Movie prime

ହେ ଭଗବାନ ! ଅଚାନକ ବଚ୍ଚନ ପରିବାର ରୁ ଆସିଗଲା ବହୁତ ବଡ଼ ଦୁଃଖ ଖବର୍, ଚିକେନ ଖାଇ ବସିଥିଲା ବେଳେ ଚାଲିଗଲା ଜୀବନ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅମିତାଭ ବଚ୍ଚନ ହେଉଛନ୍ତି ବଲିଉଡ ର ଏଭଳି ଏକ ଅଭିନେତା ଯାହାଙ୍କ ସମ୍ପର୍କରେ ସୋସିଆଲ ମିଡ଼ିଆ ଖୁବ ଚର୍ଚ୍ଚା ମଧ୍ୟ ହୋଇଥାଏ।
Special report
ଲୋକମାନେ ତାଙ୍କୁ ପରଦା ଉପରେ ଦେଖିବା ପାଇଁ ଖୁବ୍ ପଶନ୍ଦ ମଧ୍ଯ କରନ୍ତି। ଆଜି ଏହି ଅଭିନେତା ପ୍ରତ୍ୟେକ ଲୋକଙ୍କ ଘରେ ଘରେ ବେଶ ଭଲ ଭାବରେ ପରିଚିତ ଅଟନ୍ତି। ତେବେ ଆପଣ ମାନେ ଜାଣିଥିବେ କି ଅମିତାଭ ବଚ୍ଚନ ଙ୍କୁ ବର୍ତ୍ତମାନ୍ ୮୦ ବର୍ଷ।
ଆଉ ସେ ୮୦ ବର୍ଷ ବୟସରେ ମଧ୍ୟ ତାଙ୍କର କଠିନ ପରିଶ୍ରମ ଜାରି ରଖିଛନ୍ତି। ଆଉ ଲୋକ ମାନଙ୍କୁ ମନୋରଞ୍ଜନ କରିଛନ୍ତି। ଆଗରୁ ଯେମିତି ଲୋକ ମାନେ ତାଙ୍କୁ ପସନ୍ଦ କରୁଥିଲେ। ଏବେ ମଧ୍ୟ ତାଙ୍କୁ ଠିକ୍ ସେହି ଭଳି ଭାବରେ ପସନ୍ଦ କରୁଛନ୍ତି।
Special report
ନିକଟରେ ଏକ ବଡ଼ ଖବର ଆସି ପହଞ୍ଚିଛି କି ରବିବାର ଦିନ ରାତିରେ ଅମିତାଭ ବଚ୍ଚନ ତାଙ୍କର ଅନ୍ତିମ ନିଶ୍ବାସ ନେଇଛନ୍ତି। ଯାହାକୁ ନେଇ ଏବେ ଚାରିଆଡ଼େ ମଧ୍ୟ ଚର୍ଚ୍ଚା ହେବାରେ ଲାଗିଛି।
ଆଉ ଚାରିଆଡ଼େ ମଧ୍ଯ ଶୋକ ର ଲହରୀ ଖେଳି ଯାଇଛି। ଅମିତାଭ ବଚ୍ଚନ ଙ୍କ ବିୟୋଗରେ ତାଙ୍କର ସ୍ତ୍ରୀ ଓ ପିଲା ମାନଙ୍କ ଆଖିରୁ ଲୁହ ସୁଖୀ ବାର ନାଆଁ ହିଁ ନେଉ ନାହିଁ।
Special report
ହେଲେ ଆମେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ କି ଏହି ଯେଉଁ ଅମିତାଭ ବଚ୍ଚନ ଙ୍କ ଦେହାନ୍ତ ସମ୍ପର୍କରେ ଆପଣଙ୍କୁ କହୁଛୁ। ସେ ଏକ ଦିଗ୍ଗଜ କଳାକାର ନୁହଁନ୍ତି। ବରଂ ସେ ହେଉଛନ୍ତି ଏକ ସାଧାରଣ ମଣିଷ ଯାହାଙ୍କ ଦେହାନ୍ତ ହୋଇ ଯାଇଛି।
ଆଉ ଏବେ ଏହି ଖବର ପ୍ରସାରିତ ହେବା ପରେ ଯେହେତୁ ନାମ ଏକା ଅଛି ସେଥିପାଇଁ ସମସ୍ତେ ଅମିତାଭ ବଚ୍ଚନ ବୋଲି ଭାବି ନେଇଛନ୍ତି।
Special report
ତେବେ ଆମେ ଆପଣଙ୍କୁ କହି ରଖିବାକୁ ଯାଉଛୁ କି ଇଏ ଜଣେ ଅଭିନେତା ନୁହଁନ୍ତି ବରଂ ହେଉଛନ୍ତି ଜଣେ ସାଧାରଣ ବ୍ୟକ୍ତି। ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.