Movie prime

ଅଚାନକ ସଲମାନ୍ ଆଉ ଐଶ୍ୱର୍ଯ୍ୟା ହେଉଥିଲେ କୁଣ୍ଢାକୁଣ୍ଢି ଆଉ ସାମ୍ବାଦିକ ମାନେ ଘେରିଗଲେ.. ଯେତେ ହେଲେ ୩୦ ବର୍ଷ ର ପ୍ରେମ କଣ ଭୁଲି ହେବ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦୀପାବଳୀ ପାର୍ଟି ରେ ଫ୍ୟାନ ଙ୍କୁ ମିଳିଲା ସରପ୍ରାଇଜ। ଐଶୋର୍ଯ୍ୟା ରାୟ ଙ୍କୁ ଆଲିଙ୍ଗନ କରିଥିଲେ ସଲମାନ୍ ଖାନ। ଏହି ଭିଡିଓ ଦେଖିବା ପରେ ଏବେ ତାଙ୍କର ଫ୍ୟାନ ମାନେ ସଂପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି।
Special report
ତେବେ ଆପଣ ମାନେ ଜାଣିଥିବେ କି ବିଭିନ୍ନ ପ୍ରକାରର ଉତ୍ସବକୁ ନେଇ ବଲିଉଡ ର ପାର୍ଟି ଆୟୋଜିତ ହୋଇଥାଏ। ଯେଉଁଥିରେ କି ଅନେକ ବଲିଉଡ ସେଲିବ୍ରିଟି ମାନେ ଏକତ୍ରିତ ହୋଇ ଥାଆନ୍ତି।
କେତେକ ଖବର ଫ୍ୟାନ ମାନଙ୍କ ମନୋରଞ୍ଜନ କରିବା ସହ ଆଉ କେତେକ ଖବର ମଧ୍ଯ ଫ୍ୟାନ ମାନଙ୍କୁ ସଂପୂର୍ଣ୍ଣ ଭାବରେ ଚକିତ କରି ଦେଇଥାଏ। ଆଉ ଏହି ସମୟରେ ମଧ୍ଯ ବଲିଉଡ ରେ ଏବେ ଦୀପାବଳୀ ପାର୍ଟି ଜୋରଦାର ଚାଲିଛି।
ପ୍ରତିଦିନ କିଛି ସେଲିବ୍ରିଟି ଏହି ଦୀପାବଳୀ ପାର୍ଟି ଆୟୋଜନ କରନ୍ତି। ଆଉ ଏଥିରେ ମଧ୍ୟ ଅନେକ ସେଲିବ୍ରିଟି ମାନେ ଅଂଶ ଗ୍ରହଣ କରିଥାଆନ୍ତି। ଏବେ ଏହି ପାର୍ଟି ର ଫଟୋ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି।
Special report
ଏହି ପାର୍ଟି ରେ ସମସ୍ତେ ସେଲିବ୍ରିଟି ମାନଙ୍କ ଲୁକ୍ ଦେଖିବା ପାଇଁ ଅପେକ୍ଷା କରି ରହିଥାନ୍ତି। ନିକଟରେ ଫ୍ୟାସନ ଡିଯାଇନର ମନୀଷ ମାଲହୋତ୍ରା ଏକ ଦୀପାବଳୀ ପାର୍ଟି ର ଆୟୋଜନ କରିଥିଲେ।
ଆଉ ଏଥିରେ ସଲମାନ୍ ଖାନ ଓ ଐଶୋର୍ଯ୍ୟା ରାୟ ମଧ୍ୟ ପହଞ୍ଚି ଥିଲେ। ଆଉ ଏହି ପାର୍ଟି ରୁ ସଲମାନ୍ ଏବଂ ଐଶୋର୍ଯ୍ୟା ରାୟ ଙ୍କ ଏକ ଫଟୋ ଖୁବ୍ ଭାଇ ରାଲ ହେବାରେ ଲାଗିଛି। ଆଉ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।
ଏହି ଭାଇରାଲ୍ ହେଉଥିବା ଫଟୋ ରେ ଦେଖିବାକୁ ମିଳିଛି କି ସଲମାନ୍ ,ଐଶୋର୍ଯ୍ୟା ରାୟ ଙ୍କୁ ଆଲିଙ୍ଗନ କରିଛନ୍ତି। ଏହି ଭିଡିଓ ଦେଖିବା ପରେ ତାଙ୍କ ଫ୍ୟାନ ମାନେ ଏବେ ଏହା ଆଲୋଚନା କରିଛନ୍ତି କି ତାଙ୍କ ମଧ୍ୟରେ ଥିବା ସବୁ ପୁରୁଣା ତିକ୍ତତା ର ସମାଧାନ ହୋଇଛି ।
ଏହି ଫଟୋ ରେ ସଲମାନ୍ ଖାନ ଙ୍କ ଚେହେରା ଦେଖା ଯାଉଥିବା ବେଳେ ଝିଅଟିର ଚେହେରା ଦେଖା ଯାଉ ନାହିଁ ମାତ୍ର ଡ୍ରେସ କୁ ଦେଖି ଏହି ଅନୁମାନ କରାଯାଉଛି।