Movie prime

ଅଧରାତି ରେ ନିଜ ଝିଅ କୁ ଘର ଚାକର ସହ ଶୋଇଥିବା ଦେଖି ରାଗ ରେ ପାଗଳ ହେଇଗଲେ ବାପା ମା, ଆଉ ଝିଅ କୁ ଧରି କରିଦେଲେ ଏମିତି ନାରକିୟ କାଣ୍ଡ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଘରର ଚାକର ସହିତ ତେର ବର୍ଷର ଝିଅ ରଖିଲା ଶାରୀରିକ ସଂପର୍କ। ଅଧା ରାତିରେ ବାପା ମାଆ ଶୋଇବା ପରେ ଘରର ଚାକରକୁ ବେଡରୁମ ଭିତରକୁ ଡାକିଥିଲା।
Special report
ଆଉ ସାରା ରାତି ମଧ୍ଯ ଚାକର ଠାରୁ ସେ ଦେହ ସୁଖ ନେଉଥିଲା। ବେଡ ଉପରେ ଚାକର ସହ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ଏପଟେ ଦେଖି ଦେଇଥିଲେ ବାପା ଓ ମାଆ। ରାତି ପାଇଲେ ଝିଅର ଜନ୍ମ ଦିନ ପାଳନ ହୋଇ ଥାଆନ୍ତା।
ଆଉ ଏହି ଜନ୍ମଦିନ ପାଳନ ପାଇଁ ପ୍ଲାନିଂ ମଧ୍ଯ ଚାଲିଥିଲା। ଏହି ତେର ବର୍ଷର ଝିଅ ମଧ୍ୟ ତାର ଜନ୍ମଦିନ ପାଇଁ ଖୁବ୍ ପ୍ଲାନିଂ କରିଥିଲା ମାତ୍ର ତାର ପ୍ଲାନିଂ ପ୍ଲାନିଂ ରେ ହିଁ ରହି ଯାଇଥିଲା ।
ସବୁ ବର୍ଷ ପରି ଏଥର ମଧ୍ୟ ତେର ବର୍ଷର ଝିଅ ଆରୋଷି ସଜବାଜ ହୋଇ ସ୍କୁଲ୍ ବାହାରି ଯାଇଥିଲା। ଆରୋଷୀ ର ବାପା ମାଆ ହେଉଛନ୍ତି ଦେଣ୍ଟିଷ୍ଟ ଥିବାରୁ ସେମାନେ ମଧ୍ଯ ତାଙ୍କର ଦୈନିକ କାମ ସାରି ବାହାରି ଯାଆନ୍ତି। ଆଉ ଦ୍ୱିପ୍ରହର ରେ ସମସ୍ତେ ଘରକୁ ଏକା ସହ ଆସନ୍ତି।
Special report
ସାଙ୍ଗ ହୋଇ ମଧ୍ୟ ଖାଆନ୍ତି ଏବଂ ତାଙ୍କର ଏହି ଛୋଟ ପରିବାର ସହ ସେମାନେ ମଧ୍ୟ ବେଶ ଖୁସୀରେ ରୁହନ୍ତି। ହେଲେ ୧୬ ମେ ରେ ସବୁ କିଛି ବଦଳି ଯାଇଥିଲା। ଏହି ପରିବାର ଉପରେ ସତେ ଯେମିତି କାହାର ନଜର ଲାଗି ଯାଇଥିଲା।
ଆଉ ଦେଖୁ ଦେଖୁ ମଧ୍ୟ ତାଙ୍କର ହସଖୁସିରେ ଚାଲୁଥିବା ସଂସାର ଉଜୁଡ଼ି ଯାଇଥିଲା। ସେଦିନ ବି ତାଙ୍କ ଘରକୁ ଆସିବା ପାଇଁ ଚାକରାଣୀ ବେଲ ବଜାଇ ଥିଲା। ଆଉ କବାଟ ଖୋଲିଥିଲେ ନୁପୁର ତାଲ୍ଵାର।
ଏହାପରେ ଘରର ଚାକରାଣୀ ଘର ଭିତରକୁ ଆସି ଯାହା ଦେଖିଥିଲା ସେ ସ୍ତବଧ ହୋଇ ଯାଇଥିଲା। କାରଣ ରାଜେଶ ବସି କାନ୍ଦୁ ଥିଲେ। ଚାକରାଣୀ ଭାରତୀ ଏହାର କାରଣ ପଚାରିଲେ ଯାହା ଫଳରେ କି ନୁପୁର ତାଙ୍କର ଝିଅର ବେଡରୁମ ଆଡ଼କୁ ଇଶାରା କରିଲେ।
ଏହାପରେ ଦେଖିଲେ କି ବେଡ ଉପରେ ପଡିଛି ଆରୋଷି ଙ୍କ ରକ୍ତ ଯୁଡୁବୁଡୁ ମର ଶରୀର। ଆରୋଷି ମାଆ ନୁପୁର କହିଥିଲେ କି ତାଙ୍କ ଘରର ଚାକର ତାଙ୍କ ଝିଅ କୁ ମାରି ଫେରାର ହୋଇ ଯାଇଥିଲା ବୋଲି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.