକ୍ଟୋବର ମାସ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ନାମ ହେଉଛି ଆର ଏ ଶିବାଜୀ ।
ସେ କମଲ ହାସନଙ୍କ ଫିଲ୍ମରେ ଅଭିନୟ କରିଥିଲେ । ତାଙ୍କର ସ୍ଥାନ ସିନେମା ଜଗତରେ ଅପୂରଣୀୟ ଅଟେ । ତାମିଲ ଅଭିନେତା ଜଣକର ମୃ-ତ୍ୟୁରେ ସିନେମା ଜଗତ ଦୁଃଖରେ ଭାଙ୍ଗି ପଡ଼ିଛି । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।