Movie prime

ହେ ଭଗବାନ୍ ଅଚାନକ ୟେ କଣ ସବୁ ହୋଇଗଲା...ଶୋଇଥିବା ଅବସ୍ଥା ରେ ପଙ୍କ ପଙ୍କଜ ଉଦାସଙ୍କ ଦେହାନ୍ତ ହୋଇଗଲା..

 
Special report
ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ପୁଣି ଥରେ ବଲିଉଡ ରେ ଶୋକ ର ଛାୟା ଖେଳି ଯାଇଛି।ଦୀର୍ଘ କିଛି ଦିନ ହେବ ବଲିଉଡ ରେ ଏଭଳି ଅନେକ ଖବର ଆପଣ ମାନେ ଶୁଣି ଥିବେ।ଅନେକ ନାମୀ ଦାମୀ ଅଭିନେତା ଓ ଅଭିନେତ୍ରୀ ମାନେ ଏ ଦୁନିଆ କୁ ଅଲବିଦା କହି ଦେଇଛନ୍ତି।
Special report
ପୁଣି ଥରେ ଆଜି ସେଭଳି ଜଣେ ବଲିଉଡ ର କଳାକାର ଙ୍କ ମୃ-ତ୍ୟୁ ଘଟିଛି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଗଜଲ୍ ରେ କଳାକାର ପଙ୍କଜ ଉଦାସ।
ସୂଚନା ଅନୁସାରେ ସେ ଏ ଦୁନିଆ କୁ ଅଲବିଦା କହି ସାରିଛନ୍ତି।ଏ ନେଇ ଗତ କାଲି ତାଙ୍କ ଝିଅ ସୋସିଆଲ ମିଡିଆ ମାଧ୍ୟମ ରେ ସୂଚନା ଦେଇଛନ୍ତି।ଏହି ଖବର ପ୍ରଚାରିତ ହେବା ପରେ ସମସ୍ତଙ୍କ ଆଖି ରେ ଏବେ ଲୁହ ଭରି ଯାଇଛି।
ବଲିଉଡ ରେ ଶୋକ ର ଛାୟା ଖେଳି ଯାଇଛି।୭୨ ବର୍ଷ ବୟସ ରେ ସେ ଏହି ଦୁନିଆ ଛାଡି ଚାଲି ଯାଇଛନ୍ତି।ଗଜଲ୍ ରେ ସୁନ୍ଦର ଭାବେ ଗୀତ ଗାଇ ଥିଲେ।ଏହା ପରେ ଲୋକ ମାନେ ତାଙ୍କୁ ଜାଣିବାକୁ ଆରମ୍ଭ କଲେ।
Special report
ନାମ୍ ଫିଲ୍ମ ରେ ସେ ଚିଠି ଆଇ ହେ ଗୀତ କୁ ଗାଇ ଥିଲେ।ଏହି ଗୀତ ହିଁ ତାଙ୍କ ଜୀବନ ର ମୋଡ ବଦଳାଇ ଦେଇ ଥିଲା।ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।ନିଜ ଜୀବନ ରେ ସେ ଅନେକ ଫିଲ୍ମ ରେ ଗୀତ ଗାଇ ଛନ୍ତି।
୨୦୦୬ ମସିହା ରେ ପଙ୍କଜ ଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରା ଯାଇ ଥିଲା।ତାଙ୍କ ମୃ-ତ୍ୟୁ ପରେ ଅନେକ ପ୍ରଶଂସକ ମାନେ ତାଙ୍କର ଶୋକ ପ୍ରକାଶ କରିଛନ୍ତି।ଏଭଳି ଜଣେ ଅଭିନେତା ଏତେ ଶୀଘ୍ର ସମସ୍ତ ଙ୍କୁ ଛାଡି ଚାଲି ଯିବେ ବୋଲି କେହି ବିଶ୍ଵାସ କରି ନ ଥିଲେ।
ଫେବୃଆରୀ ୨୬ ତାରିଖ ସକାଳେ ତାଙ୍କର ଏକ ଘରୋଇ ହସ୍ପିଟାଲରେ ଦେ-ହା-ନ୍ତ ହୋଇଚି।ତାଙ୍କ ଝିଅ ଏ ନେଇ ସମସ୍ତ ଙ୍କୁ ଜଣାଇ ଥିଲେ।
ତାଙ୍କ ମୃ-ତ୍ୟୁ ରେ ତାଙ୍କ ପରିବାର ଲୋକେ ଦୁଃଖ ରେ ଭାଙ୍ଗି ପଡିଛନ୍ତି।ମାତ୍ର ୬ ବର୍ଷ ବୟସ ରୁ ସେ ବଲିଉଡ ରେ ପ୍ରବେଶ କରି ଥିଲେ।ଏହା ପର ଠାରୁ ସେ କେବେ ହେଲେ ବି ପଛ କୁ ଚାହିଁ ନାହାଁନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.