Movie prime

ଅଧ ରାତି ରେ ସ୍ଵାମୀ ସ୍ତ୍ରୀ ଉଲଗ୍ନ ଅବସ୍ଥା ରେ କରୁଥିଲେ ତନ୍ତ୍ର ସାଧନା : ପହଞ୍ଚିଲେ ଗ୍ରାମ ବାସୀ.. ଗୁଣିଆ ଦେଲା ଧମକ...

 
Special Report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ତନ୍ତ୍ର ବିଦ୍ୟା ବିଷୟରେ ଆପଣ ମାନେ ଭଲ ଭାବେ ଜାଣି ଥିବେ।ଏଥିରେ ଭୂତ ପିଶାଚ ମାନଙ୍କୁ ଖୁସି କରିବା ପାଇଁ କିଛି ତନ୍ତ୍ର ସାଧକ ମାନେ ଲୋକ ମାନଙ୍କୁ ମାରି ଦିଅନ୍ତି।
Special Report
ଆଜି ଆମେ ଆପଣ ମାନଙ୍କୁ ସେହିଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରେ।ଏଠାରେ ଜଣେ ମହିଳା ଓ ତାଙ୍କ ସ୍ଵାମୀ ଅନ୍ଧାର କିଟି କିଟି ରାତିରେ ମଶାଣି ରେ କିଛି ପୂଜା ପାଠ କରୁଥିଲେ।
ସେମାନେ ଉ-ଲ-ଗ୍ନ ଅବସ୍ଥା ରେ ଏହି ପୂଜା ପାଠ ରାତିରେ କରୁଥିଲେ।ଯାହାକୁ ଦେଖି ଦେଇଥିଲେ ଗାଁ ର ଲୋକ ମାନେ।ଉଭୟ ସ୍ବାମୀ ସ୍ତ୍ରୀ ଙ୍କୁ ଧରି ସେମାନେ ଗୋଟିଏ ଘର ଭିତରେ ଭର୍ତ୍ତି କରି ଦେଇଥିଲେ।
ଏବଂ ଉଭୟ ଙ୍କୁ ଗାଁ ର ଲୋକ ମାନେ ଖୁବ୍ ପିଟି ଥିଲେ।ଏ ବିଷୟ ରେ ନିକଟସ୍ଥ ଥାନା ଅଧିକାରୀ ମାନେ ଖବର ପାଇବା ପାଇଁ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କୁ ଉଦ୍ଧାର କରି ଥାନା କୁ ନେଇ ଯାଇଥିଲେ।ସେଠାରେ ଏବେ ଘଟଣା ର ତଦନ୍ତ ଆରମ୍ଭ ହୋଇ ଯାଇଛି।
Special Report
ସୂଚନା ଅନୁସାରେ ଗାଁ ର ଲୋକ ମାନେ ଅନେକ ଦିନ ହେବ ସନ୍ଦେହ ରେ ଥିଲେ କି ଏହି ମଶାଣି ଭୂମି ରେ କିଏ ରାତି ଅଧରେ ପୂଜା ପାଠ କରୁଛନ୍ତି।ଏହା ପରେ ଗାଁ ର ଲୋକ ମାନେ ଜାଣିବା ମଶାଣି ରେ ଲୁଚି ରହିଥିଲେ।
ସେମାନେ ସେଠାରେ ଦେଖିଲେ କି ଦୁଇ ଜଣ ସ୍ଵାମୀ ସ୍ତ୍ରୀ ଉ-ଲ-ଗ୍ନ ହୋଇ ସେଠାରେ ପୂଜା ପାଠ କରୁଥିଲେ।ଯେଉଁ ମାନେ ଏଭଳି ଉ-ଲ-ଗ୍ନ ହୋଇ ଦେବୀ ଙ୍କୁ ସନ୍ତୁଷ୍ଟ କରନ୍ତି ସେମାନେ ଡା-ହା-ଣୀ ବୋଲି ଗ୍ରାମ ବାସୀ ମାନେ କହିଛନ୍ତି।
ମହିଳା ଙ୍କ ଶରୀର ରେ କୌଣସି ପୋଷାକ ନ ଥିଲା।ଯେଉଁଥି ପାଇଁ କିଛି ଲୋକ ମାନେ ଏହାକୁ ଦେଖି ଭୟ ବିତ ହୋଇ ଯାଇଥିଲେ।ପୋଲିସ ଏବେ ଘଟଣା ର ତଦନ୍ତ କରିବା ଆରମ୍ଭ କରିଛନ୍ତି।ଏବେ ଦେଖିବାକୁ ବାକି ରହିଲା ଏହି ଅନ୍ଧ ବିଶ୍ଵାସ ର ଧାରା କେତେ ଦିନ ଏପରି ଚାଲୁଛି।