Movie prime

ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ଅଭିନେତ୍ରୀ ରାଣୀ ପଣ୍ଡା ଦେଖନ୍ତୁ ମିଳିଲା କଣ ପ୍ରମାଣ - Exclusive

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ କିଛି କଥା ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ତ ଯାତ୍ରା ଜଗତର ଜଣେ ମହାନ୍ କଳାକାର ରାଣୀ ପଣ୍ଡାଙ୍କୁ ଜାଣିଥିବେ ।
ଏବେ ଏହି ଅଭିନେତ୍ରୀ ଜଣଙ୍କୁ ନେଇ କିଛି ଖବର ଆସିଛି । ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ ଲୋକମାନଙ୍କର ସେବା କରିଥାନ୍ତି । ରାଣୀ ପଣ୍ଡା ଯାହା କୁହନ୍ତି ତାହା କରନ୍ତି ।
Vv
ସେଥିପାଇଁ ସେ ପ୍ରଂଶସାର ପାତ୍ର ହୋଇଥାଆନ୍ତି । ଅଭିନେତ୍ରୀ ରାଣୀ ପଣ୍ଡା କହିଥିଲେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ । ଆଉ ଏହି କଥାକୁ ନେଇ ସବୁଆଡେ ଚର୍ଚ୍ଚା ମଧ୍ୟ ହେଉଥିଲା । ଏବେ ଏହି ଖବର ମଧ୍ୟ ଆସିଛି ।
ଅଭିନେତ୍ରୀ ରାଣୀ ପଣ୍ଡା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ହେବେ । ଏବେ ଆଗକୁ ନିର୍ବାଚନ ହେବାକୁ ଯାଉଛି ଆଉ ଏହି ନିର୍ବାଚନରେ ଅଭିନେତ୍ରୀଙ୍କୁ ନେଇ ମଧ୍ୟ ଖବର ଆସୁଛି । ତାଙ୍କୁ ଦେଖି ସମସ୍ତଙ୍କ ଉତ୍ସାହ ଭରି ରହିଛି ।
ଆଗକୁ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଅଭିନୀତ ନାଟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଣୀ ପଣ୍ଡା ଆସିବାକୁ ଯାଉଛି । ଆଉ ଏହି ନାଟକରେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଅଭିନୟ ଦେଖିବାକୁ ସମସ୍ତେ ଚାହିଁ ବସିଛନ୍ତି । ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଅଭିନୟ ଦେଖିବା ପାଇଁ ସବୁବେଳେ ଦର୍ଶକଙ୍କ ଭିଡ ରହିଥାଏ ।
Vh
ଖଣ୍ଡଗିରିରେ ଯାତ୍ରା ପଡ଼ିଥିଲା "ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା" ସେତେବେଳେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଦେଖିବା ପାଇଁ ଦର୍ଶକମାନଙ୍କ ଭିଡ ଜମିଥିଲା । ରାଣୀଙ୍କୁ ଦେଖିବା ପାଇଁ ଗାଁ ଗହଳିରୁ ଧାଇଁ ଆସୁଥିଲେ ଲୋକେ ।
ଶହ ଶହ ଲୋକଙ୍କର ଭିଡ ଜମୁଥିଲା । ଏବେ ସାମ୍ନାକୁ ଆସୁଛି କି ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ନୂଆ ନାଟକ "ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଣୀ ପଣ୍ଡା" ଆସିବାକୁ ଯାଉଛି । ଆଉ ଏବେ ରିଲିଜ୍ ହେବାକୁ ଯାଉଛି ଏହି ନାଟକ । ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି ହର ଭାଇ ।
ଅଭିନେତ୍ରୀ ରାଣୀ ପଣ୍ଡା ମନ୍ଦିର ଯାଇ ଏହି ନାଟକ ପାଇଁ ପ୍ରାର୍ଥନା କରିଥିଲେ । ଆଉ ଲୋକମାନେ ଅପେକ୍ଷା କରିଥାନ୍ତି ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ନାଟକ କେବେ ଆସିବ । ଆଉ ଏବେ ତାଙ୍କର ଏହି ନାଟକକୁ ନେଇ ଅନେକ କଥା ଆସୁଛି । ଦେଖାଯାଉ ଏହି ନାଟକ ଲୋକମାନଙ୍କୁ କେତେ ପସନ୍ଦ ଆସୁଛି ।