Movie prime

ଅଚାନକ ଭାବେ ମୃତ୍ୟୁ ବରଣ କଲେ ଏହି ଲୋକପ୍ରିୟ କଳାକାର ଦେଖନ୍ତୁ ଭୋ ଭୋ ହେଇ କାନ୍ଦୁଛି ସାରା କଳାକାର ଜଗତ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ।
Special report
ଆପଣମାନେ ସମସ୍ତେ ତ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣିଥିବେ। ତେବେ ବନ୍ଧୁଗଣ ମନରଞ୍ଜନ ଦୁନିଆରୁ ଆସିଲା ଏକ ବଦଦୁଃଖଦ ଖବର। 
ପ୍ରସିଦ୍ଧ କଳାକାର କଳାକାରଙ୍କ ମୃ-ତ୍ୟୁରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି। ଆମ ଦେଶ ହେଉଛି କଳାକାର ଏବଂ ସଂସ୍କୃତିର ଦେଶ ଏଠାରେ ଅନେକ କଳାକାର ରହିଛନ୍ତି।
Special report
ନାଚ ହେଉ ବା ଗୀତ ହେଉ ଭାରତ ସବୁଠାରୁ ଆଗରେ। ଯଦି ଜଣେ ସାଧାରଣ ଲୋକର ମୃ-ତ୍ୟୁ ହୁଏ ତାଙ୍କ ପାଇଁ କେହି ବି ଜଣେ ଲୁହ ଗଡ଼ାଇ ନଥାନ୍ତି। ଯଦି ଜଣେ ସେଲିବ୍ରେଟିର ମୃ-ତ୍ୟୁ ହୁଏ ତାଙ୍କ ପାଇଁ ସମସ୍ତେ ଲୁହ ଗଡ଼ାଇ ଥାଆନ୍ତି। 
କାରଣ ସେ ନିଜ କଳାକୁ ଲୋକଙ୍କ ଆଗରେ ପ୍ରଦର୍ଶିତ କରି ବେଶ ଲୋକ ପ୍ରିୟତା ହାସଲ କରିଥାଆନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଗୌତମଙ୍କୁ ଘରୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
Special report
ଗୌତମ ରଘୁନାଥ ଠାକୁରଙ୍କ ରକ୍ତ କରାବି ସମେତ ୮୦ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଥିଲେ। ଏହା ବ୍ୟତୀତ ଗୌତମ ୨୦୧୯ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ନିର୍ବାଣାରେ ନିର୍ଦ୍ଦେଶନା ଦେଇଥିଲେ। ଦର୍ଶକ ମାନେ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ ମଧ୍ୟ କରିଥିଲେ। 
ଗୌତମ ଅନେକ ବଙ୍ଗୀୟ କଳାକାରଙ୍କୁ ଉଚ୍ଚସ୍ତରକୁ ନେଇ ସେମାନଙ୍କ କ୍ୟାରିୟର ଗଢ଼ିଛନ୍ତି। ବଙ୍ଗଳା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଏବଂ ତାଙ୍କ ପ୍ରଯୋଜକ ଅନୁଗାମୀ ଗୌତମ ଦେ-ହା-ନ୍ତରେ ବହୁତ ଦୁଃଖିତ ହୋଇଛନ୍ତି।
ଚଳଚ୍ଚିତ୍ରର ନିର୍ମାତା ଗୌତମଙ୍କର ହୃଦଘାତରେ ମୃ-ତ୍ୟୁ ହୋଇଛି। ଗୌତମଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ବଙ୍ଗଳା ସିନେମା ଜଗତରେ ଶୋକର ଲହରୀ ଖେଳି ଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.