Movie prime

କେଜାଣି ଅଚାନକ ରାତି ରେ ଢୋ କିନା ଶବ୍ଦ ହେଲା, ସକାଳୁ ଦେଖିଲୁ ଯେ ଭେଣ୍ଡିଆ ପୁଅ ମରି ଶୋଇଛି...

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ମୃ-ତ୍ୟୁ କେତେବେଳେ କାହା ଭାଗ୍ୟ ରେ ଆସି ଥାଏ ତାହାକୁ କେହି ଜାଣି ନାହାଁନ୍ତି।ଯେଉଁ ପୁଅ ସବୁଦିନ ଗୋଟିଏ ରାସ୍ତା ରେ କାମ କରିବା ପାଇଁ ଯାଏ। ସେହି ରାସ୍ତା ହିଁ ତାର ଜୀବନ ନେଇ ଯିବ ଏ କଥା କେହି ଭାବି ନ ଥିଲେ।
Special report
ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବାରିପଦା ଅଞ୍ଚଳ ରେ।ସେଠାରେ ସେଠାରେ ଅନ୍ଧାର କିଟି କିଟି ରାସ୍ତା ରେ ଚାଲି ଯାଇଚି ଜଣେ ବ୍ୟକ୍ତି ଙ୍କ ଜୀବନ।ଗାଡ଼ି ନେଇ ଆସୁ ଥିବା ସମୟ ରେ ହଟାତ ରାସ୍ତା ରେ ଥିବା ଡିଭାଇଡର ରେ ପିଟି ହୋଇ ଚାଲି ଯାଇଚି।
ସୂଚନା ଅନୁସାରେ ଗତ କାଲି ରାତି ରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।ଝରପୋଖରିଆ ଥାନା ଅଞ୍ଚଳ ର ବିକ୍ରମ ନାମକ ଜଣେ ଯୁବକ ସବୁଦିନ ସେହି ରାସ୍ତା ରେ ଯିବା ଆସିବା କରନ୍ତି। ଘରେ ତାଙ୍କର ସ୍ତ୍ରୀ ଗୋଟିଏ ଅଢେଇ ବର୍ଷ ର ପୁଅ ଓ ମା ଅଛନ୍ତି।
ବାପା ତାଙ୍କର ବିହାର ରେ ରହି କାମ କରନ୍ତି।ବିକ୍ରମ ସବୁଦିନ ସେହି ରାସ୍ତା ଦେଇ କାମ କରିବାକୁ ଯାଉ ଥିଲେ। ଫେରୁ ଫେରୁ ବହୁତ ରାତି ହୋଇ ଯାଇ ଥାଏ।ହେଲେ ଘଟଣା ଦିନ ସେ ଆସୁ ଥିବା ସମୟ ରେ ରାସ୍ତା ରେ ଖୁବ୍ ଅନ୍ଧାର ହୋଇ ଥିବା ଯୋଗୁଁ ତାଙ୍କୁ କିଛି ଦେଖା ଯାଇ ନ ଥିଲା।
Special report
ସେ ରାସ୍ତା ରେ ଥିବା ଡିଭାଇଡ଼ର ରେ ଗାଡ଼ି ପିଟି ଦେଇଥିଲେ। କିଛି ସମୟ ପାଇଁ ସେଠାରେ ପଡ଼ି ରହିଲେ।ଏହା ପରେ ଗ୍ରାମ ର କିଛି ଲୋକ ମାନେ ତାଙ୍କୁ ପଡ଼ି ଥିବାର ଦେଖି ସଙ୍ଗେ ସଙ୍ଗେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରି ଥିଲେ।
ସେଠାରେ ବିକ୍ରମ ଙ୍କୁ ଡାକ୍ତର ମୃ-ତ ବୋଲି ଘୋଷଣା କରି ଥିଲେ।ଏହାକୁ ଶୁଣିବା ପରେ ତାଙ୍କ ପରିବାର ରେ ଶୋକ ର ଛାୟା ଖେଳି ଯାଇଛି।ଏଡେ ବଡ ପୁଅ ର ଜୀବନ ଚାଲି ଯାଇଚି।ଯାହାକୁ ଶୁଣି ତାଙ୍କ ମା ନିଜକୁ ସମ୍ଭାଳି ପାରି ନାହାନ୍ତି।
ବିକ୍ରମ ସବୁଦିନ ପରି ସେହି ରାସ୍ତା ରେ ଯାଆନ୍ତି।ହେଲେ ହଟାତ ଏଭଳି କିଛି ଘଟଣା ଘଟିବ ତାହାକୁ କେହି ବିଶ୍ବାସ କରି ନାହାନ୍ତି।ବିକ୍ରମ ଙ୍କ ପରିବାର ରେ ତାଙ୍କ ବାପା ମା ସ୍ତ୍ରୀ ଓ ଛୋଟ ପୁଅ ଟି ଏ ରହିଛି।
ତାଙ୍କ ର ଏଭଳି ଅକାଳ ବି-ୟୋ-ଗ ହୋଇଚି।ରାସ୍ତା ଦୁର୍ଘଟଣା ରେ ତାଙ୍କ ଜୀବନ ଚାଲି ଯାଇଚି।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା।ଏହା ପରେ ତାଙ୍କ ଗାଁ କୁ ଶବ ପଠା ଯାଇ ଥିଲା।