Movie prime

ଦରକାର ରୁ ଅଧିକ ଚିନ୍ତା କରୁଛନ୍ତି କି? ଦେଖନ୍ତୁ କେମିତି ବଞ୍ଚିବେ Overthinking ରୁ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏଭଳି କିଛି ଖବର ଦେଖିଥାନ୍ତି ଯାହା ଦ୍ଦେଖିଲେ ଆପଣ ବି ଅନେକ କଥା ଜାଣିପାରିବେ । ଆଜିକା ଜୀବନରେ ଅଧିକ ଚିନ୍ତା କରିବା ଦେହ ପାଇଁ ଭଲ ନୁହେଁ । ଆଜିକାଲି ବହୁତ ଲୋକଙ୍କ ପାଇଁ ଅଧିକ ଚିନ୍ତା କରିବା ଏକ ସମସ୍ୟା ଭଳି ଦେଖାଦେଇଛି ।
ରିସର୍ଚ୍ଚରୁ ଜଣାପଡିଛି କି ଆମ ଦେଶର ୭୦ ଭାଗ ଲୋକ ଏହି ଅଧିକ ଚିନ୍ତା କରିବାର ଶିକାର ଅଛନ୍ତି । ଅଧିକ ଚିନ୍ତା କରିବା ଦ୍ୱାରା ଜଣେ ବ୍ୟକ୍ତିର ରଚନାତ୍ମକ ଧାରା କମିଯାଇଥାଏ । ମୁଣ୍ଡ ୪୫ ପ୍ରତିଶତ କମ୍ କାମ କରିଥାଏ ।
ଏବେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି କାମ କରିବା ଦ୍ଵାରା ଅଧିକ ଚିନ୍ତା କରିପାରିବେ ନାହିଁ । ଆଉ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଅଧିକ ଚିନ୍ତା ଅନେକ ଲୋକ କରିଥାନ୍ତି । ଏହା ଏକ ଖରାପ ଅଭ୍ୟାସ ଅଟେ ।
ଅଧିକ ଚିନ୍ତା କରିବା ହେଉଛି କିଛି ବ୍ୟକ୍ତି ଏଭଳି ଚିନ୍ତା କରନ୍ତି ସେ ସେହିଠାରେ ନିଜକୁ ହଜାଇ ଦିଅନ୍ତି । ଦୁଇ ପ୍ରକାରର ମଣିଷ ଚିନ୍ତା କରିଥାଏ । ଯାହା ତା ଯୁବନରେ ଘଟିଥାଏ ଆଉ ଏହାସହ ସେ ଆଗକୁ କିଛି କରିବାକୁ ଭାବୁଥାଏ ।
ଯେଉଁଟା ବାସ୍ତବିକ କଥା ସେହି ବିଷୟରେ ଚିନ୍ତା କରିଲେ ଆଇନ୍ ଉନ୍ନତି କରିପାରିବେ । ଯେତେବେଳେ ଆପଣ ଚିନ୍ତା କରୁଛନ୍ତି ସେତେବେଳେ ନିଜକୁ ପ୍ରଶ୍ନ ପଚାରନ୍ତୁ କଣ। ଭାବୁଛନ୍ତି । ଆଉ ନିଜକୁ ଅନ୍ୟ ଏକ କାମରେ ବ୍ୟସ୍ତ ରଖନ୍ତୁ ଯାହାଦ୍ଵାରା ଚିନ୍ତା କରିବେ ନାହିଁ ।
ଆଉ ଏହାସହ ଦିନକୁ ୨ ଥର ମେଡିଟେଶନ କରନ୍ତୁ । ୧୫ ରୁ ୨୦ ମିନିଟ ମେଡ଼ିଟେଶନ କରିଲେ ଆପଣ ଆପଣଙ୍କ ମୁଣ୍ଡକୁ ଆୟତ କରିପାରିବେ । ନିଜ ମୁଣ୍ଡ ନିଜ ଆୟତରେ ରଖିଲେ ଆପଣ ଆଉ କିଛି କଥା ଅଧିକ ଭାବିବେ ନାହିଁ ।
ଯେତେବେଳେ ଲୋକମାନଙ୍କର କୌଣସି କାମ ନଥାଏ ସେମାନେ ଅନେକ କଥା ସେତେବେଳେ ଭାବିଥାନ୍ତି । ଆଉ ଯେତେବେଳେ ଏକା ବସୁଛନ୍ତି ସେତେବେଳେ କିଛି ନା କିଛି କାମରେ ନିଜକୁ ବ୍ୟସ୍ତ ରଖନ୍ତୁ ଯାହାଦ୍ଵାରା ଆପଣ ଏହି ଅଧିକ ଚିନ୍ତା କରିପାରିବେ ନାହିଁ ।