Movie prime

ଅଚାନକ ରାତି ଅଧ୍ ରେ ଉର୍ବଶୀ ର ରୁମ୍ ରେ ପଶିଗଲେ ହନି।୭ କୋଟି ର କେକ୍ କାଟି ମନେଇଲେ ଜନ୍ମଦିନ...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜନ୍ମଦିନ ରେ ୩ କୋଟି ଟଙ୍କାର କେକ୍ କାଟିଲେ ଉର୍ବଶୀ। ଜନ୍ମଦିନରେ ସୁନାର କେକ୍ ଗିଫ୍ଟ କଲେ ହନି ସିଂ। ଉର୍ବଶୀ ଙ୍କ ସୁନାର କେକ୍ ପାଇଁ ଆରମ୍ଭ ହୋଇଛି ଏବେ ଚର୍ଚ୍ଚା।
Special report
ଉର୍ବଶୀ ତାଙ୍କର ଲୁକ୍ ସହ ତାଙ୍କର ନୃତ୍ୟ ଶୈଳୀ ପାଇଁ ବେଶ ଜଣାଶୁଣା ଅଟନ୍ତି। ନିଜର ମ୍ୟୁଜିକ ଭିଡିଓ ଓ ବ୍ୟକ୍ତିଗତ ଜୀବନ କୁ ନେଇ ଖୁବ ଚର୍ଚ୍ଚା ରେ ସେ ରହିଥାନ୍ତି। ଅନେକ ସମୟରେ ତାଙ୍କର ଫଟୋ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହୋଇଥାଏ।
ଏବେ ଉର୍ବଶୀ ଙ୍କ ଆଉ ଏକ ଫଟୋ ଖୁବ ଭାଇରାଲ୍ ହେବାରେ ଲାଗିଛି। ଫଟୋ ରେ ସେ ତିନି କୋଟି ଟଙ୍କା ର କେକ୍ କାଟୁଥିବା ନଜର ଆସିଛନ୍ତି। ଫେବୃଆରୀ ୨୫ ରେ ଉର୍ବଶୀ ତାଙ୍କର ୩୦ ତମ ଜନ୍ମଦିନ ପାଳନ କରିଛନ୍ତି।
ନିଜ ଜନ୍ମଦିନ କୁ ସେ ଏକ ନିଆରା ଢଙ୍ଗରେ ପାଳନ କରି ଥିବାର ଦେଖିବାକୁ ମିଳିଥିଲା। ଏହାର ଫଟୋ ମଧ୍ୟ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ଖୁବ ଚର୍ଚ୍ଚା ହେଉଛି।
Special report
ବିଶେଷ କରି ରାପର୍ ହନି ସିଂ ତାଙ୍କୁ ଦେଇଥିବା ଉପହାର କୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। କୁହା ଯାଉଛି କି ହନି ସିଂ,ଉର୍ବଶୀଙ୍କ ଜନ୍ମ ଦିନ ରେ ତାଙ୍କୁ ଏକ ସୁନା ର କେକ୍ ଦେଇଛନ୍ତି।
ତାଙ୍କର ଏହି ଜନ୍ମଦିନ କେକ୍ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଏକ ହଳଦିଆ ରଙ୍ଗର କେକ୍ କାଟୁ ଥିବାର ଦେଖିବାକୁ ମିଳିଥିଲା। କେକ୍ ଟି ସୁନାର ଓ ଏହାର ମୂଲ୍ୟ ତିନି କୋଟି।
ଏହାର ମୂଲ୍ୟ ଜଣା ପଡ଼ିବା ପରେ ଲୋକେ ଏବେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଏଭଳି ଏତେ ଦାମୀ କେକ୍ ଆଣିବାକୁ ନେଇ ହନି ସିଂ କହିଥିଲେ କି ସେ ଏଭଳି ବିଶେଷ ଦିନ ପାଇଁ ବିଶେଷ କିଛି ଦେବାକୁ ଚାହୁଁ ଥିଲେ।
ସେ କହିଛନ୍ତି ଏହା ଦ୍ବାରା ଲୋକେ ମନେ ରଖିବେ କି କେହି ତାଙ୍କର ସହ କଳାକାର ଙ୍କ ପାଇଁ ଏପରି କିଛି କରିଥିଲେ। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.